Browsing Tag

padmapur news

ଧର୍ମପରାୟଣା ମହିଳାଙ୍କ ଦେହାନ୍ତ : ପୂର୍ବତନ ବିଧାୟକଙ୍କ ଶ୍ରଦ୍ଧାଞଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ତା ଗ୍ରାମର ଜନୈକ ଧର୍ମପରାୟଣା ମହିଳା ତଥା ରାଜ କୁମାର ପ୍ରଧାନଙ୍କ ଧର୍ମପତ୍ନୀ ଶ୍ରୀମତୀ କିଶୋର ପ୍ରଧାନଙ୍କ ମେଲଛାମୁଣ୍ତା ସ୍ଥିତ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ସ୍ୱର୍ଗତା ପ୍ରଧାନଙ୍କ…
Read More...

ପଦ୍ମପୁର ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲରୁ ପଦ୍ମପୁର ରାସ୍ତା ଭୁଲିଅବନ୍ଧ ଛକ ନିକଟରେ ପୋଷ୍ଟର ଲଗାଇଲେ ମାଓବାଦୀ । ଏହି ପୋଷ୍ଟରରେ କିଛି ଦୋକାନୀଙ୍କୁ ତାଗିଦ୍ କରାଯାଇଛି । ଏହି ପୋଷ୍ଟରରେ ଉଲ୍ଲେଖ କରାଯାଇଛି ଯେ, ଯେଉଁମାନେ ବେଶୀ ପରିମାଣର ରାସନ ସାମଗ୍ରୀ କିଣୁଛନ୍ତି…
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ଡେମୋଷ୍ଟ୍ରେଟର୍‌ ଶ୍ରୀ ଚୌବନ୍ ସ୍ୱାଇଁଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ପ୍ରଥମେ ଚୌବାନ୍ ସ୍ୱାଇଁ ସାରଙ୍କୁ ଏକ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ…
Read More...

ଶିକ୍ଷକ ପର୍ଶୁରାମ ବେହେରାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପୁର ବ୍ଲକ ଅନ୍ତର୍ଗତ ପଥରଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ପର୍ଶୁରାମ ବେହେରାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା । ବିଦ୍ୟାଳୟରେ ଅନୁଷ୍ଠିତ ସଭାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ରାଉତ ସଭାପତି…
Read More...

ଗୁଦେରପାଲି କଲ୍ୟାଣ ମଣ୍ଡପର ବିକାଶ କେବେ : ସାଧାରଣରେ ପ୍ରଶ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁରେ ୨୦୧୬ ମସିହାରୁ କାମ ଆରମ୍ଭ ହୋଇଥିବା ଏକ ମାତ୍ର ନିମ୍ନ ମାନର ଅର୍ଦ୍ଧ ନିର୍ମିତ ଦୁଇ ମହଲା ବିଶିଷ୍ଟ କଲ୍ୟାଣ ମଣ୍ଡପ ଅର୍ଦ୍ଧ ନିର୍ମିତ ହୋଇ ଅଧାରେ ପଡ଼ିରହିଛି । ସ୍ଥାନୀୟ ଜନ ପ୍ରତିନିଧିଙ୍କ ଅଣଦେଖା…
Read More...

ଯାଦବ ସମାଜର ବୈଠକ ଅନୁଷ୍ଠିତ : ମା’ ସମଲେଶ୍ଵରୀଙ୍କ ଚୈତ୍ର ବାସନ୍ତିକା ପୂଜା ମହୋତ୍ସବ ପାଳନ କରିବା ପାଇଁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ନୃସିଂହନାଥ ସମଲେଶ୍ଵରୀ ମନ୍ଦିର ଠାରେ ଯାଦବ ସମାଜର ଏକ ବୈଠକ ଡୋଲାମଣି ମାହାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଇକମାଲ ଓ ଝାରବନ୍ଧ ବ୍ଲକର ଯାଦବ ସମାଜ କାର୍ୟ୍ୟକର୍ତ୍ତା ଯୋଗଦେଇ ଥିଲେ । ଆସନ୍ତା ଚୈତ୍ର ପୂର୍ଣ୍ଣିମାରେ…
Read More...

ତୁମୁରିପାଣି ଗ୍ରାମରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ତୁମୁରିପାଣି ଗ୍ରାମର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମଗ୍ର ଗ୍ରାମବାସୀ ଅଂଶଗ୍ରହଣ କରିଛନ୍ତି । ପ୍ରଥମେ ଗାଁ ମୁଣ୍ଡରୁ ପୁଟୁକି…
Read More...

ପାଇକମାଲ ସହରର ରାସ୍ତା ସମସ୍ୟାର ସମାଧାନ ହେବ କେବେ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସହରର ଦିନ ପରେ ଦିନ ବିତି ଯାଇଥିଲେ ସୁଦ୍ଧା ସହରର ସମସ୍ୟା ବୃଦ୍ଧି ହେବାରେ ଲାଗିଛି । ସହରର ମୁଖ୍ୟ ରାସ୍ତା ମାନଙ୍କରେ ଡ୍ରେନ, ରାସ୍ତା କଡରେ କୁଢ଼କୁଢ଼ ମଇଳା ଗଚ୍ଛିତ ଥିବା ବେଳେ ରାସ୍ତାରେ ପାଣି ଜମି ରହି ଲୋକଙ୍କ ପାଇଁ…
Read More...

ପଦ୍ମପୁର ସାମ୍ବାଦିକ ଡିଲେଶ୍ୱର ବାଗ ଦୁର୍ଘଟଣା ଗ୍ରସ୍ତ : ବୁର୍ଲାରେ ଚିକିତ୍ସିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସାମ୍ବାଦିକ ଡିଲେଶ୍ୱର ବାଗ ଗତକାଲି ରାତିରେ ଶିବରାତ୍ରି ଖବର ସଂଗ୍ରହ କରି କଣ୍ଠେଶ୍ୱରପୁରରୁ ଫେରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ପ୍ରଥମେ ପଦ୍ମପୁର ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ବର୍ତ୍ତମାନ ସେ ବରଗଡ଼ ବିକାଶ…
Read More...

ପାଇକମାଲ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜୋନ ନଂ. ୨ର ବିଜେପି ପ୍ରାର୍ଥୀ ସୁରେନ୍ଦ୍ର ପ୍ରତାପ ସିଂହ ବରିହା ବିଜୟୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗଣତି ଶେଷ ହୋଇଯାଇଛି । ନିର୍ବାଚନ ଅଧିକାରୀଙ୍କ ଘୋଷଣା ଅନୁସାରେ ପାଇକମାଲ ଜିଲ୍ଲା ପରିଷଦ ଜୋନ ନଂ. ୨ର ବିଜେପି ସମର୍ଥିତ ପ୍ରାର୍ଥୀ ସୁରେନ୍ଦ୍ର ପ୍ରତାପ ସିଂହ ବରିହା ନିକଟତମ ପ୍ରତିଦ୍ୱନ୍ଦୀ…
Read More...