Browsing Tag

padmapur news

ସଲଡିହି ଗାଁରେ ହାତୀ ଆକ୍ରମଣରେ ୩ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ରାତ୍ରି ପ୍ରାୟ ୧୨ଟା ବେଳେ ଘରେ ସୋଇଥିବା ବେଳେ ଘର ପଛ ପଟୁ ଆସି ଗୋଟିଏ ପରିବାରର ୩ ଜଣଙ୍କୁ ହାତୀପଲ ଦଳି ଦେଇ ମାରିଦେଲେ । ତେବେ ଏହି ଅଭାବନୀୟ ଘଟଣାଟି ଝାରବନ୍ଧ ବ୍ଲକ ସଲଡିହି ଗ୍ରାମରେ ଘଟିଥିବା ବେଳେ ୩ଟି ହାତୀ ଆଡୁଆଲ ଅଞ୍ଚଲରୁ ଆସିଥିବା…
Read More...

ଜର୍ଜଗଡ଼ ଗ୍ରାମର ମହିଳାମାନେ ତହସିଲ ଅଫିସ ସମ୍ମୁଖରେ : ନୃସିଂହନାଥ ରାସ୍ତାକୁ ଅବରୋଧ କରି ଧାରଣାରେ ବସିଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଳ ଜର୍ଜଗଡ଼ ଗ୍ରାମର ମହିଳାମାନେ ତହସିଲ ଅଫିସ ସମ୍ମୁଖରେ, ନୃସିଂହନାଥ ରାସ୍ତାକୁ ଅବରୋଧ କରି ଧାରଣାରେ ଅନେକ ସମୟ ଧରିବସିଥିଲେ । ପ୍ରକାଶ ଥାଉକି ଗାଁରେ ପ୍ରାୟ ଦୁଇ ବର୍ଷ ହେବ ଗୋଟିଏ ପାଣି ଟାଙ୍କି ନିର୍ମାଣ କରାଯାଇ ପାଇପ ବିଛା…
Read More...

ନବନିର୍ବାଚିତ ସାଂସଦଙ୍କ ପାଇଁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ବରଗଡ଼ର ନବନିର୍ବାଚିତ ସାଂସଦ ପ୍ରଦୀପ ପୁରୋହିତଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପଦ୍ମପୁର, ପାଇକମାଲ, ଝାରବନ୍ଧ ଓ ଗାଇସିଲାଟ ବ୍ଲକରରୁ…
Read More...

ପାଇକମାଲ ସହରକୁ ସଜାଡିବା ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଏକ ପ୍ରାଚୀନ ସହର ଭାବରେ ବେଶ ପରିଚିତ । ପାଇକମାଲ ଆଖପାଖ ଅଞ୍ଚଳର ଏକ ବ୍ୟବସାୟ ସ୍ଥଳୀ । ପାଇକମାଲରେ ଅନେକ ସରକାରୀ ଅଫିସ ଓ ସମସ୍ତ ଅଧିକାରୀ ମାନେ ରହୁଛନ୍ତି । ଫଳରେ ପାଇକମାଲକୁ ଆଖପାଖ ଅଞ୍ଚଳର ଲୋକ ତଥା ଅନ୍ୟାନ୍ୟ ସହରରୁ…
Read More...

ସହପାଠୀ ଲକ୍ଷ୍ମୀ ବରିହାଙ୍କ ସ୍ୱାମୀଙ୍କ ଚିକିତ୍ସା ପାଇଁ ସହାୟତାର ହାତବଢାଇଲେ ୧୯୮୩ ମାଟ୍ରିକ ବ୍ୟାଚ୍‌ର ସହପାଠୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଦହିଗାଁ ଗ୍ରାମରେ ଲକ୍ଷ୍ମୀ ବରିହାଙ୍କ ସ୍ୱାମୀ ଦୁଆରୁ ବରିହା ରୋଗୀଣା ଅବସ୍ଥାରେ ଦୟନୀୟ ପରିସ୍ଥିତିରେ ତାଙ୍କ ଘରେ ପଡ଼ିରହୁଛନ୍ତି । ରାଜବୋଡ଼ାସମ୍ବର ୧୯୮୩ ବ୍ୟାଚ୍‌ର ପୁରାତନ ଛାତ୍ର ଦହିଗାଁ ଗ୍ରାମକୁ ଯାଇ ପୀଡ଼ିତ ଦୁଆରୁ ବରିହା ଏବଂ…
Read More...

