ଫସଲ ବୀମା ଦାବୀରେ ରାଜବୋଡାସମ୍ବର କୃଷକ ସଂଗଠନ ତରଫରୁ ବନ୍ଦ ଡାକରା
ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର କୃଷକ ସଙ୍ଗଠନ ତରଫରୁ ପାଇକମାଲଠାରେ ଫସଲ ବୀମା ଦାବୀରେ ବନ୍ଦ ଡାକରା ଦିଆଯାଇଥିଲା ଏବଂ ସଫଳ ମଧ୍ୟ ହୋଇଥିଲା । ପଦ୍ମପୁର ଉପଖଣ୍ଡ ପଦ୍ମପୁର, ପାଇକମାଲ, ଝାରବନ୍ଧ ଆଦି ସ୍ଥାନରେ ମଧ୍ୟ ବନ୍ଦ ଡ଼ାକରା ଦିଆଯାଇଥିଲା । ଚାଷୀମାନେ ୨୦୨୧ ମସିହା!-->…
Read More...
Read More...