Browsing Tag

news of india

ୟୁପିରେ କୁହୁଡ଼ି : ଏକ୍ସପ୍ରେସ ୱେରେ ବଡ ଦୁର୍ଘଟଣା

ବାଗପତ : ଆଜି ସକାଳେ ଦିଲ୍ଲୀ ଏନ୍‌ସିଆର ଏବଂ ପଶ୍ଚିମ ୟୁପିରେ ଘନ କୁହୁଡି ଦେଖାଦେଇଛି । ପଶ୍ଚିମ ୟୁପିର ବାଗପତରେ ଘନ କୁହୁଡ଼ିର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ପରିଲକ୍ଷିତ ହୋଇଛି । କୁହୁଡି ଯୋଗୁଁ ଆଜି ସକାଳେ ଇଷ୍ଟର୍ଣ୍ଣ ପେରିଫେରାଲ୍ ଏକ୍ସପ୍ରେସ ୱେରେ ଏକ ବଡ଼ ଦୁର୍ଘଟଣା ଘଟିଛି । କୁହୁଡି…
Read More...

ସରକାରଙ୍କ ସହ କୃଷକଙ୍କ ଅଷ୍ଟମ ରାଉଣ୍ଡ ଆଲୋଚନାର ପ୍ରସ୍ତୁତି ପାଇଁ ଆଜି ୮୦ଟି ସଂଗଠନ ସାମିଲ୍‌ ହେବେ ଏକ ବୈଠକରେ

ନୂଆଦିଲ୍ଲୀ : ଆଜି ହେଉଛି କୃଷକ ଆନ୍ଦୋଳନର ୩୭ ତମ ଦିନ । କୃଷକ ଏବଂ ସରକାରଙ୍କ ମଧ୍ୟରେ ସପ୍ତମ ରାଉଣ୍ଡ ଆଲୋଚନାରେ ସମ୍ପୂର୍ଣ୍ଣ ସମାଧାନ ହୋଇପାରିଲା ନାହିଁ । କିନ୍ତୁ ବିବାଦର ଦୁଇଟି ପ୍ରସଙ୍ଗରେ ସହମତି ପ୍ରକାଶ ପାଇଲା । ବର୍ତ୍ତମାନ ସମ୍ପୂର୍ଣ୍ଣ ସମାଧାନ ପାଇଁ ଜାନୁଆରୀ ୪ରେ ଅଷ୍ଟମ ରାଉଣ୍ଡ…
Read More...

ସିବିଆଇସିର ଅଂଶବିଶେଷ କୃଷ୍ଣାପାଟନମ୍‍ ଏବଂ ତୁମାକୁରୁରେ ଶିଳ୍ପ କରିଡର ନୋଡ ନିର୍ମାଣକୁ କ୍ୟାବିନେଟର ଅନୁମୋଦନ

• ଗ୍ରେଟର ନୋଏଡାରେ ମଲ୍ଟି ମୋଡାଲ ଲଜିଷ୍ଟିକ ହବ୍‍ ଏବଂ ମଲ୍ଟିି ମୋଡାଲ ଟ୍ରାନ୍ସପୋର୍ଟ ହବ୍‍ ନିର୍ମାଣକୁ ଅନୁମୋଦନ• ଅନୁମୋଦନ ଲାଭ କରିଥିବା ଏହି ପ୍ରକଳ୍ପଗୁଡିକର ମୋଟ ବ୍ୟୟ ଅଟକଳ ୭୭୨୫ କୋଟି ଟଙ୍କା; ଏଥିରେ ୨.୮ ଲକ୍ଷରୁ ଅଧିକ ନିଯୁକ୍ତି ସୁବିଧା ସୃଷ୍ଟି ହେବାର ଲକ୍ଷ୍ୟ• ଏହାଦ୍ୱାରା…
Read More...

କେପ ଆକାର ଜାହାଜ ଚଳାଚଳ ନିମନ୍ତେ ପାରଦୀପ ବନ୍ଦର ପଶ୍ଚିମ ଜେଟିର ବିକାଶ ସମେତ ଅନ୍ତରୀଣ ପୋତାଶ୍ରୟର ଗଭୀର ଖନନ ଏବଂ…

• ସରକାରୀ ଘରୋଇ ଭାଗିଦାରୀ (ପିପିପି)ରେ ନିର୍ମାଣ, ପରିଚାଳନା ଓ ହସ୍ତାନ୍ତରଣ (ବିଓଟି) ଆଧାରରେ କାର୍ୟ୍ୟକାରୀ ହେବ ପ୍ରକଳ୍ପ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ପାରାଦୀପ…
Read More...

ଗୁପ୍ତଚର ଏଜେନ୍ସିର ବଡ ସଫଳତା : ଖଲିସ୍ତାନୀ ଆତଙ୍କବାଦୀ ସୁଖ ବିକ୍ରିୱାଲକୁ ଦୁବାଇରୁ ପଠାଯାଇଥିଲା

ନୂଆଦି‌ଲ୍ଲୀ : ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଧରିବାରେ ନିୟୋଜିତ ସୁରକ୍ଷା ଏଜେନ୍ସିମାନେ ବଡ଼ ସଫଳତା ହାସଲ କରିଛନ୍ତି । ପଞ୍ଜାବର ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ଏବଂ ଖଲିସ୍ତାନୀ ଆତଙ୍କବାଦୀ ସୁଖ ବିକ୍‌ରିୱାଲକୁ ଭାରତ ଗୁରୁବାର ଦିନ ଦୁବାଇରୁ ଭାରତ ପଠାଯାଇଥିବା ଜଣାପଡ଼ିଛି । …
Read More...

