ଗଣତନ୍ତ୍ର ଦିବସ ପାଳନ ସମୟରେ ବିହାରରେ ବଡ଼ ଦୁର୍ଘଟଣା : ପାଇପ୍ରେ କରେଣ୍ଟ ଯୋଗୁଁ ୪ ଜଣ ପିଲା ଜଳିଗଲେ, ଜଣଙ୍କର…
ବକ୍ସର : ବିହାରର ବକ୍ସରରେ ଗଣତନ୍ତ୍ର ଦିବସ ଅବସରରେ ଆୟୋଜିତ ହୋଇଥିବା ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ୪ ଜଣ ପିଲା ବିଦ୍ୟୁତ୍ କରେଣ୍ଟ ଲାଗି ଜଳି ଯାଇଥିବା ଭଳି ଦୁଃଖଦ ଖବର ମିଳିଛି । ଏହି ଘଟଣା ବକ୍ସର ଜିଲ୍ଲାର ଇଟାଢ଼ି ବ୍ଲକର ନାଥପୁର ପ୍ରାଥମିକ ବିଦ୍ୟାଳୟର ଅଟେ । ଘଟଣା ଘଟିବା ପରେ!-->…
Read More...
Read More...