Browsing Tag

padmapur news

ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକଙ୍କ ପଦ୍ମପୁର ଉପଖଣ୍ଡ ଦିନିକିଆ ଗସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡକୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଧେଶିକା ଶ୍ରୀମତୀ କଲ୍ୟାଣୀ ଦାସ ଆଜି ଦିନିକିଆ ଗସ୍ତରେ ଆସିଥିଲେ । ଆଜି ଉପଖଣ୍ଡ ପଦ୍ମପୁର ସୂଚନା ଓ ଲୋକ ସମ୍ପର୍କ ବିଭାଗର କାର୍ଯ୍ୟାଳୟରେ ପହଞ୍ଚଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଟିଏ ଓଡ଼ିଶାର ଦ୍ଵିତୀୟ ଏମ୍ସ ପଦ୍ମପୁର ସ୍ଥାପନ କରାଯାଉ : ଆଶିଷ ଜ୍ୟୋତିଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦାଦନ ପ୍ରବଣ ଅଞ୍ଚଳ ପଦ୍ମପୁର ଠିକ୍ ଭାବେ ନାଁ ସ୍ୱାସ୍ଥ୍ୟ ସେବା ଅଛି ନାଁ ଆର୍ଥିକ ସ୍ଥିତି ଠିକ୍ ଭାବେ ଅଛି ମରୁଡି ପ୍ରପିଡିତ ଓ ଅବହେଳିତ ଅଞ୍ଚଳ ଅଟେ । ଏହି ଅଞ୍ଚଳର ଜନସାଧାରଣ ଅଧିକାଂଶ ଗରୀବ ଅଟନ୍ତି । ଏଠାକାର ରୋଗୀ ଉନ୍ନତ ଚିକିତ୍ସା ନିମନ୍ତେ ବହୁ…
Read More...

ବିଶିଷ୍ଟ ବ୍ୟବସାୟୀ ସ୍ୱର୍ଗତ କ୍ଷେତ୍ରବାସୀ ସାହୁଙ୍କୁ ଶ୍ରଦ୍ଧାଞୀଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ପ୍ରଫୁଲ୍ଲ ସାହୁଙ୍କ ପିତା ସ୍ୱର୍ଗତ କ୍ଷେତ୍ରବାସୀ ସାହୁଙ୍କ ତ୍ରିବେଣୀ ମଙ୍ଗମ ଠାରେ ଅସ୍ଥି ବିସର୍ଜନ କରାଯାଇଛି । ଏହି ଉପଲେକ୍ଷ ଆଜି ପାଇକମାଲ ଧର୍ମଶାଲା ଠାରେ ଏକ ଶ୍ରଦ୍ଧାଞୀଳି ସଭାରେ ଆୟୋଜିତ ହୋଇଥିଲା ।…
Read More...

ବାଇକ୍ ଦୁର୍ଘଟଣାରେ ବିଜେପିର ଯୁବ କାର୍ଯ୍ୟକର୍ତ୍ତାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବାଇକ୍ ଦୁର୍ଘଟଣାରେ ବିଜେପି ଯୁବ କାର୍ଯ୍ୟକର୍ତ୍ତାଙ୍କ ପରଲୋକ ହୋଇଯାଇ ଥିବା ସୂଚନା ମିଳିଛି । ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବିଲାସପୁର ଗ୍ରାମର ଦିଲ୍ଲୀପ କୁମାର ଭୋଇ(୩୪) ନିଜ ଘରୁ ବାଇକ୍‌ରେ ନୂଆପଡା ଜିଲ୍ଲାର ବେଲଟୁକୁରି…
Read More...

