Browsing Tag

news of india

ଅବସରପ୍ରାପ୍ତ କ୍ୟାପଟେନ୍‌ଙ୍କ ପଚାସଢ଼ା ଶବ ମିଳିଲା ଘର ଭିତରେ : ପୁଅ କହିଲା – ବାପା ଏବେ ବି ଶୋଇଛନ୍ତି, ଉଠିଲେ…

ହରିୟାଣା : ଭାରତୀୟ ସେନାର କ୍ୟାପଟେନ ପଦରୁ ଅବସର ନେଇଥିବା ୮୦ ବର୍ଷିୟ ରାମ ସିଂଙ୍କ ପଚାସଢ଼ା ଶବକୁ ହରିୟାଣାର ଯମୁନନଗର ଜିଲ୍ଲାର ଜଗଧାରୀର ହୁଡ଼ା ସେକ୍ଟର- ୧୭ ତା‌ଙ୍କ ଘରୁ ଉଦ୍ଧାର କରାଯାଇଛି । ଅବସରପ୍ରାପ୍ତ କ୍ୟାପଟେନ ତାଙ୍କ ମାନସିକ ବିକୃତ ପୁଅ ପ୍ରବୀଣ କୁମାରଙ୍କ ସହ ଏଠାରେ ରହୁଥିଲେ…
Read More...

ଜାନୁଆରୀ ୧୬ ତାରିଖରେ ଦେଶବ୍ୟାପୀ କୋଭିଡ-୧୯ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

• ଶୁଭାରମ୍ଭ ଅବସରରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ୩୦୦୦ରୁ ଊର୍ଦ୍ଧ୍ବ ଟୀକାକରଣ କେନ୍ଦ୍ର ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହେବ• ପ୍ରତ୍ୟେକ କେନ୍ଦ୍ରରେ ଉଦଘାଟନୀ ଦିବସରେ ପାଖାପାଖି ୧୦୦ ହିତାଧିକାରୀଙ୍କୁ ଟୀକା ଦିଆଯିବ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର…
Read More...

୩୧ ଜାନୁଆରୀ ୨୦୨୧କୁ ଜାତୀୟ ପୋଲିଓ ଟୀକାଦାନ ଦିବସ ପାଳନ ପାଇଁ ପୁନଃ ତାରିଖ ଧାର୍ଯ୍ୟ : ୩୦ ଜାନୁଆରୀ ୨୦୨୧ରେ ଜାତୀୟ…

ନୂଆଦିଲ୍ଲୀ, (ପିଆଇବି) : ଜାନୁଆରୀ ୧୬, ୨୦୨୧ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଦେଶବ୍ୟାପି ବୃହତ୍ ଟୀକାଦାନ ଅଭିଯାନ କୋଭିଡ-୧୯ ଟୀକାକରଣର ଶୁଭାରମ୍ଭ କରିବେ । ଏହା ହେଉଛି ବିଶ୍ୱର ସର୍ବବୃହତ୍ ଟୀକାଦାନ କାର୍ୟ୍ୟକ୍ରମ । ତେଣୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଭାରତର…
Read More...

ପାକିସ୍ତାନ ସୀମାରେ ଥିବା ସାମ୍ବା ସେକ୍ଟରରେ ଆଉ ଏକ ସୁଡ଼‌ଙ୍ଗ ମିଳିଲା

ଜାମ୍ମୁ : ବୁଧବାର ସକାଳେ ଜାମ୍ମୁ କାଶ୍ମୀରର ସାମ୍ବା ସେକ୍ଟରରେ ପାକିସ୍ତାନ ସହ ଅନ୍ତର୍ଜାତୀୟ ସୀମାରେ ବିଏସଏଫ କର୍ମଚାରୀମାନେ ଆଉ ଏକ ସୁଡ଼‌ଙ୍ଗ ଠାବ କରିଛନ୍ତି । ସୀମା ସୁରକ୍ଷା ବାହିନୀ ଅଧିକାରୀ କହିଛନ୍ତି ଯେ, ପାକିସ୍ତାନ ସହାୟତାରେ ଆତଙ୍କବାଦୀମାନେ ସୀମାରୁ ଅନୁପ୍ରବେଶ ପାଇଁ ସାମ୍ବା…
Read More...

ଶତ୍ରୁ ତଥା ସମଗ୍ର ବିଶ୍ୱକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ କଡ଼ା ସଂଦେଶ : ଦୁନିଆର ବଡ଼ରୁ ବଡ଼ ଶକ୍ତିକୁ ମଧ୍ୟ ଉପଯୁକ୍ତ…

ନୂଆଦିଲ୍ଲୀ : କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ଦିନ ଭେଟେରାନ୍ସ ଦିବସ ଅବସରରେ କହିଛନ୍ତି ଯେ, ଆମର ସୈନିକମାନଙ୍କର କୌଣସି ଶତ୍ରୁକୁ ବି ଉପଯୁକ୍ତ ଉତ୍ତର ଦେବାର ଶକ୍ତି ଅଛି । ସେ କହିଛନ୍ତି, "ଆମେ କାହା ସହ ଲଢ଼ିବାକୁ ଚାହୁଁ ନାହୁଁ, ଆମେ ଶାନ୍ତି ଚାହୁଁ । ଆମେ କାହାର…
Read More...

