ଯାହାର କେହି ନାହିଁ ତାଙ୍କର ଜଗନ୍ନାଥ ଅଛନ୍ତି : ରାଜ୍ୟପାଳ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ମଙ୍ଗଳବାର କସ୍ତୁରବା ଗାନ୍ଧି ମାତୃ ନିକେତନ, ପରିଦର୍ଶନରେ ଆସି ଅତ୍ୟନ୍ତ ଖୁସି ହୋଇ ଯାହାର କେହି ନାହିଁ ତାଙ୍କର ପ୍ରଭୁ ଜଗନ୍ନାଥ ଅଛନ୍ତି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଭୁବନେଶ୍ୱରରୁ ହେଲିକେପ୍ଟରରେ ବାହାରି!-->…
Read More...
Read More...