ଲାଜବନ୍ତି ଦେବୀଙ୍କ ଏକାଦଶାହ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ସ୍ୱର୍ଗତ ଲାଜବନ୍ତି ଦେବୀ(୮୭)ଙ୍କ ଶୁଦ୍ଧିକ୍ରିୟା ନିମିତ୍ତ ଏକାଦଶାହ ଓ ଗଙ୍ଗା ଶ୍ରାଦ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେ ଏକାଧାରାରେ ଜଣେ ପରୋପକାରୀ, ମେଳାପୀ ତଥା ବନ୍ଧୁବତ୍ସଳ ମହିଳା ଥିବାରୁ ସମଗ୍ର ଅଞ୍ଚଳରେ ଶୋକର ଛାୟା…
Read More...

ନୃସିଂହନାଥରେ ବନମହୋତ୍ସବ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଥିବା ପାନ୍ଥନିବାସ ଠାରେ ୭୫ତମ ବନମହୋତ୍ସବ ନୃସିଂହନାଥ ବନାଞ୍ଚଳ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ଏକ ଜାମ୍ମୁ ଗଛ କୁ ବୃକ୍ଷ ଦେବତା ଭାବରେ…
Read More...

ନୃସିଂହନାଥରେ ପଦ୍ମଶ୍ରୀ ବାବା ବଳିଆ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପରିବେଶ, ଗଣତନ୍ତ୍ର ଓ ଧର୍ମର ସୁରକ୍ଷା ପାଇଁ ପଦ୍ମଶ୍ରୀ ବାବା ବଳିଆ ଓଡିଶାର ବିଭିନ୍ନ ଅଞ୍ଚଳ ଗସ୍ତ କରି ପ୍ରବଚନ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରୁଛନ୍ତି । ନୂଆପଡା ଜିଲ୍ଲା କାର୍ଯ୍ୟକ୍ରମ ପରେ ପଶ୍ଚିମ ଓଡ଼ିଶାର ପବିତ୍ର ନୃସିଂହନାଥ ଠାରେ ପଦାର୍ପଣ…
Read More...

ତ୍ରିଦିବସୀୟ କୌଶଳୀ ପ୍ରଶିକ୍ଷଣ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ରାଜବୋଡ଼ାସମ୍ବର୍ ଏବଂ ଗାଇସିଲେଟ ବ୍ଲକର ଗଣିତ ଓ ବିଜ୍ଞାନ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କର ତ୍ରିଦିବସୀୟ କୌଶଳୀ ପ୍ରଶିକ୍ଷଣ ଉଦ୍‌ଯାପିତ ହୋଇଯାଇଛି । ଜୁଲାଇ ୧ରୁ ଆରମ୍ଭ ହୋଇଥିବା ଏହି ଶିବିରକୁ…
Read More...

ମେଲଛାମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ାସମ୍ବର ବ୍ଳକ ଅନ୍ତର୍ଗତ ମେଲଛାମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୫ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ବୃନ୍ଦ ବନବିଭାଗର ଚାରା ଉତ୍ପାଦନ କେନ୍ଦ୍ର (ନର୍ସରୀ)ରୁ ବିଭିନ୍ନ ପ୍ରକାରର ଚାରା…
Read More...

ଡା. ସୁମିତ ମିଶ୍ରଙ୍କ ମାନବ ସେବା ଚର୍ଚ୍ଚାରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜୀବନ ଦଉଥିବା ଭଗବାନଙ୍କ ପରେ ଜୀବନ ବଞ୍ଚାଉଥିବା ଡାକ୍ତରଙ୍କୁ ଭଗବାନଙ୍କର ହିଁ ରୂପ ମଣିଥାନ୍ତି ଲୋକେ । ତେବେ ସେହି ମାନ୍ୟତାକୁ ଏବେ ସତ କରି ଦେଖାଉଛନ୍ତି ବହୁ ସମାଜ ସେବି ଚିକିତ୍ସକ । ନିଜର ପ୍ରାଥମିକ ଦାୟିତ୍ୱରୁ ଉର୍ଦ୍ଧ୍ଵକୁ ଉଠି ନିଜର ସାମାଜିକ…
Read More...