ପରିବାର ପରିବାର ମଧ୍ୟରେ ମିଳି ମିଶି ସୁସମ୍ପର୍କ ରଖି ଦୁଃଖ ସୁଖରେ ସାହାଯ୍ୟ କଲେ ମଣିଷ ଜୀବନ ସୁଖରେ କଟି ଥାଏ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଜର୍ଜଗଡ଼ ଏକ ଛୋଟିଆ ଗାଁ ଟିଏ । ଗାଁଟି ଗନ୍ଧମାର୍ଦ୍ଦନ ପର୍ବତର ଅନତି ଦୂରରେ ଅବସ୍ଥିତ । ଏହି ଗାଁରେ ବସବାସ କରୁଥିବା ଲୋକେ ଅତି ସରଳ ଅଟନ୍ତି । ଗାଁରେ ଫାୟାର ଅଫିସ, କୃଷି ଅଫିସ, ତହସିଲ ଅଫିସ, ଆର୍ଡି ଅଫିସ, ଟେଲିଫୋନ୍ ଅଫିସ,!-->…
Read More...
Read More...