ଜାମ୍ମୁ କାଶ୍ମୀରର ଉଦ୍ଦମପୁର ଜିଲ୍ଲାରେ ବସ୍ ଦୁର୍ଘଟଣା : ୩ ମୃତ ୧୦ ଆହତ
ଶ୍ରୀନଗର : ଜାମ୍ମୁ କାଶ୍ମୀରର ଉଦ୍ଦମପୁର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତାରେ ଏକ ବସ୍ ଯାଉଥିବା ବେଳେ ଗୋଟିଏ ଘାଇ ଭିତରକୁ ଖସିପଡ଼ିଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ହେବା ସହିତ ୧୦ ଜଣ ଆହତ ହୋଇଥିବା ଜଣାପଡିଛି । ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି ।!-->…
Read More...
Read More...