Browsing Tag

nuapada news

ନୂଆପଡ଼ା ପାଇଁ ଗୌରବ ଆଣିଲେ ଜ୍ୟୋତ୍ସ୍ନାମୟୀ

ନୂଆପଡା, (ପୁସ୍ତମ ଯୁଆଡି) : ବାଳକ ଉଚ୍ଚ ବିଦ୍ୟାଳୟ ୟୁନିଟ-୯, ଭୁବନେଶ୍ୱରେ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଗତ ତା୧୪-୧୦-୨୦୨୨ରିଖରୁ ତା୧୬-୧୦-୨୦୨୨ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାିଛି । ଉକ୍ତ କାର୍ଯ୍ୟକ୍ରମରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶୁକ୍ଲିମୁଣ୍ଡିର ଛାତ୍ରୀ…
Read More...

୨୫୧ କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞ ଉପଲକ୍ଷେ ସିନାପାଲିରେ ଭବ୍ୟ ଭୂମିପୂଜନ ଓ ଦେବଦମ୍ପତ୍ତି ସମ୍ମିଳନୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲିରେ ଆସନ୍ତା ଜାନୁଆରୀ ମାସରେ ହେବାକୁ ଥିବା ଐତିହାସିକ ୨୫୧ କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞ ଏବଂ ସଂସ୍କାର ମହୋତ୍ସବ ଉପଲକ୍ଷେ ରବିବାର ସ୍ଥାନୀୟ ଯଜ୍ଞସ୍ଥଳରେ ଭବ୍ୟ ଭୂମିପୂଜନ ଓ ଦେବଦମ୍ପତ୍ତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅଖିଳ…
Read More...

ଭଇଁସାଦାନି ୧୯ ବାଟାଲିୟନ ସିଆରପିଏଫ କ୍ୟାମ୍ପଠାରେ ସିଭିକ୍ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଭଇଁସାଦାନି ୧୯ ବାଟାଲିୟନ ସିଆରପିଏଫ କ୍ୟାମ୍ପ ଠାରେ ସିଆରପିଏଫ ଯବାନଙ୍କ ସିବିକ୍ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସିଭିକ୍‌ ଆକ୍ସନ କାର୍ଯ୍ୟକ୍ରମରେ ସିଆରପିଏଫ ୧୯ ବାଟାଲିୟନର କମାଣ୍ଡେଣ୍ଟ ମନୋଜ…
Read More...

ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ନୂଆପଡ଼ା ଗରିବ ସେନା ସଂଗଠନ ତରଫରୁ ଗଣଧାରଣା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଗରିବ ସେନା ସଂଗଠନ ତରଫରୁ ଗଣଧାରଣା ସହିତ ଜିଲ୍ଲାପାଳକୁ ଦାବୀପତ୍ର ପ୍ରଦାନ କରାଯାଇଛି । ଗରିବ ସେନା ଜିଲ୍ଲା ଆବାହକ ରବି ମଙ୍ଗରାଜଙ୍କ ନେତୃତ୍ୱରେ ଗରିବ ସେନାର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ । ଜିଲ୍ଲାର ଯୋଗ୍ୟ ହିତାଧିକାରୀଙ୍କୁ…
Read More...

ଖଡ଼ିଆଳ ପୋଲିସକୁ ବଡ଼ ସଫଳତା : ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨୨ ଗୋଟି ଚୋରି ବାଇକ ଉଦ୍ଧାର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୋଲିସକୂ ଏକ ବଡ ସଫଳତା ମିଳିଛି । ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨୨ ଗୋଟି ଚୋରି ବାଇକ ଉଦ୍ଧାର କରିଥିବା ନେଇ ଖଡ଼ିଆଳ ଏସ୍ଡିପିଓ କାାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍ଡିପିଓ ସନ୍ତକ…
Read More...

