Browsing Tag

padmapur news

ବିଭିନ୍ନ ନିଶାଦ୍ରବ୍ୟ ଜବତ ସହ ୩ ଅଭିଯୁକ୍ତ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଥାନା ଅଂଚଳରେ ବେଆଇନ ଭାବେ ନିଶାଦ୍ରବ୍ୟ କାରବାର କରୁଥିବା ଅଭିଯୋଗରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ତାଙ୍କୁ କାବୁ କରି ସେମାନଙ୍କ ଠାରୁ ବିଭିନ୍ନ ନିଶାଦ୍ରବ୍ୟ ସହ…
Read More...

୨୦୦ କିଲୋ ଗଞ୍ଜେଇ ଜବତ : ଡ୍ରାଇଭର ଫେରାର୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବଲାଙ୍ଗିରରୁ ପଦ୍ମପୁର ରାସ୍ତାର ବାଦୀମାଲ ଛକରେ ଅବକାରୀ ବିଭାଗ ଚଢ଼ାଉ କରି ଏକ ଟ୍ରକରୁ ୨୦୦ କେଜି ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ପଦ୍ମପୁର ଅବକାରୀ ବିଭାଗ ପକ୍ଷରୁ ସୂଚନା…
Read More...

ରାଜବୋଡାସମ୍ବର କୃଷକ ସଙ୍ଗଠନର ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଦିବା ୨ ଘଣ୍ଟା ସମୟରେ ରାଜବୋଡାସମ୍ବର କୃଷକ ସଙ୍ଗଠନର ଆବାହକ ଅଶୋକ ସାହୁଙ୍କ ନେତୃତ୍ୱରେ ପଦ୍ମପୁର ଗୋରୁବଜାର ଠାରେ ପଦ୍ମପୁର, ଗାଇସିଲେଟ, ଝାରବନ୍ଧ, ପଦ୍ମପୁର ଏନ୍‌ଏସି, ପାଇକମାଲ ବ୍ଲକର ରାଜବୋଡାସମ୍ବର କୃଷକ ସଙ୍ଗଠନର ନେତୃମଣ୍ଡଳୀଙ୍କୁ ନେଇ ଏକ…
Read More...

ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁବୁଡ଼ା ଗ୍ରାମରେ ବାବା ବୁଢାରଜା ଏବଂ ମାଁ ଗାହାଁରୀ ବୁଢୀଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମର ମୁଖ୍ୟ ପୂଜକ (ଝାଙ୍କର)ଙ୍କ ଘରରୁ ପୂଜା ସାମଗ୍ରୀ ଭାର ଧରି ଗ୍ରାମବାସୀ ମାନେ…
Read More...

ପଦ୍ମପୁରରେ ଜଙ୍ଗଲ ନିଆଁ ନିରାକରଣ ସଚେତନତା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ଓଡ଼ିଶା ସରକାର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ନିର୍ଦ୍ଦେଶରେ ପଦ୍ମପୁର ବନାଞ୍ଚଳ ବରଗଡ଼ ବନଖଣ୍ଡ ତରଫରୁ ଜଙ୍ଗଲ ନିଆଁ ନିରାକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ରେଞ୍ଜର ପୂର୍ଣ୍ଣ ଚନ୍ଦ୍ର ମହନ୍ତ ପରିଚାଳନା କରି…
Read More...

ବେହେରାପାଲିରେ ବସନ୍ତ ମହୋତ୍ସବ : ପୂଜ୍ୟ ପୂଜା କରି ସରସ୍ୱତୀ ପୂଜା କଲେ ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ଅନ୍ତର୍ଗତ କନଗାଁ ପଞ୍ଚାୟତ ବେହେରାପାଲି ଗ୍ରାମ ଠାରେ ବସନ୍ତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ସରସ୍ୱତୀ ପୂଜା ଠାରୁ ତିନିଦିନ ଧରି ଆୟୋଜିତ ହେଉଥିବା ଏହି ଉତ୍ସବ କୋଭିଡ କଟକଣା ଯୋଗୁଁ ଦୁଇ ଦିନରେ ସୀମିତ…
Read More...

ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଜେପିର ନିର୍ବାଚନ ଜମୁଛି ପ୍ରଚାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଜେପିର ନିର୍ବାଚନ ପ୍ରଚାର ଜମିବାରେ ଲାଗିଛି । ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ପାଇକମାଲ, ଝାରବନ୍ଧ, ରାଜବୋଡାସମ୍ବର ୩ଟି ବ୍ଲକର…
Read More...

ରାଜବୋଡାସମ୍ବର କୃଷକ ସଙ୍ଗଠନର ପଞ୍ଚାୟତ ସ୍ତରୀୟ କମିଟି ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକର ଜାମୁଟପାଲି ଗ୍ରାମ ପଞ୍ଚାୟତର ଚାଷୀମାନଙ୍କୁ ନେଇ ଆଜି ଗଣେଶ ରାମ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । । ଏହି ସଭାରେ ରାଜବୋଡାସମ୍ବର କୃଷକ ସଙ୍ଗଠନର ପଂଚାୟତ ସ୍ତରୀୟ ଗଠନ କରିବା…
Read More...

ପଦ୍ମପୁର ଗୋୟଲ ଟ୍ରେଡର୍ସରେ ସିଟି ଏଣ୍ଡ ଜିଏସଟି ଟିମ୍‌ର ଚଢ଼ାଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବସନା ରାସ୍ତାରେ ଥିବା ଗୋୟଲ ଟ୍ରେଡର୍ସରେ ବରଗଡ଼ ଓ ସମ୍ବଲପୁର ସିଟି ଏଣ୍ଡ ଜିଏସଟି ଟିମ୍‌ ମିଳିତ ଚଢ଼ାଉ କରିଛି । ଜିଏସଟି ଏସିଷ୍ଟାଣ୍ଡ କମିଶନର ରଜନୀକାନ୍ତ ସେଠଙ୍କ ନେତୃତ୍ୱରେ ଟିମ୍‌ ଆଜି ଦିନ ପ୍ରାୟ ୧୧ଟା ସମୟରେ ଚଢ଼ାଉ ଆରମ୍ଭ କରିଛନ୍ତି ।…
Read More...

ଜୀବନ ବଞ୍ଚେଇଲା ଟ୍ୱିଟର ଗାର୍ଲଙ୍କ ଗୋଟିଏ ଟ୍ୱିଟ : ତେଲେଙ୍ଗାନାରୁ ଉଦ୍ଧାର ହେଲେ ନିଖୋଜ ଥିବା ପ୍ରବାସୀ ଶ୍ରମିକ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ସୁଦୁର ତେଲେଙ୍ଗାନା ରାଜ୍ୟର ପେଦାପଲ୍ଲୀ ଅଞ୍ଚଳରେ ଦୁଇଜଣ ପ୍ରବାସୀ ଶ୍ରମିକଙ୍କ ଜୀବନ ବିପଦରେ ଥିଲା ଠିକ ସେହି ସମୟରେ ବରଗଡ଼ ଜିଲ୍ଲା ପାଇକମାଲ ଅଞ୍ଚଳର ଟ୍ୱିଟର ଗାର୍ଲଙ୍କ ଗୋଟିଏ ଟ୍ୱିଟ ଯୋଗୁଁ ସୁରକ୍ଷିତ ଭାବେ ଘରକୁ ଫେରୁଛନ୍ତି ଦୁଇଜଣ ପ୍ରବାସୀ…
Read More...