ଏବେ ମୁ‌କ୍ତ ବଜାରରେ ମିଳିବ ନାହିଁ କରୋନା ଟୀକା, କେବଳ ସରକାର କିଣି ଲୋକଙ୍କୁ ଯୋଗାଇବେ

ନୂଆଦି‌ଲ୍ଲୀ : ସାରା ଦେଶରେ କରୋନା ମହାମାରୀ ବିରୋଧରେ ଲଢେଇ ଚାଲିଥିବା ବେଳେ ଏବେ କରୋନା ଟୀକା ପହଂଚିଛି । ଏନେଇ କେନ୍ଦ୍ରସରକାରଙ୍କ ପକ୍ଷରୁ ଚଳିତ ମାସ ୧୬ ତାରିଖରୁ ଦେଶରେ ଟୀକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଟୀକାକରଣ ପୂର୍ବରୁ ନୀତି ଆୟୋଗ ବୁଧବାର ଦିନ ସ୍ପଷ୍ଟ କରିଛନ୍ତି ଯେ…
Read More...

କୃଷକ ଆନ୍ଦୋଳନ : କୃଷି ଆଇନ କପି ଜାଳିଲେ ଆନ୍ଦୋଳନକାରୀ କୃଷକ

ନୂଆଦିଲ୍ଲୀ : କୃଷକ ଆନ୍ଦୋଳନରେ କୃଷକମାନେ ଭିନ୍ନ ଢ଼‌ଙ୍ଗରେ ବିରୋଧ ପ୍ରଦର୍ଶନ କରିଛ‌ନ୍ତି । ଲୋହଡ଼ି ପର୍ବରେ ଚାଷୀମାନେ କେନ୍ଦ୍ରର କୃଷି ଆଇନ କପି ଜାଳିଛନ୍ତି । କେବଳ ସିନ୍‌ନ୍ଧୁ ସୀମାରେ ବିବାଦୀୟ ୩ କୃଷି ଆଇନର ୧ ଲକ୍ଷ କପି ପୋଡ଼ାଯାଇଥିବା ସାମ୍ମୁଖ୍ୟ କିଷାନ ମୋର୍ଚ୍ଚାର ପରମଜିତ୍‌ ସିଂ…
Read More...

ଦେଶବାସୀ‌ଙ୍କୁ ମକର ସଂକ୍ରାନ୍ତିର ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଆଜି ଉତ୍ତରରୁ ଦକ୍ଷିଣ ଭାରତରେ ପର୍ବର ଦିନ । ମକର ସଂକ୍ରାନ୍ତି, ପୋଙ୍ଗଲ ସମେତ ଅନେକ ପର୍ବ ପାଳନ କରାଯାଏ ଆଜିର ତିଥିରେ । ତେଣୁ ଏସବୁ ମଧ୍ୟରେ ଜଲ୍ଲିକଟ୍ଟୁର ଏକ କାର୍ୟ୍ୟକ୍ରମ ମଧ୍ୟ ଅଛି । ଭବିଷ୍ୟତରେ ହେବାକୁ ଥିବା ନିର୍ବାଚନର ଝଲକ ଦେଖାଇଥିବା ଏହି ଉତ୍ସବରେ ଅନେକ…
Read More...

ଦ୍ୱିତୀୟ ଯୁବ ସଂସଦ ମହୋତ୍ସବର ବିଜେତା ଓ ଫାଇନାଲ ପ୍ୟାନେଲିଷ୍ଟମାନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

• ସମସ୍ତ ଅଭିଭାଷଣକୁ ଟୁଇଟ୍ କରି ସଫଳ ଯୁବ ପ୍ରତିଯୋଗୀଙ୍କୁ ସମ୍ମାନିତ କଲେ ନୂଆଦି‌ଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଯୁବ ସଂସଦ ମହୋତ୍ସବର ବିଜେତା ଓ ଫାଇନାଲ ପ୍ୟାନେଲିଷ୍ଟମାନଙ୍କୁ ପ୍ରଶଂସା କରିଛନ୍ତି। ଭିଡିଓ କନଫରେନ୍ସ ମାଧ୍ୟମରେ ସମାରୋହରେ…
Read More...

ଅମାନବିକତା : ୧୫ ବର୍ଷର ନାବାଳକକୁ ଏକ ମାସ ଧରି ବନ୍ଧକ ରଖି ଦୁ‌ଷ୍କର୍ମ କଲେ, ଗୁ‌ପ୍ତାଙ୍ଗରେ ପେଟ୍ରୋଲ ଢ଼ାଳିଲେ,…

ବିକାନେର : ରାଜସ୍ଥାନରେ ପୁଣିଥରେ ଏକ ଘଟଣା ମାନବିକତାକୁ ଲଜ୍ଜିତ କରିଛି । ବିକାନେର ଜିଲ୍ଲାର ବଜୁ ଅଞ୍ଚଳରେ ଚାରିଜଣ ଅସାମାଜିକ କ୍ରୁରତାର ସମସ୍ତ ସୀମା ଅତିକ୍ରମ କରିଛନ୍ତି । ପ୍ରଥମେ ଏହି ଚାରି ପଡ଼ୋଶୀ ଜଣେ ୧୫ ବର୍ଷର ନାବାଳକକୁ ଅପହରଣ କରି ନେଇଥିଲେ । ପରେ ତାଙ୍କୁ ଏକ ମାସ ଧରି ବନ୍ଧକ…
Read More...