Browsing Tag

news of india

୭ ଜୁନ୍ ପର୍ଯ୍ୟନ୍ତ କର୍ଣ୍ଣାଟକରେ ଲକଡାଉନ୍ ବଢ଼ିଲା

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦିୟୁରପ୍ପା ରାଜ୍ୟରେ ଲକଡାଉନ୍ ଦୁଇ ସପ୍ତାହ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । କରୋନାର ଦ୍ୱିତୀୟ ତରଙ୍ଗ ମଧ୍ୟରେ ରାଜ୍ୟରେ ଲକଡାଉନ୍ ଜୁନ୍ ୭ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ଗତକାଲି ରାତିରେ ମିଳିଥିବା ସୂଚନା ଅନୁସାରେ ଗତ ୨୪…
Read More...

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୫୭,୨୯୯ ନୂଆ ମାମଲା, ୪,୧୯୪ ମୃତ୍ୟୁ

ନୂଆଦିଲ୍ଲୀ : କୋଭିଡ ମାମଲାରେ ହ୍ରାସ ଘଟିଛି, କିନ୍ତୁ ସଂକ୍ରମଣ ହେତୁ ଦୈନିକ ମୃତ୍ୟୁ ସଂଖ୍ୟା ଚାରି ହଜାରରୁ ଅଧିକ ରହିଆସିଛି, ଯାହା ଚିନ୍ତା ବଢ଼ାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶନିବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ (ଶୁକ୍ରବାର ସକାଳ ୮ଟାରୁ…
Read More...

ସାବଧାନ : କରୋନା ସଂକ୍ରମିତଙ୍କ ଛିଙ୍କିବା ଠାରୁ ୧୦ ମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ଭୂତାଣୁ

ନୂଆଦିଲ୍ଲୀ : ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତାଙ୍କ କାର୍ୟ୍ୟାଳୟ ଗୁରୁବାର ଦିନ କହିଛି ଯେ, କୋଭିଡ -୧୯ରେ ପୀଡିତ ବ୍ୟକ୍ତିଙ୍କ ଛିଙ୍କରୁ ବାହାରୁଥିବା ଛୋଟ ବୁନ୍ଦା ଦୁଇ ମିଟର ଅଞ୍ଚଳରେ ପଡିପାରେ ଏବଂ ଏଥିରୁ ବାହାରୁଥିବା ଭୂତାଣୁ ଦଶ ମିଟର ପର୍ୟ୍ୟନ୍ତ ପହଞ୍ଚିପାରେ । ସେ କହିଛନ୍ତି…
Read More...

ପତ୍ନୀଙ୍କୁ ମନାଇବା ପାଇଁ ଯାଇଥିଲେ ସ୍ୱାମୀ : ଭଉଣୀ ଏବଂ ଭେଣୋଇଙ୍କ ସହ ମିଶି ସ୍ୱାମୀଙ୍କୁ ପତ୍ନୀ ଜୀବନ୍ତ ଜାଳି…

ହିସାର : ହରିୟାଣାର ହାନ୍‌ସିରେ ନିଜ ସ୍ୱାମୀଙ୍କୁ ଭଉଣୀ ଏବଂ ଭାଉଜଙ୍କ ସହ ମିଶି ଜୀବନ୍ତ ଜାଳିଦେବା ଭଳି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ମତଭେଦକୁ ନେଇ ଭଉଣୀ ଏବଂ ଭେଣୋଇଙ୍କ ସହ ମିଶି ତାଙ୍କ ପତ୍ନୀ ଜଣକ ମନାଇବା ପାଇଁ ଆସିଥିବା ସ୍ୱାମୀଙ୍କ ଉପରେ ପେଟ୍ରୋଲ ଛିଞ୍ଚି ନିଆଁ ଲଗାଇ…
Read More...

ଭାରତରେ କୋଭିଡ -୧୯ର ୨,୭୬,୧୧୦ ନୂତନ ମାମଲା, ୩,୮୭୪ ମୃତ୍ୟୁ

ନୂଆଦିଲ୍ଲୀ : ଗୋଟିଏ ଦିନରେ ଭାରତରେ କୋଭିଡ -୧୯ର ୨,୭୬,୧୧୦ ନୂତନ ରୋଗ ରିପୋର୍ଟ ହେବା ପରେ ଦେଶରେ ସଂକ୍ରମିତ ସଂଖ୍ୟା ୨,୫୭,୭୨,୪୪୦କୁ ବୃଦ୍ଧି ପାଇଛି । ଏହି ସମୟରେ ସଂକ୍ରମଣରେ ୩,୮୭୪ ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୨,୮୭,୧୨୨କୁ ବୃଦ୍ଧି ପାଇଥିବା କୁହାଯାଇଛି । ୨୪ ଘଣ୍ଟାରେ ଚାରି…
Read More...

ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ ନୈତିକ ଏବଂ ସାମାଜିକ ଭାବରେ ଗ୍ରହଣୀୟ ନୁହେଁ : ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ

ଚଣ୍ଡିଗଡ଼ : ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ କହିଛନ୍ତି ଯେ, ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ ନୈତିକ ଏବଂ ସାମାଜିକ ଭାବରେ ଗ୍ରହଣୀୟ ନୁହେଁ । ତେବେ ଦେଶର ବୃହତ୍ତମ କୋର୍ଟ ଏହାର ଅନେକ ଆଦେଶରେ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିବା ଦମ୍ପତିଙ୍କ ସମ୍ପର୍କକୁ ସ୍ୱୀକୃତି ଦେଇଛନ୍ତି । …
Read More...

ଝାରଖଣ୍ଡ ହଜାରିବାଗ ମେଡିକାଲ କଲେଜରୁ ୧୮୬ ଅକ୍‌ସିଜେନ୍‌ ସିଲିଣ୍ଡର ଏବଂ ୬୦ ରେଗୁଲେଟର୍‌ ଗାଏବ୍‌

ହଜରିବାଗ : ଝାରଖଣ୍ଡର ହାଜରିବାଗ ସ୍ଥିତ ହାଜରିବାଗ ମେଡିକାଲ କଲେଜ ହସପିଟାଲରୁ ୧୮୬ ଅକ୍‌ସିଜେନ୍‌ ସିଲିଣ୍ଡର ଏବଂ ୬୦ ରେଗୁଲେଟର ନିଖୋଜ ମାମଲାରେ ପୋଲିସ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସଆଇଟି) ଗଠନ କରି ତଦନ୍ତ ଆରମ୍ଭ କରିଥିବା ବେଳେ ୱାର୍ଡ ବଏ ସମେତ ପାଞ୍ଚ ଜଣଙ୍କୁ ପଚରା ଉଚୁରା…
Read More...

ଯୋଗୀ ସରକାରଙ୍କ ମନ୍ତ୍ରୀ ବିଜୟ କାଶ୍ୟପଙ୍କ କରୋନାରେ ମୃତ୍ୟୁ : ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କଲେ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀ ତଥା ବିଜେପି ବିଧାୟକ ବିଜୟ କାଶ୍ୟପଙ୍କ କରୋନା ଭାଇରସ ସଂକ୍ରମଣ ହେତୁ ମଙ୍ଗଳବାର ଗୁରୁଗାଓଁର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି । ମୁଜାଫରନଗରର ଚରଥାୱଲ ବିଧାନସଭା ଆସନର ବିଧାୟକ କାଶ୍ୟପ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଶେଷ ନିଶ୍ୱାସ…
Read More...

ସାମୁଦ୍ରିକ ଝଡ଼ ‘ତୌକତେ’ର ପ୍ରଚଣ୍ଡ ପ୍ରତିକ୍ରିୟା : ମୁମ୍ବାଇରେ ସକାଳୁ ଜାରି ରହିଛି ବର୍ଷା, ୨୦ ଘଣ୍ଟା…

ମୁମ୍ବାଇ : ସାମୁଦ୍ରିକ ଝଡ଼ 'ତୌକତେ' ଧ୍ୱଂସ ଲୀଳା ଜାରି ରଖିଛି । ସୋମବାର ରାତିରେ ଗୁଜୁରାଟର ସୌରାଷ୍ଟ୍ରର ଉପକୂଳରେ ବାଡେ଼ଇ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ପବନ ଘଣ୍ଟା ପ୍ରତି ୧୮୫ କିଲୋମିଟର ବେଗରେ ଗତି କରିଥିଲା । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଗତ ୨୩ ବର୍ଷ ମଧ୍ୟରେ…
Read More...

ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି ଏବଂ ସକ୍ରିୟ ମାମଲା କମିଛି : କିନ୍ତୁ ବଢ଼ୁଛି ମୃତକଙ୍କ ସଂଖ୍ୟା,…

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି ଏବଂ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି କାରଣରୁ କରୋନା ସଂକ୍ରମଣରେ ସକ୍ରିୟ କ୍ଷେତ୍ରରେ ଦ୍ରୁତ ହ୍ରାସ ଘଟିଛି । କିନ୍ତୁ ସବୁଠାରୁ ଚିନ୍ତାଜନକ ବିଷୟ…
Read More...