Browsing Tag

news of india

ପାପର ହାଣ୍ଡି ପୂରିଗଲା : ଜଣେ ଶିଷ୍ୟଙ୍କୁ ବଳାତ୍କାର ମାମଲାରେ ଆଶାରାମଙ୍କୁ ଆଜୀବନ କାରାଦଣ୍ଡ

ଗାନ୍ଧିନଗର : ସାଧୁ ବସ୍ତ୍ର ପରିଧାନ କରିଥିବା ଆଶାରାମ ବାପୁଙ୍କ ପାପର ହାଣ୍ଡି ପୂରିଯାଇଛି । ବଳାତ୍କାର ମାମଲାରେ ତାଙ୍କ ପାଇଁ ଦଣ୍ଡ ଘୋଷଣା କରାଯାଇଛି । ଗାନ୍ଧିନଗର କୋର୍ଟ ଆଶାରାମଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୋମବାର ଦିନ ବଳାତ୍କାର ମାମଲାରେ କୋର୍ଟ ଅସାରାମଙ୍କୁ ଦୋଷୀ…
Read More...

ଆନ୍ଧ୍ରପ୍ରଦେଶର ନୂତନ ରାଜଧାନୀ ହେବ ବିଶାଖାପାଟନମ୍ : ମୁଖ୍ୟମନ୍ତ୍ରୀ ଜଗନ୍ ରେଡ୍ଡୀଙ୍କ ଘୋଷଣା

ବିଶାଖାପାଟନମ୍‌ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ୍ ମୋହନ ରେଡ୍ଡୀ ମଙ୍ଗଳବାର ଘୋଷଣା କରିଛନ୍ତି ଯେ, ବିଶାଖାପାଟନମ୍ ସହର ଆନ୍ଧ୍ରପ୍ରଦେଶର ରାଜଧାନୀ ହେବାକୁ ଯାଉଛି । ଦିଲ୍ଲୀର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି, "ମୁଁ ସମସ୍ତଙ୍କୁ ବିଶାଖାପାଟନମକୁ ନିମନ୍ତ୍ରଣ…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୪ ମୃତ

ମୁମ୍ବାଇ : ମହାରାଷ୍ଟ୍ରର ପାଲଘର ଜିଲ୍ଲା ଦାହାନୁ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସୋମବାର ବିଳମ୍ବିତ ରାତିରେ ମୁମ୍ବାଇ-ଅହମ୍ମଦାବାଦ ରାଜପଥରେ ଏକ କାର୍‌ -ବସ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି…
Read More...

ଆକାଶଦୀପ’ ସମ୍ମାନରେ ସମ୍ମାନିତ ହେବେ ପ୍ରତିଭା ରାୟ

ନୂଆଦିଲ୍ଲୀ : ଅମର ଉଜାଲା ପକ୍ଷରୁ ନୂଆଦିଲ୍ଲୀରେ ଆଜି ଶବ୍ଦ ସମ୍ମାନ ଅନୁଷ୍ଠିତ ହେବ । ସର୍ବୋଚ୍ଚ ଶବ୍ଦ ସମ୍ମାନ ‘ଆକାଶଦୀପ’ ହିନ୍ଦୀ ଭାଷାର ପ୍ରଖ୍ୟାତ କଥାକାର ଦିବଂଗତ ଶେଖର ଯୋଶୀ ଓ ବିଖ୍ୟାତ ଓଡିଆ ଲେଖିକା ପ୍ରତିଭା ରାୟଙ୍କୁ ପ୍ରଦାନ କରାଯିବ । ପୁନମ ୱାସମ, ସୁଧୀର ଚନ୍ଦ୍ର, ଚନ୍ଦନ…
Read More...

ନଦୀକୁ ଖସିଲା ବରଯାତ୍ରୀ କାର୍‌

କୋଲକାତା : ଶନିବାର ସକାଳେ ଉତ୍ତରବଙ୍ଗର କାଲିମ୍‌ପଙ୍ଗରେ ଏକ ବରଯାତ୍ରୀ କାର୍‌ ନଦୀକୁ ଖସି ପଡିଥିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବର ଓ କନ୍ୟା ସମେତ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ପୁଲିସ କହିଛି ଯେ, ଗାଡିଟି ଏକ ବ୍ରିଜ ଉପରୁ ରଙ୍ଗଡଙ୍ଗ ନଦୀକୁ ଖସିପଡିଥିଲା । ସ୍ଥାନୀୟ ଲୋକଙ୍କ…
Read More...

