ଆୟୁର୍ବେଦିକ ମସାଜ କେନ୍ଦ୍ର ନାମରେ ଦେହ ବ୍ୟବସାୟ ଚାଲିଥିଲା : ୪ ଗିରଫ
ମଦୁରାଇ : ତାମିଲନାଡୁର ମଦୁରାଇରେ ଏକ ବଡ ଦେହ ବ୍ୟବସାୟର ଏକ ର୍ୟାକେଟ୍ ଠାବ କରିବାରେ ପୋଲିସ ସଫଳ ହୋଇଛି । ନରିମେଡୁ ଅଞ୍ଚଳର ଏକ ଆୟୁର୍ବେଦିକ ମସାଜ କେନ୍ଦ୍ରରେ ଚାଲୁଥିବା ଦେହ ବ୍ୟବସାୟକୁ ତାଲାକୁଲମ ପୋଲିସ ଲୋକଲୋଚନକୁ ଆଣିଛି । ପୋଲିସ ଏପର୍ୟ୍ୟନ୍ତ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି!-->…
Read More...
Read More...