ଆଜି ପୁଣିଥରେ କୃଷକ ସଂଗଠନ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ହେବ : ନୂତନ ନିୟମ ହଟାଯିବା ପର୍ୟ୍ୟନ୍ତ ଆନ୍ଦୋଳନ ଜାରି…
ନୂଆଦିଲ୍ଲୀ : କୃଷକ ସଂଗଠନ ନୂତନ କୃଷି ନିୟମକୁ ବିରୋଧ କରି ଚାଲିଛି । ଆଜି କେନ୍ଦ୍ର ସରକାର ଏବଂ ବିରୋଧୀ କୃଷକ ସଂଗଠନ ମଧ୍ୟରେ ସପ୍ତମ ରାଉଣ୍ଡ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ରବିବାର ଦିନ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ!-->…
Read More...
Read More...