ଅମିତାଭ ବଚ୍ଚନ ଆସିବେ ସୂରଜଙ୍କ ସିନେମାରେ

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ଦୁଇ ଚ‌ର୍ଚ୍ଚିତ ଅଭିନେତା ଏକାଠି ଦେଖାଯିବେ ଅମିତାଭ ବଚ୍ଚନ ରାଜଶ୍ରୀ ପ୍ରଡକ୍ସନ୍ସ ଅଧୀନରେ ନିର୍ମାଣ ହେବାକୁ ଥିବା ଏକ ପାରିବାରିକ ଡ୍ରାମା ଚଳଚ୍ଚିତ୍ରରେ ଦେଖାଯିବେ ଏବଂ ବିଗ୍‌ ବି ସୂରଜ ବଡଯାତ୍ୟାଙ୍କ ସହ ଏକା ସ‌ଙ୍ଗେକାମ କରିବେ ଏବଂ ଚଳଚ୍ଚିତ୍ରଟି ୨୦୨୧…
Read More...

ଡିସେମ୍ବର ୨୯ରେ ୪ଟି ପ୍ରସଙ୍ଗ ସହିତ ପରବର୍ତ୍ତୀ ରାଉଣ୍ଡ ଆଲୋଚନା ପାଇଁ କୃଷକ ସଂଗଠନ ସରକାରଙ୍କୁ ପ୍ରସ୍ତାବ ପଠାଇଲେ

ନୂଆଦିଲ୍ଲୀ : କେନ୍ଦ୍ରର ତିନୋଟି କୃଷି ନିୟମକୁ ବିରୋଧ କରି କୃଷକ ସଂଗଠନ ଶନିବାର ଦିନ ପୁଣି ସରକାରଙ୍କ ସହ ଆଲୋଚନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ପରବର୍ତ୍ତୀ ପର୍ୟ୍ୟାୟ ଆଲୋଚନା ପାଇଁ ଡିସେମ୍ବର ୨୯ ତାରିଖ ପ୍ରସ୍ତାବ ଦେଇଛନ୍ତି । ଏହା ଦ୍‌ଦ୍ୱାରା ନୂତନ ଆଇନ ଉପରେ ଆଲୋଚନା…
Read More...

ଡିସେମ୍ବର ୨୮ରେ ବିଧାନସଭାରେ ଆଗତ ହେବାକୁ ଥିବା ଲଭ୍‌ ଜିହାଦ ବିରୋଧରେ ବିଲ୍ ମଞ୍ଜୁର କରିଛନ୍ତି ଶିବରାଜ କ୍ୟାବିନେଟ୍

ଭୋପାଳ : ମଧ୍ୟପ୍ରଦେଶର ଶିବରାଜ କ୍ୟାବିନେଟ ଲଭ୍‌ ଜିହାଦ ବିରୋଧରେ ବିଲ୍ ଅନୁମୋଦନ କରିଛନ୍ତି । ଏହି ବିଲ୍ ଅନୁଯାୟୀ, ଯଦି କେହି ପରିଚୟ ଲୁଚାଇ ବିବାହ କରିବ, ତେବେ ୧୦ ବର୍ଷ ପର୍ୟ୍ୟନ୍ତ କାରାବରଣ ହୋଇପାରେ । ବାଧ୍ୟତାମୂଳକ ଧର୍ମାନ୍ତିକରଣ କଲେ ୫ ବର୍ଷ ପର୍ୟ୍ୟନ୍ତ ଜେଲ୍‌ ହେବ । ୨୮…
Read More...

ଚାଂଚଲ୍ୟକର ଖବର : କଲେଜରେ ଚାଲିଥିଲା ନକଲି ମଦ କାରଖାନା

ମିରଟ : ୟୁପି.ର ମିରଟ ଜିଲା ଜାନି ଥାନା ଅନ୍ତର୍ଗତ ଭୋଲା ରୋଡ୍‌ ପେପଲା ଗାଁ ନିକଟରେ ମହେନ୍ଦ୍ର ପ୍ରତାପ ଡିଗ୍ରୀ କଲେଜ ରହିଥିବା ବେଳେ ଏହି କଲେଜ ୩ ବର୍ଷ ହେବ ବନ୍ଦ ହୋଇ ପଡ଼ି ରହିଛି । ଏହାର ସୁଯୋଗ ନେଇ କିଛି ଅସାମାଜିକ ବ୍ୟକ୍ତି ସେଠାରେ ମଦ ତିଆରି କରି ଚୋରା କାରବାର କରୁଥିଲେ । ଏ…
Read More...

କୃଷକଙ୍କ ଆନ୍ଦୋଳନ ୩୧ ଦିନ ହେଲା : ସରକାର‌ଙ୍କ ଚିଠି ଉପରେ କୃଷକମାନ‌ଙ୍କ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦି‌ଲ୍ଲୀ : ନୂତନ କୃଷି ଆଇନ ରଦ୍ଦ କରିବାକୁ ଦାବୀରେ ବସିଥିବା କୃଷକଙ୍କ ଆନ୍ଦୋଳନର ୩୧ ଦିନ ହେଲା । ୨୬ ନଭେମ୍ବରରେ ଠିକ୍ ଏକ ମାସ ପୂର୍ବରୁ କୃଷକମାନେ ସି‌ନ୍ଧୁ ସୀମାରେ ଏକାଠି ହୋଇଥିଲେ । ସେହି ସମୟରେ ନଭେମ୍ବରର ଶୀତ ଆଜି ଡିସେମ୍ବର ୨୬ର ଶୀତଳ ପବନ ପରି ପ୍ରବାହିତ ହେଉ ନଥିଲା । ଗତ ଏକ…
Read More...