Browsing Tag

padmapur news

ପ୍ରଥମ ରଜରେ ରାମ ଦୋଳି ଓ ମୀନାବଜାର ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଚାଲିଥିବା ଗଣ-ପର୍ବ ଠାକୁରାଣୀ ଯାତ୍ରା ଅବସରରେ ପ୍ରଥମ ରଜରେ ରାମଦୋଳି ଓ ମୀନାବଜାର ଉଦ୍‌ଘାଟିତ ହୋଇଯାଇଛି । ବରିଷ୍ଠ ନେତା ତଥା ପୂର୍ବତନ ବିଧାନସଭା ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ନବନିର୍ବାଚିତ…
Read More...

ସିରିଜିନା, ସମ୍ବଲପୁରୀ ଦିନ ଓ ନାଟ୍ୟ ମହୋତ୍ସବ ପାଳନ ନେଇ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ କଚେରୀ ପ୍ରାଙ୍ଗଣରେ ସଭାପତି ରାଜୁ ଘିବେଲାଙ୍କ ଅଧ୍ୟକ୍ଷତାରେ ଓ ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତିଙ୍କ ସମ୍ପଦନାରେ ସିରଜିନା ମହୋତ୍ସବ, ସମ୍ବଲପୁରୀ ଦିନ, ବନ ମହୋତ୍ସବ ଓ ନାଟ୍ୟ ମହୋତ୍ସବ ପାଳନ କରିବାକୁ ସ୍ଥିର କରାଯାଇଛି । ଆସନ୍ତା…
Read More...

ଦାଦନ ଶ୍ରମିକଙ୍କୁ ସହଯୋଗର ହାତ ବଢ଼ାଇଲେ ଅର୍ଥନୀତି ପ୍ରାଧ୍ୟାପକ ଡା. ବିରଞ୍ଚି ସାହୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : 'କୋଶଳ ପ୍ରବାହ'ରେ ପ୍ରକାଶ ପାଇଥିଲା ଏକ ଦାଦନ ଦୁଃଖର କରୁଣ କାହାଣୀ । ପଦ୍ମପୁର ଅଞ୍ଚଳର ଦହିଗାଁ ଗ୍ରାମର ସ୍ତ୍ରୀ ଲକ୍ଷ୍ମୀ ବରିହା ତାଙ୍କ ସ୍ଵାମୀ ଦୁଆରୁ ବରିହାଙ୍କ ଦୟନୀୟ ପରିସ୍ଥିତି । ରୁଗ୍‌ଣ ହୋଇ ମୃତ୍ୟୁ ଶଯ୍ୟାରେ ଆର୍ଥିକ ସାହାଯ୍ୟ ପାଇଁ ନିବେଦନ…
Read More...

ଦରମା ନପାଇବାରୁ ଆନ୍ଦୋଳନ କରି ଧାରଣାରେ ବସିଛନ୍ତି ସଫେଇ କର୍ମଚାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଂଚଳର ସଫେଇ କର୍ମଚାରୀ ମାନେ ଦରମା ନପାଇବାରୁ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି । ସମୁଦାୟ ୭୩ ଜଣ କର୍ମଚାରୀ ମାନଙ୍କ ମଧ୍ୟରୁ ବାର ଜଣ କର୍ମଚାରୀ ୨ ମାସ ହେଲାଣି ଦରମା ଏପର୍ଯ୍ୟନ୍ତ ନପାଇବାରୁ କାମବନ୍ଦ କରି ଆନ୍ଦୋଳନ…
Read More...

ଉଦ୍ଭିଦ ବିଜ୍ଞାନରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ପ୍ରଜ୍ଞା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ବର୍ଷ ୨୦୨୪ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଯୁକ୍ତ ୩ ବିଜ୍ଞାନର ଫଳ ପ୍ରକାଶ ପାଇଛି । ଉଦ୍ଭିଦ ବିଜ୍ଞାନ ବିଭାଗରେ ଟ୍ରଷ୍ଟ ଫଣ୍ଡ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରୀ ପ୍ରଜ୍ଞ୍ୟା ପରୀମିତା ମାଝୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ଗାଇସିଲଟ ବ୍ଲକ…
Read More...