ବର୍ଷେ ପରେ ମଧ୍ୟ ଶ୍ରମିକଙ୍କ ପାରିଶ୍ରମିକ ମିଳିନି : ବନବିଭାଗ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ

ଆଗାମୀ ୧୫ ଦିନ ମଧ୍ୟରେ ପାରିଶ୍ରମିକ ନମିଳିଲେ ରେଞ୍ଜ ଅଫିସ ସମ୍ମୁଖରେ ଧାରଣ ଦେବାକୁ ଚେତାବନୀ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅଧିନସ୍ଥ ନୃସିଂହନାଥ ଫରେଷ୍ଟ ରେଞ୍ଜ ବୋଡାସମ୍ବର ସେକ୍ସନ୍‌ ମାଝୀ ପାଲି ବିଟ୍ ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ଥିବା ରସମୁଣ୍ଡା ନିକଟରେ…
Read More...

ମାର୍‌ଜିନାଲ୍‌ଇଜ୍‌ ଫୋକ ଥିଏଟର ମହୋତ୍ସବ ଉଦ୍‌ଘାଟିତ

ରମେଶ ଗୁର୍ଲ୍ଲାଙ୍କୁ ସଙ୍ଗୀତ ତପସ୍ୱୀ ଓ ମୀନକେତନ ସାହୁଙ୍କୁ ପରିବେଶ ବନ୍ଧୁ ସମ୍ମାନ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଥିବା ସଚେତନ ହେମା ଅନୁଷ୍ଠାନ ତରଫରୁ ଓ ସଂସ୍କୃତି ବିଭାଗ ଭାରତ ସରକାରଙ୍କ ସହାୟତାରେ ଦୀର୍ଘ ଚାରିଦିନ ଧରି…
Read More...

ବରଗଡ ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ମିଳିଲା ଏକାଡେମିକ୍ ଉତ୍କର୍ଷ ପୁରସ୍କାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ବରଗଡ ଜିଲ୍ଲାର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ମିଳିଛି ଏକାଡେମୀକ ଉତ୍କର୍ଷ ପୁରସ୍କାର । ନବୋଦୟ ବିଦ୍ୟାଳୟ ସମିତି, ଭୋପାଳ କ୍ଷେତ୍ରୀୟ ମଣ୍ଡଳ ଠାରେ ଅନୁଷ୍ଠିତ ହୋଇଥିବା ତିନି ଦିନିଆ ଅଧ୍ୟକ୍ଷ କର୍ମଶାଳାରେ ପାଇକମାଲ ଜବାହର ନବୋଦୟ…
Read More...

ସଚେତନ ହେମା ମହୋତ୍ସବର ଦ୍ଵିତୀୟ ଓ ତୃତୀୟ ସନ୍ଧ୍ୟା

ଗୁରୁ ଆନନ୍ଦ ବାଗଙ୍କ ଦେବଗୁରୁ ଲକ୍ଷ୍ମୀପୁରାଣ ମନ ଜିଣିଲା ପଦ୍ମପୁର, (ନିରୋଜ କୁମାର ପାଣୀ) : ସୁପରିଚିତ ନାଟକ ଓ ସଂସ୍କୃତିର ଅନୁଷ୍ଠାନ ସଚେତନ ହେମା ଢୋଲବନ୍ଧ ଦ୍ୱାରା ଆୟୋଜିତ ଚଳିତ ମାର୍‌ଜିନାଲ୍‌ଇଜ୍‌ ଫୋକ୍‌ ଥିଏଟର ୨୦୨୪ ମହୋତ୍ସବରେ ଦ୍ଵିତୀୟ ସନ୍ଧ୍ୟାରେ ବେଣୁଧର ସାହୁ ଲୋକନୃତ୍ୟ…
Read More...

‘କୋଶଲ ପ୍ରବାହ’ର ମହାପ୍ରଭାବ : ଦୁଆରୁ ବରିହାଙ୍କୁ ସାହାଯ୍ୟର ହାତ ବଢାଇଲେ ବିଭିନ୍ନ ଅନୁଷ୍ଠାନ ଓ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଦହିଗାଁର ଦାଦନ ଶ୍ରମିକ ଦୁଆରୁ ବରିହାଙ୍କ କରୁଣ କାହାଣୀ 'କୋଶଳ ପ୍ରବାହ'ରେ ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ପ୍ରଶାସନ ସାହାଯ୍ୟର ହାତ ବଢାଇଛନ୍ତି । ପଦ୍ମପୁର ବିଡ଼ିଓ ଶ୍ରୀ ନାଗଙ୍କ…
Read More...