କଂଗ୍ରେସ ନେତାଙ୍କ ଉପରେ ଦଳ ଭାଙ୍ଗିବା ଅଭିଯୋଗ : ମାଇକେଲ ଲୋବୋଙ୍କୁ ପଦରୁ ହଟାଗଲା
ଗୋଆ : ଗୋଆ କଂଗ୍ରେସର ଦାୟିତ୍ୱରେ ଥିବା ଦୀନେଶ ଗୁଣ୍ଡୁ ରାଓ ରବିବାର ଦିନ ଏକ ବଡ଼ ଖୁଲାସା କରି କହିଛନ୍ତି ଯେ, ଆମର କିଛି ନେତା ଦଳ ଭାଙ୍ଗିବାରେ ନିୟୋଜିତ ଅଛନ୍ତି ଏବଂ ସେମାନଙ୍କ ସହ ଆଉ କିଛି ବିଧାୟକଙ୍କୁ ଏଦିଗରେ ଉତ୍ସାହିତ କରୁଛନ୍ତି । ସେ କହିଛନ୍ତି, କଂଗ୍ରେସର ଗୋଆ ୟୁନିଟ୍ ନେତା!-->…
Read More...
Read More...