ମାଓ ମୁକାବିଲା ପାଇଁ ଗଠନ ହେବ ପୋଲିସ ଯବାନ ମିଳିତ ଟ୍ରାକ୍ସଫୋର୍ସ

ନୂଆପଡା, (ନିରାକାର ମେହେର) : ଆଜି ଦିନିକିଆ ଗସ୍ତରେ ଆସି ନବ ନିର୍ମିତ ପୋଲିସ ଇଣ୍ଟିଲିଜେନ୍ସି ଅଫ ଅପରେସନ ବିଲ୍ଡିଂ ଗୃହକୁ ଉଦ୍‌ଘାଟନ କରିଥିଲେ ପୋଲିସ ମହାନିର୍ଦ୍ଦେଶକ । ଏହା ପରେ ମାଓ ଗତିବିଧି ଉପରେ ପୋଲିସ ଅଧିକାରୀମାନଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି । ଜିଲ୍ଲାରେ ମାଓ…
Read More...

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରାଣୀ ଚିକିତ୍ସକ

ନୂଆପଡ଼ା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକ (ଭିଏଏସ୍) ବିଭୁପ୍ରଦ ଧଳ ଭିଜିଲାନ୍ସ ଜାଲରେ ଧରା ପଡିଥିବା ଜଣାପଡିଛି । ପ୍ରାଣୀ ଚିକିତ୍ସାଳୟରେ ବ୍ୟବହୃତ ଗାଡିର ପାଉଣା କରାଇ ଦେବା ପାଇଁ କୋଡିଏ ହଜାର ଟଙ୍କା ଲାଞ୍ଚ…
Read More...

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ଶୁକ୍ଲିମୁଣ୍ଡି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଫଳତା

ନୂଆପଡା, (ପୁସ୍ତମ ଯୁଆଡି) : ନୂଆପଡ଼ା ସ୍ଥାନୀୟ ନେସନାଲ୍‌ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ କୋମନା ବ୍ଲକ ଶୁକ୍ଲିମୁଣ୍ଡି ବିଦ୍ୟାଳୟର ତିନି ଜଣ ଛାତ୍ରଛାତ୍ରୀ ପୁରସ୍କୃତ ହୋଇଛନ୍ତି । କନିଷ୍ଠ ବିଭାଗ ବକ୍ତୃତା ପ୍ରତିଯୋଗିତାରେ…
Read More...

ବରିଷ୍ଠ ଅଧିକାରୀମାନଙ୍କ ସହିତ ନୂଆପଡ଼ା ପରିଦର୍ଶନ କଲେ ଡିଜିପି

ନୂଆପଡ଼ା, (ନିରାକାର ମେହେର) : ଡିଜିପି ଅନ୍ୟାନ୍ୟ ସିନିୟର ଅଫିସରଙ୍କ ସହିତ ନୂଆପଡ଼ା ପରିଦର୍ଶନ କରିଛନ୍ତି । ଡିଜିପି ଗତକାଲି ନିର୍ଦ୍ଦେଶକ ଇଣ୍ଟେଲିଜେନ୍ସ, ଏଡିଜି, ଆଇଜି, ଡିଆଇଜି ଓ ସିଆରପିଏଫ ଆଇଜିଙ୍କ ସହିତ ନୂଆପଡା ପରିଦର୍ଶନ କରିଛନ୍ତି । ସେ ଜିଲ୍ଲାର ଏଲ୍‌ଡବ୍ଲୁଇ ଦୃଶ୍ୟର ସମୀକ୍ଷା…
Read More...

ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଗୁରୁଡଙ୍ଗର ପାହାଡରେ ଆଜି ଏକ ଝୁଲନ୍ତା ଶବ ରହିଥିବା ଖବର ପାଇ ବୋଡେନ ପୁଲିସ ଘଟଣାସ୍ଥଳକୁ ଯାଇ ଶବ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ଶବ ରହିଥିଲା । ଦୁଇ…
Read More...