ଯୁବ ଏବଂ କ୍ରୀଡା ବ୍ୟାପାର ମନ୍ତ୍ରଣାଳୟ ପାଇଁ ୩୩୮୯ କୋଟି ଟଙ୍କାର ବଜେଟ ଆବଂଟନ
ନୂଆଦିଲ୍ଲୀ : ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ବୁଧବାର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି । ଯୁବ ଏବଂ କ୍ରୀଡା ବ୍ୟାପାର ମନ୍ତ୍ରଣାଳୟ ପାଇଁ ୩୩୮୯ କୋଟି ଟଙ୍କାର ବଜେଟ ଆବଂଟନ କରାଯାଇଛି । ୨୦୨୨ରେ ଏ ବାବଦକୁ ୨୬୭୧ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଖେଲୋ ଇଣ୍ଡିଆ ବଜେଟରେ!-->…
Read More...
Read More...