ପ୍ରଧାନମନ୍ତ୍ରୀ ମୋଦୀ ଆଜି ୯ କୋଟି ଚାଷୀଙ୍କ ଆକାଉଣ୍ଟକୁ ୧୮ ହଜାର କୋଟି ପଠାଇବେ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟାହ୍ନ ୧୨ ଟାରେ କୃଷକଙ୍କ ଆକାଉଣ୍ଟକୁ ପିଏମ କିସାନ ସମ୍ମାନ ନିଧି (PM-KISAN) ଯୋଜନାର ପରବର୍ତ୍ତୀ କିସ୍ତି ପଠାଇବେ । ଏହା ଅଧୀନରେ ୯ କୋଟି ଚାଷୀଙ୍କ ଆକାଉଣ୍ଟକୁ ୧୮୦୦୦ କୋଟି ଟଙ୍କା ପଠାଯିବ । ପ୍ରଧାନମନ୍ତ୍ରୀ ମୋଦୀ ଦେଶର ୬ଟି!-->…
Read More...
Read More...