csstore

ଅମିତାଭ ବଚ୍ଚନ ଆସିବେ ସୂରଜଙ୍କ ସିନେମାରେ

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ଦୁଇ ଚ‌ର୍ଚ୍ଚିତ ଅଭିନେତା ଏକାଠି ଦେଖାଯିବେ ଅମିତାଭ ବଚ୍ଚନ ରାଜଶ୍ରୀ ପ୍ରଡକ୍ସନ୍ସ ଅଧୀନରେ ନିର୍ମାଣ ହେବାକୁ ଥିବା ଏକ ପାରିବାରିକ ଡ୍ରାମା ଚଳଚ୍ଚିତ୍ରରେ ଦେଖାଯିବେ ଏବଂ ବିଗ୍‌ ବି ସୂରଜ ବଡଯାତ୍ୟାଙ୍କ ସହ ଏକା ସ‌ଙ୍ଗେକାମ କରିବେ ଏବଂ ଚଳଚ୍ଚିତ୍ରଟି ୨୦୨୧ ପ୍ରଥମାର୍ଦ୍ଧରେ ରିଲିଜ ହେବା ନେଇ ସୂଚନା ମିଳିଛି ।

jayashree
Leave A Reply

Your email address will not be published.