ଲୋକକଳାକୁ ଉଦ୍‌ଜୀବିତ କରିପାରିଛି ସଚେତନ ହେମାର ମାରଜିନାଲ୍‌ଇଜ୍‌ ଲୋକନାଟ୍ୟ ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସଚେତନ ହେମା ଢୋଲବନ୍ଧ ଦ୍ୱାରା ଓ ସଂସ୍କୃତି ବିଭାଗ ଭାରତ ସରକାରଙ୍କ ସହଯୋଗରେ ଆୟୋଜିତ ମାର୍ଜିନା ଫୋକ ଥିଏଟର୍‌ ମହୋତ୍ସବରେ ପ୍ରଥମ ସନ୍ଧ୍ୟାରେ ଅତିଥି ଭାବରେ ସଂଗୀତ ନାଟକ ଏକାଡେମୀ ପୁରସ୍କୃତ କଳାକାର ଆନନ୍ଦ ବାଗ, ରାଜେଶ ବହିଦାର,…
Read More...

ଅବ୍ୟବସ୍ଥା ଘେରରେ ନୃସିଂହନାଥ ପୀଠ : ସାଧାରଣରେ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ବର୍ଷ ଓଡିଶା ପ୍ରାନ୍ତରେ ବରଗଡ଼ ଜିଲ୍ଲାର ପବିତ୍ର ଗନ୍ଧମାର୍ଦ୍ଦନ କୋଳରେ ଅଛି ନୃସିଂହନାଥ ମନ୍ଦିର । ଏଠାରେ ପୂଜା ପାଉଛନ୍ତି ପ୍ରଭୁ ମାର୍ଯ୍ୟାର କେଶରୀ କେଉଁ କେତେ ଆବାହନ କାଳରୁ । ବିରାଡ଼ି ବେଶରେ ଛକି ବସିଛନ୍ତି ମୂଷିକ ଦୈତ୍ୟକୁ ମାରିବା ପାଇଁ,…
Read More...

ବିଦ୍ୟୁତ କର୍ମଚାରୀଙ୍କ ଅବହେଳାରୁ ପୋଡିଲା ଟ୍ରାନ୍ସଫର୍ମର : ଗ୍ରାମବାସୀ ଅନ୍ଧାରରେ, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ବରଗଡ ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀରୁ ୫୦ ଡିଗ୍ରୀ ରହୁଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ତା'ର ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବିଳାସପୁର ଗ୍ରାମରେ । ଟାଟା…
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶତପ୍ରତିଶତ ଫଳାଫଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷାବର୍ଷ ୨୦୨୩-୨୪ ମାଟ୍ରିକ ପରୀକ୍ଷାରେ ୧୦୦ ଜଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଏ୧ରେ ୩ ଜଣ ମିତ୍ରାବରୁଣ ଦାଶ-୯୨%, ନମ୍ରତା ମଗର-୯୦.୫% ଓ ପଲକ୍ ପଠୀ-୯୦% ମାର୍କ ପାଇଥିବା ବେଳେ ଏ୨-୧୨ଜଣ, ବି୧-୩୯ଜଣ,…
Read More...

ମ୍ୟୁନିସିପାଲ ମହାବିଦ୍ୟାଳୟରେ ମେଧାବୀ ଅଭିନନ୍ଦନ

ରାଉରକେଲା, (ସସ୍ମିତା ପ୍ରଧାନ) : ଅକ୍ଷୟ ତୃତୀୟା ଦିବସରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଚଳିତ ବର୍ଷର ସ୍ନାତକ ପରୀକ୍ଷା ଫଳ ପ୍ରକାଶ ପାଇଛି । ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟର କଳା ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାନେ ଅଭିନନ୍ଦନୀୟ ସଫଳତା ହାସଲ କରିଛନ୍ତିି । ସମ୍ବଲପୁର…
Read More...