Browsing Tag

news of india

ବିବାଦୀୟ କୃଷି ଆଇନ କାର୍ଯ୍ୟକାରୀ ଉପରେ କୋର୍ଟ ନିଷେଧାଦେଶ ଜାରି କଲେ : ବିବାଦର ସମାଧାନ ପାଇଁ କମିଟି ଗଠିତ

ନୂଆଦିଲ୍ଲୀ : ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନରୁ ସୃଷ୍ଟି ହୋଇଥିବା ପରିସ୍ଥିତିର ସମାଧାନ ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ତିନିଟି ବିବାଦୀୟ ଆଇନର କାର୍ୟ୍ୟକାରିତାକୁ ନିଷେଧ କରିଛନ୍ତି ଏବଂ କୃଷକଙ୍କ ସନ୍ଦେହ ଓ ଅଭିଯୋଗ ଉପରେ ମଧ୍ୟ ବିଚାର କରିବେ । ଏକ ଉଚ୍ଚ ସ୍ତରୀୟ କମିଟି ଗଠନ…
Read More...

ଯଦି ପାକିସ୍ତାନ ଆତଙ୍କ ସୃଷ୍ଟି କରେ, ତେବେ ଆମେ ଜବାବ ଦେବା ପାଇଁ ସ୍ଥାନ ବାଛିବୁ ଏବଂ ସମୟ ମଧ୍ୟ : ସେନା ମୁଖ୍ୟ

ନୂଆଦି‌ଲ୍ଲୀ : ଭାରତର ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେ ପାକିସ୍ତାନର ନିନ୍ଦନୀୟ ଆତଙ୍କୀ ଅଭ୍ୟାସ ସମ୍ପର୍କରେ ଭାରତର ନୀତିକୁ ପୁଣି ଥରେ ସ୍ପଷ୍ଟ କରିଛନ୍ତି । ମଙ୍ଗଳବାର ଦିନ ନରୱାଣେ କହିଛନ୍ତି ଯେ, ପାକିସ୍ତାନ କ୍ରମାଗତ ଭାବରେ ଏହାର ଦେଶ ନୀତି ଅନୁଯାୟୀ ଆତଙ୍କବାଦକୁ ପ୍ରୋତ୍ସାହିତ…
Read More...

କୋଭିଡ ଟୀକାଦାନ ସଂପର୍କରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ପ୍ରଥମ ପର୍ଯ୍ୟାୟରେ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟୀକା ଦେବା ପାଇଁ ରାଜ୍ୟ ସରକାରମାନଙ୍କୁ କୌଣସି ଅର୍ଥ ଖର୍ଚ୍ଚ କରିବାକୁ ପଡିବ ନାହିଁ : ପ୍ରଧାନମନ୍ତ୍ରୀକୋ-ୱିନ ଡିଜିଟାଲ ପ୍ଲାଟଫର୍ମ ଟୀକାଦାନ କାର୍ଯ୍ୟକ୍ରମ ଓ ଟୀକା ନେବାର ଡିଜିଟାଲ ପ୍ରମାଣପତ୍ର ପ୍ରଦାନରେ ସହାୟତା…
Read More...

ମହାରାଷ୍ଟ୍ର ହସ୍ପିଟାଲ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ସମ୍ପର୍କୀୟଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ଭଣ୍ଡାରାସ୍ଥିତ ହସ୍ପିଟାଲରେ ଘଟିଥିବା ଦୁଃଖଦ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଲେଖାଏଁ…
Read More...

ଇଣ୍ଡୋନେସିଆ ବିମାନ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ, (ପିଆଇବି) : ଇଣ୍ଡୋନେସିଆ ବିମାନ ଦୁର୍ଘଟଣା ଜନିତ ମୃତାହତ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଇଣ୍ଡୋନେସିଆର ଏହି ଦୁର୍ଭାଗ୍ୟପୂର୍ଣ୍ଣ ବିମାନ ଦୁର୍ଘଟଣାରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ…
Read More...

