ଦିଲ୍ଲୀରେ ଭୂମିକମ୍ପ ଝଟକା
ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ଭୂମିକମ୍ପ । ମଙ୍ଗଳବାର ଅପରାହ୍ନରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ରହିଥିଲା । ଭୂମିକମ୍ପ ଝଟକା କେବଳ ଦିଲ୍ଲୀ-ଏନସିଆରରେ ନୁହେଁ, ଉତ୍ତରପ୍ରଦେଶର ରାମପୁରରେ ମଧ୍ୟ ଅନୁଭୂତ ହୋଇଛି । ୫ ସେକେଣ୍ଡ ପାଇଁ ଦିଲ୍ଲୀ ଓ ଏହାର!-->…
Read More...
Read More...