ପଦ୍ମପୁର ପିଏଚ୍ଡି ଜଳ ଯୋଗାଣର ଦୟନୀୟ ପରିସ୍ଥିତି ଅଭିଯୋଗ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଶାନ୍ତିନଗର ଦୁଇ ନମ୍ବର ୱାର୍ଡର ଭେଉଁରିଆ ଯିବା ରାସ୍ତାରେ ପାନୀୟ ଜଳ ଯୋଗାଣର ଦୟନୀୟ ଅବସ୍ଥା ଦେଖିବାକୁ ମିଳୁଛି । ମାଟି ତଳେ ଯାଇଥିବା ପାଣି ପାଇପ ଲାଇନ ଫାଟି ରାସ୍ତା ସାରା ପାଣି ମାଡି ଯାଉଛି ଯାହା ଫଳରେ ଜଣ୍ଡିସ୍ ଭଳି ରୋଗ ହେବାର!-->…
Read More...
Read More...