ସୁନାବେଡ଼ା ଅଭୟାରଣ୍ୟରେ ବିଧାୟକ ଜୟ ଢୋଲକିଆ
ନୂଆପଡ଼ା, (କେପିଏନ୍ଏସ୍) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟ ଗସ୍ତରେ ନବନିର୍ବାଚିତ ବିଧାୟକ ଜୟ ଢୋଲକିଆ । ସେଠି ସୁନାଦେଈଙ୍କ ଦର୍ଶନ କରିବା ସହ ସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ଭେଟି ସମସ୍ୟା ବୁଝିଛନ୍ତି । ନୂଆପଡ଼ା ବିଧାୟକ ଶ୍ରୀ ଢୋଲକିଆ ବିଜୟ ପରେ!-->…
Read More...
Read More...