ଦେଶର ୭ ଟି ରାଜ୍ୟରେ ବାର୍ଡ ଫ୍ଲୁ : ରୋଗ ନିୟନ୍ତ୍ରଣ ପାଇଁ ଅ‌ଣ୍ଟା ଭିଡ଼ିଲା କେନ୍ଦ୍ର

ନୂଆଦିଲ୍ଲୀ : କରୋନା ମହାମାରୀର ବିପଦ ମଧ୍ୟରେ ଭାରତରେ ପକ୍ଷୀମାନଙ୍କ ଅସ୍ୱଭାବିକ ମୃତ୍ୟୁ ଆତଙ୍କ ସୃଷ୍ଟି କରିଛି । ଦେଶର ବିଭିନ୍ନ ରାଜ୍ୟରେ ବାର୍ଡ ଫ୍ଲୁ ମାମଲା ସୁନିଶ୍ଚିତ ହୋଇଥିଲା ଏବଂ ଅନେକ ରାଜ୍ୟରେ ବଣୁଆ ପକ୍ଷୀ, କାଉ ଏବଂ କୁକୁଡ଼ାଙ୍କ ମୃତ୍ୟୁର କାରଣ ଜଣାପଡୁଛି । ବାର୍ଡ ଫ୍ଲୁ…
Read More...

ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ମମତା ଦିଦିଙ୍କ ବଡ ବ୍ୟାଟିଂ : ମାଗଣା କରୋନା ଟୀକା ଦେବାକୁ ଘୋଷଣା

କୋଲକାତା : ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସଭାପତି ମମତା ବାନାର୍ଜୀ ରାଜ୍ୟରେ ବଡ଼ ବ୍ୟାଟିଂ କଷିଛ‌ନ୍ତି । ସେ ପଶ୍ଚିମବଙ୍ଗ ବାସିନ୍ଦାଙ୍କୁ ମାଗଣା କରୋନା ଭାଇରସ୍ ଟୀକା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଆଜି ମମତା ବାନାର୍ଜୀ ଏହି…
Read More...

ଯେଉଁମାନେ ମହିଳାଙ୍କ ବିରୋଧରେ ଅପରାଧ କରନ୍ତି, ସେମାନଙ୍କୁ ଛକ ନିକଟରେ ଫାଶୀ ଦିଆଯିବା ଆବଶ୍ୟକ : କଙ୍ଗନା ରାଣା‌ୱତ

ମୁ‌ମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ବନ୍ଧନହୀନ ବକ୍ତବ୍ୟ ପାଇଁ ପ୍ରସିଦ୍ଧ । ସେ ପ୍ରାୟତ ସାମାଜିକ ପ୍ରସଙ୍ଗରେ ନିଜର ମତ ପ୍ରକାଶ କରନ୍ତି । ଏଥର କଙ୍ଗନା ରାଣାୱତ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ନିଜର ମତ ପ୍ରକାଶ କରିଛନ୍ତି । ଭୋପାଳରେ ମହିଳାଙ୍କ…
Read More...

ନୀତୀଶ କୁମାର ଇସାରାରେ ବିଜେପି ଉପରେ ଆକ୍ରମଣ କଲେ : କହିଲେ, କିଏ ବନ୍ଧୁ ଏବଂ କିଏ ଶତ୍ରୁ ଜଣା ପଡ଼ିଲାନି

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ଜନତା ଦଳ ୟୁନାଇଟେଡ (ଜେଡିୟୁ) ରାଜ୍ୟ କାର୍ୟ୍ୟନିର୍ବାହୀ ବୈଠକରେ ଏକ ବଡ଼ ଖୁଲାସା କରିଛନ୍ତି । ୨ ଦିନିଆ ରାଜ୍ୟ କାର୍ୟ୍ୟକାରିଣୀର ପ୍ରଥମ ଦିନରେ ବୈଠକକୁ ସମ୍ବୋଧିତ କରି ନୀତୀଶ କୁମାର କହିଛନ୍ତି ଯେ ନିର୍ବାଚନ ସମୟରେ ଜଣା ପଡ଼ିଲାନି,…
Read More...

ଲଦାଖ : ଭାରତ ସୀମାରେ ବୁଲୁଥିବା ଚୀନ୍ ସୈନିକକୁ ଭାରତୀୟ ସେନା ଧରିଲେ

ନୂଆଦିଲ୍ଲୀ : ଲଦାଖରୁ ଏକ ବଡ ଖବର ଆସୁଛି । ଜଣେ ଚୀନ୍ ସୈନିକ ଏଠାରେ ଭାରତୀୟ ସେନା ଦ୍ୱାରା ଧରାପଡିଛନ୍ତି। ଏହି ଚୀନ୍ ସୈନିକ ଭାରତ ସୀମାରେ ବୁଲୁଥିଲେ । ଏହି ସୈନିକ ଚୁସୁଲ ସେକ୍ଟରର ଗୁରୁଙ୍ଗ ଉପତ୍ୟକା ନିକଟରେ ଧରାପଡିଛନ୍ତି । ପଚରା ଉଚରା ବେଳେ ଏହି ଚୀନ୍ ସୈନିକ କହିଥିଲେ ଯେ ସେ ରାସ୍ତା…
Read More...