Browsing Tag

padmapur news

ରାଜବୋଡାସମ୍ବର ଜୋନ ନଂ.୧ର ବିଜେପି ପ୍ରାର୍ଥିନୀ ସରସ୍ଵତୀ ସାହୁ ବିଜୟୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର ଜୋନ ନଂ. ୧ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟର ଫଳାଫଳ ଘୋଷଣା ଗତ ବିଳମ୍ବିତ ରାତ୍ରିରେ ଘୋଷଣା ହୋଇଯାଇଛି । ରାଜବୋଡାସମ୍ବର ଜୋନ ନଂ.୧ର ଜିଲ୍ଲା ପରିଷଦ ଭାରତୀୟ ଜନତା ପାର୍ଟିର ପ୍ରାର୍ଥିନୀ ସରସ୍ଵତୀ ସାହୁ ନିକଟତମ…
Read More...

ପାଇକମାଲ ଜୋନ ନଂ. ୧ର ଜିଲ୍ଲା ପରିଷଦ ତ୍ରିପୁରା ବରିହାଙ୍କ ବିଜୟୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ଗତକାଲି ବିଳମ୍ବିତ ରାତ୍ରିରେ ଘୋଷଣା ହୋଇଯାଇଛି । ପଦ୍ମପୁର ଉପଖଣ୍ଡ ପାଇକମାଲ ଜିଲ୍ଲାପରିଷଦ ଜୋନ ନଂ. ୧ର ବିଜେପି ପ୍ରାର୍ଥିନୀ ତ୍ରିପୁରା ବରିହା ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥିନୀ ତଥା…
Read More...

ପାଇକମାଲ ୟୁକୋ ବ୍ୟାଙ୍କ ସମ୍ମୁଖରେ ସଡ଼କ ଦୁର୍ଘଟଣା, ୧ ଗୁରୁତର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ୟୁକୋ ବ୍ୟାଙ୍କ ସମ୍ମୁଖରେ ଆଜି ୧୨ଟା ୩୦ ମିନିଟ୍‌ ସମୟରେ ଶତାବ୍ଦୀ ବସ୍‌ (ଓଡି୧୭କ୍ୟୁ ୨୭୧୧) ଏକ ମହିଳାଙ୍କୁ ଧକ୍କା ଦେଇ ଘଟଣାସ୍ଥାନରୁ ଡ୍ରାଇଭର ଓ ହେଲ୍ପର ଫେରାର ହୋଇ ଯାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ବସ ତଳେ ଯୁବତୀ…
Read More...

ଅଭିମନ୍ୟୁ ସାହିତ୍ୟ ସଂସଦରେ ବିଶ୍ଵ ମାତୃଭାଷା ଦିବସ ପାଳିତ

ଭାଷା ସମାଜକୁ ଆଲୋକିତ କରେ,ତେଣୁ ବହୁବିଧ ବିକାଶ ପାଇଁ ଉଦ୍ୟମ ଆବଶ୍ୟକ ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାଷା ସମାଜକୁ ଆଲୋକିତ କରେ । ତେଣୁ ଭାଷାର ଉନ୍ନତି ମାଧ୍ୟମରେ ସଭ୍ୟତାର ଉନ୍ନତି ସଂଭବ ହୋଇପାରିବ । ସଂପ୍ରତି ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଭାଷାର ବହୁବିଧ ବିକାଶ କରାଯାଇପାରିବ…
Read More...

ମିଠାପାଲିରେ ଯାଦବ ସମାଜର ବାର୍ଷିକ ବୈଠକ : ନିଲାବତୀ ଯାଦବ କଲ୍ୟାଣ ମଣ୍ଡପ ନାମରେ ନାମିତ କରାଯିବା ପାଇଁ ନିଷ୍ପତ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମିଠାପାଲି ପଞ୍ଚାୟତ ଠାରେ ଯାଦବ ସମାଜର ସାମାଜିକ ବାର୍ଷିକ ବୈଠକ କଲାକାହ୍ନୁ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସମାଜର ଇଷ୍ଟ ଦେବୀ ମାଁ ସମଲେଶ୍ଵରୀଙ୍କ ପୂଜାର୍ଚ୍ଚନା ସହ ସାମୁହିକ ପ୍ରାର୍ଥନା…
Read More...

