Browsing Tag

padmapur news

ଦହିତା ପଞ୍ଚାୟତର ୱାର୍ଡମେମ୍ବରଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଦହିତା ପଞ୍ଚାୟତ ଅନ୍ତର୍ଗତ ଭାଲୁଡୁଙ୍ଗୁରି ଗ୍ରାମର ୱାର୍ଡମେମ୍ବର ବିନ୍ଦ କଲେତ(୩୦)ଙ୍କ ଅକାଳ ବିୟୋଗ ହୋଇଛି । ଶ୍ରୀ କଲେତଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ପରଲୋକରେ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶେଷ…
Read More...

ରକ୍ତ ଶିକୁଳି ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପରିସରରେ ବିଶ୍ୱ ରକ୍ତ ଶିକୁଳି ସଚେତନତା ପରିପ୍ରେକ୍ଷୀରେ ଚାଲୁଥିବା ବିଭିନ୍ନ କାର୍ଯ୍ୟକ୍ରମ କ୍ରମରେ ଆଜି ନବମ ଦିବସରେ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପଦ୍ମପୁର ସରକାରୀ…
Read More...

ପୂର୍ବତନ ବିଧାୟକଙ୍କ ମାତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସତ୍ୟଭୂଷଣ ସାହୁଙ୍କ ମା' ସୁଶୀଲା ଦେବୀ ସାହୁ(୯୦)ଙ୍କ ବୁଧବାର ବିଲମ୍ବିତ ରାତ୍ରୀ ୧୦ଟା ୩୦ ମିନିଟ ସମୟରେ ମାଣ୍ଡୋସିଲ ସ୍ଥିତ ବାସ ଭବନରେ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ସୁଶୀଲା ଦେବୀ ଜଣେ ଧର୍ମ…
Read More...

ତ୍ରିଦିବସୀୟ ସଂକୁଳ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କୁସୁନାପାଲି ଠାରେ ସଂକୁଳ ସ୍ତରୀୟ ତ୍ରିଦିବସୀୟ ଆଚାର୍ଯ୍ୟ କାର୍ଯ୍ୟଶାଳା ଆଜି ସନ୍ଧ୍ୟା ସମୟରେ ଉଦ୍‌ଘାଟିତ ହୋଇଯାଇଛି । ଶିକ୍ଷା ବିକାଶ ସମିତିର ବିଦ୍ୟୁତ ପରଷଦ ସଭାପତି ଡ. ବାଞ୍ଛାନିଧି ପଣ୍ଡା ମୁଖ୍ୟ ଅତିଥି…
Read More...

ବଜ୍ରପାତରେ ତିନି ମୃତ : ଦୁଇ ଗୁରୁତର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବଜ୍ରପାତରେ ତିନି ମୃତ, ଦୁଇ ଗୁରୁତର । ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ଦେୱାନଡ଼ିହି ଗ୍ରାମର ଘଟଣା । ମିଳିଥିବା ସୂଚନା ଅନୁସାରେ ଦେୱାନଡ଼ିହି ଗାଁର ପାଞ୍ଚ ଜଣ ପୁରୁଷ ଗାଁ ମୁଣ୍ଡ ବରଗଛ ମୂଳେ ବସି ଖଟି କରୁଥିଲେ । ହେଲେ ହଠାତ୍‌ ବର୍ଷା ଆସିଥିବା…
Read More...

ପୋଲିସ କ୍ଷମତାର ଦୂରୋପଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ନୃସିଂହନାଥ ପୀଠରେ ନୀତି ଶ୍ରଦ୍ଧାଳୁଙ୍କର ବହୁ ସଂଖ୍ୟାରେ ଭିଡ଼ ଲାଗିଥାଏ । ତେବେ ଗାଡି ପାର୍କିଙ୍ଗ ପାଇଁ ମନ୍ଦିର ବାହାରୁ ପ୍ରାୟ ଗୋଟେ କିଲୋମିଟର ପୂର୍ବରୁ ଗେଟ୍‌ ବ୍ୟବସ୍ଥା ହୋଇଥିବା ବେଳେ ପାର୍କିଙ୍ଗ ସ୍ଥଳେ ଗାଡି…
Read More...

ଜରୁରୀକାଳୀନ ସ୍ଥିତି କରି ଗଣତନ୍ତ୍ର ହନନର ସ୍ମୃତିରେ କଳା ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ୱାଧୀନତା ପରେ ଏକ ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଭାରତରେ ଉଦ୍ୟମ କରାଯାଇଥିଲା । ନିଜର ମନମୁଖୀ ଶାସନ ପାଇଁ ତଦ୍‌କାଳୀନ ସରକାର ୧୯୭୫ ଜୁନ ୨୫ରେ ଗଣତନ୍ତ୍ରର ହତ୍ୟା କରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ଜନସାଧାରଣ ନିଜର…
Read More...

କୁଲିଆରି ଠାରେ ନାର୍ବାଡ ସହାୟତାରେ ୱାଡି ପ୍ରକଳ୍ପର ଶୁଭ ଉଦ୍‌ଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଲିଆରି ଗ୍ରାମରେ ୱାଡି ପ୍ରକଳ୍ପର ଶୁଭ ଉଦ୍‌ଘାଟନ ହୋଇଯାଇଛି । ନାର୍ବାଡର ଆଦିବାସୀ ଉନ୍ନୟନ ପାଣ୍ଠି ସହାୟତାରେ ଦେବଦତ୍ତ କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ଉକ୍ତ…
Read More...

ଝାରବନ୍ଧରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ତଦନ୍ତ ପାଇଁ ବିଭଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଅତିରିକ୍ତ ଜିଲ୍ଲାପାଳ…
Read More...

ଯାହାର କେହି ନାହିଁ ତାଙ୍କର ଜଗନ୍ନାଥ ଅଛନ୍ତି : ରାଜ୍ୟପାଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ମଙ୍ଗଳବାର କସ୍ତୁରବା ଗାନ୍ଧି ମାତୃ ନିକେତନ, ପରିଦର୍ଶନରେ ଆସି ଅତ୍ୟନ୍ତ ଖୁସି ହୋଇ ଯାହାର କେହି ନାହିଁ ତାଙ୍କର ପ୍ରଭୁ ଜଗନ୍ନାଥ ଅଛନ୍ତି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଭୁବନେଶ୍ୱରରୁ ହେଲିକେପ୍ଟରରେ ବାହାରି…
Read More...