ସାମୁହିକ ଅପହରଣ ମାମଲା : ରାଜସ୍ଥାନର ୩୮ ଆଦିବାସୀ ମହିଳାଙ୍କୁ ଅପହରଣ
କୋଟା : ମଧ୍ୟପ୍ରଦେଶର ଏକ ଗାଁର ୧୦୦ ରୁ ଅଧିକ ଲୋକଙ୍କ ଗୋଷ୍ଠୀ ସେମାନଙ୍କ ମୋଟରସାଇକେଲ ଚୋରି କରିବାରେ ସମ୍ପୃକ୍ତ ଥିବା ସନ୍ଦେହରେ ରାଜସ୍ଥାନର ୩୮ ଆଦିବାସୀ ମହିଳା ଏବଂ ଶିଶୁଙ୍କୁ ଅପହରଣ କରି ନେଇଥିଲେ । ଗୁରୁବାର ପୋଲିସ ଏହି ସୂଚନା ଦେଇଛି । ତେବେ ଅପରାଧର କିଛି ଘଣ୍ଟା ମଧ୍ୟରେ ରାଜସ୍ଥାନ!-->…
Read More...
Read More...