ରାଜ ବୋଡାସମ୍ବର ହାଇସ୍କୁଲର ପ୍ଲାଟିନମ୍‌ ଜୁବୁଲି ଉତ୍ସବରେ ଯୋଗ ଦେବା ପାଇଁ ମହାମହିମ ରାଜ୍ୟପାଳଙ୍କୁ ନିମନ୍ତ୍ରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଠାରେ ୭୫ ବର୍ଷ ତଳେ ପ୍ରତିଷ୍ଠିତ ରାଜ ବୋଡାସମ୍ବର ହାଇସ୍କୁଲର ପ୍ଲାଟିନମ ଜୁବୁଲି ଉତ୍ସବକୁ ଉଦଘାଟନ କରିବା ପାଇଁ ଓଡିଶାର ମହାମହିମ ରାଜ୍ୟପାଳ ଗଣେଶି ଲାଲଙ୍କୁ ଆମନ୍ତ୍ରଣ କରିବା ପାଇଁ ପ୍ଲାଟିନମ ଜୁବୁଲି କମିଟିର ସଦସ୍ୟମାନେ ଆଜି…
Read More...

ଜାତୀୟ ମାତୃଭାଷା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ବିଦ୍ୟା ମନ୍ଦିର ପରିସରରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଯୁବରାଜ ପଧାନ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମଟିକୁ ଆରମ୍ଭ କରିଥିଲେ । ଗୁରୁମା କଲ୍ୟାଣୀ ମିଶ୍ର…
Read More...

ଗୁଡ଼ ସମାରୀଟନ ଆୱାର୍ଡ଼ ପାଇବେ ଯୁବ ସାମ୍ବାଦିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ବୁଢ଼ୀମାଲ ଛକଠାରେ ଗତକାଲି ସକାଳ ୯ଟା ସମୟରେ ବାଇକ ଓ ଲୁନା ମୁହାଁମୁହିଁ ହୋଇ ଧକ୍କା ହୋଇଥିଲା । ଠିକ୍‌ ସେ ସମୟରେ ପଦ୍ମପୁର ଅଞ୍ଚଳର ଜଣାଶୁଣା ସ୍ୱେଚ୍ଛାସେବୀ ତଥା ବଡ଼ ଖବର ଯୁବ ସାମ୍ବାଦିକ ଡିଲେଶ୍ୱର…
Read More...

ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ : ଉଦ୍ଧାର ପାଇଁ ଆକୁଳ ନିବେଦନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ । ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ୍‌ ଢେକିମୁଡ଼ା ଗ୍ରାମର ୬ ଜଣ ଦାଦନ ଶ୍ରମିକ ଆନ୍ଧ୍ରଦେଶର ବିଜୟନଗରମ୍‌ ଜିଲ୍ଲା ପଦ୍ମନାଭ ପୋଲିସ ଷ୍ଟେସନ ବୋନି ଗ୍ରାମକୁ ଦାଦନ ଖଟିବାକୁ ଯାଇଥିବା ବେଳେ ସେଠାରେ ଭାଟି…
Read More...

ଶ୍ରୀକୃଷ୍ଣା କ୍ରିକେଟ କ୍ଲବ ଖେମେଡ଼ଖାର ଦ୍ୱାରା ସହିଦ ଯବାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଚାରପାଲି ଗ୍ରାମପଞ୍ଚାୟତ ଖେମେଡ଼ଖାର ଗ୍ରାମରେ ପାଞ୍ଚ ଦିନ ଧରି ଚାଲିଥିବା ୩ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଚାରି ନମ୍ବର ଦିନରେ ଖେମେଡ଼ଖାର ଯୁବକ ମାନଙ୍କର ଏକ ସୁନ୍ଦର ପ୍ରୟାସ । ଏଥିରେ ଆଜିର ମୁଖ୍ୟ ଅତିଥି ସିଆର୍‌ପିଏଫ୍‌ ଯବାନ…
Read More...