ସର୍ବସାଧାରଣଙ୍କ ପାଇଁ ମଙ୍ଗଳବାରଠାରୁ ଖୋଲିବ ‘ଅମୃତ ଉଦ୍ୟାନ’

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ଉଦ୍ୟାନ ଉତ୍ସବ ୨୦୨୩ର ଉଦ୍‌ଘାଟନ କରିଛନ୍ତି । ରାଷ୍ଟ୍ରପତି ଭବନରେ ଥିବା ଐତିହାସିକ ମୋଗଲ ଗାର୍ଡେନର ନାମ ବଦଳାଇ ଶନିବାର ଏହାର ନୂତନ ନାମ ରଖାଯାଇଥିଲା 'ଅମୃତ ଉଦ୍ୟାନ' । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 'ଅମୃତ ଉଦ୍ୟାନ' ପରିଦର୍ଶନ…
Read More...

ଏଟିଏମ୍ ଭାଙ୍ଗି ଟଙ୍କା ଲୁଟ୍ ଅଭିଯୋଗ

ଧୋଡ୍ରା : ଧୋଡ୍ରାସ୍ଥିତ ଏସ୍‌ବିଆଇ ଏଟିଏମ୍‌ ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ହୋଇଛି । ଖବରପାଇ ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି । କିଛି ସ୍ଥାନୀୟ ବ୍ୟକ୍ତି ଏଟିଏମ୍‌ରୁ ଟଙ୍କା ଉଠାଣ ପାଇଁ ଯିବା ସମୟରେ ଏଟିଏମ୍ ମେସିନ ଭଙ୍ଗା ହୋଇ ଥିବା ଦେଖିବାକୁ ପାଇଥିଲେ ।…
Read More...

ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନ୍‌କୁ ଏବେ ଅମୃତ ଉଦ୍ୟାନ କୁହାଯିବ, ଜାନୁୟାରୀ ୩୧ରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ…

ନୂଆଦିଲ୍ଲୀ : ରାଷ୍ଟ୍ରପତି ଭବନରେ ନିର୍ମିତ ବିଭିନ୍ନ ପ୍ରକାରର ଫୁଲ ପାଇଁ ପ୍ରସିଦ୍ଧ ମୋଗଲ ଗାର୍ଡେନ୍‌ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ମୋଗଲ ଗାର୍ଡେନର ନାମ ଅମୃତ ଉଦ୍ୟାନକୁ ପରିବର୍ତ୍ତନ କରାଯାଇଛି । ଆଜିଠାରୁ ଏହା ଏହି ନାମରେ ପରିଚୟ ଅର୍ଜନ କରିବ । ସୂଚନା…
Read More...

ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବ ୧୦୦ ଚିତା ବାଘ

କେପଟାଉନ୍‌/ନୂଆଦିଲ୍ଲୀ : ନାମିବ୍ୟା ପରେ ଦକ୍ଷିଣ ଆଫ୍ରିକାରୁ ୧୦୦ରୁ ଅଧିକ ଚିତା ବାଘ ଭାରତକୁ ଆସିବ ବୋଲି ଜଣାପଡିଛି । ଏନେଇ ଦୁଇ ଦେଶ ମଧ୍ୟରେ ଏକ ରାଜିନାମା ହୋଇଥିବା ଦକ୍ଷିଣ ଆଫ୍ରିକାର ପରିବେଶ ମନ୍ତ୍ରଣାଳୟ କହିଛି । ଚିତା ସଂଖ୍ୟା ବୃଦ୍ଧି ନିମନ୍ତେ ଏହି ନିଷ୍ପତ୍ତି ନିଆଯାଇଛି । ଆଗାମୀ…
Read More...

ଆଜିଠୁ ଗଡ଼ିବ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍

ନୂଆଦିଲ୍ଲୀ : ଆଜିଠୁ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍‌ର ଶୁଭାରମ୍ଭ ହେବ । ଆଇଆରଟିସି ପକ୍ଷରୁ ମିଳିଛି ସୂଚନା । ଏହି ଟ୍ରେନ୍‌ର ଶୁଭାରମ୍ଭ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କରିବେ । ୮ ଦିନର ଯାତ୍ରାରେ ୪ ରାଜ୍ୟର ପ୍ରସିଦ୍ଧ ତୀର୍ଥ ସ୍ଥାନ ଦେଇ ଏହି ଟ୍ରେନ୍‌ ଯାତ୍ରା କରିବ । ୮…
Read More...