Browsing Tag

Newdelhi news

କରୋନାରେ ଆକ୍ରାନ୍ତ ହେଲେ ଜୁନିୟର ଏନଟିଆର୍

ନୂଆଦିଲ୍ଲୀ : କରୋନାରେ ଆକ୍ରାନ୍ତ ହୋଇଛନ୍ତି ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଜୁନିୟର ଏନଟିଆର୍ । ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ସେ ସୋସିଆଲ ମିଡିଆ ମାଧ୍ୟମରେ ସେୟାର କରି ଏହାର ସୂଚନା ଦେଇଛନ୍ତି । ତେବେ ତାଙ୍କର ପିଜିଟିଭ୍‌ ଆସିବା ପରେ ସେ ଏବଂ ତାଙ୍କ
Read More...

ଦିଲ୍ଲୀରେ ମେ ୧୭ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌ ଅବଧି

ନୂଆଦିଲ୍ଲୀ : ମେ ୧୭ ପର୍ଯ୍ୟନ୍ତ ବଢ଼ିଲା ଦିଲ୍ଲୀର ଲକ୍‌ଡାଉନ୍‌ ଅବଧି । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଥର ସରକାର ଅପେକ୍ଷାକୃତ କଠୋର 'ଲକ୍‌ଡାଉନ୍‌' ଜାରି କରିବା ଲାଗି ସ୍ଥିର କରିଛନ୍ତି।
Read More...

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୬୬,୧୬୧ ନୂଆ ଆକ୍ରାନ୍ତ ଚିହ୍ନଟ : ୩,୭୫୪ଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍ ହଇଚଇ ସୃଷ୍ଟି କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୬୬,୧୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩,୭୫୪ ମୃତ୍ୟୁ ହୋଇଛି । ନୂତନ ସଂକ୍ରମଣକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୨୬,୬୨,୫୭୫ ଓ ମୃତ୍ୟୁସଂଖ୍ୟା ୨,୪୬,୧୧୬ରେ
Read More...

କରୋନାରେ ଆକ୍ରାନ୍ତ ହେଲେ କଙ୍ଗନା

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱାତ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଇନଷ୍ଟାଗ୍ରାମରେ ପୋଷ୍ଟ କରି କଙ୍ଗନା ଏହା ସୂଚନା ଦେଇଛନ୍ତି । ନିଜର ଟେଷ୍ଟ ରିପୋର୍ଟ ଇନଷ୍ଟାଗ୍ରାମରେ ସାର୍ବଜନୀନ କରି ପଜିଟିଭ ହୋଇଛନ୍ତି ବୋଲି କଙ୍ଗନା କହିଛନ୍ତି । ତାଙ୍କୁ କିଛି ଦିନ ହେଲା ଦୁର୍ବଳତା
Read More...

ଜେଇଇ ମେନ୍‌ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ : ଜେଇଇ ମେନ୍‌ ଏପ୍ରିଲ ମାସର ସେସନ ପରେ ବର୍ତ୍ତମାନ ମେ ମାସର ପରୀକ୍ଷା ସେସନକୁ ସ୍ଥଗିତ ରଖାଯାଇଛି ବୋଲି ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (ଏନଟିଏ) ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ନିଜ ଟ୍ୱିଟରରେ ଏ ସମ୍ପର୍କରେ
Read More...

ଅତ୍ୟଧିକ ଖେଳାଳୀ କରୋନା ପଜିଟିଭ ବାହାରିବା ପରେ ସ୍ଥଗିତ ରହିଲା ଚଳିତ ବର୍ଷର ଆଇପିଏଲ

ନୂଆଦିଲ୍ଲୀ : ଅତ୍ୟଧିକ ଖେଳାଳୀ କରୋନା ପଜିଟିଭ ବାହାରିବା ପରେ ଚଳିତ ବର୍ଷର ଆଇପିଏଲ ୧୪ତମ ସଂସ୍କରଣକୁ ସ୍ଥଗିତ ରଖାଗଲା । ବିସିସିଆଇ ଉପସଭାପତି ରାଜୀବ ସୁକ୍ଳା ଏନେଇ ଏଏନଆଇ ଖବର ସରବରାହକୁ ସୂଚନା ଦେଇଛନ୍ତି । ଚେନ୍ନାଇ ସୁପରକିଙ୍ଗର ଦୁଇଜଣ ସଦସ୍ୟ କରୋନାରେ ସଂକ୍ରମିତ ହେବା ଯୋଗୁଁ ବୁଧବାର
Read More...

ହାଇଦ୍ରାବାଦକୁ ୫୫ ରନରେ ହରାଇଲା ରାଜସ୍ଥାନ

ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୨୮ ତମ ମ୍ୟାଚରେ ହାଇଦ୍ରାବାଦକୁ ୫୫ ରନରେ ହରାଇ ଦେଇଛି ରାଜସ୍ଥାନ । ଆଜି ସନରାଇଜର୍ସ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନର ଓପନର ଜସ ବଟଲର ନିଜର
Read More...

ରବି ଶଙ୍କର ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ

ନୂଆଦିଲ୍ଲୀ : ରବି ଶଙ୍କର ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ । ରବି ଶଙ୍କରଙ୍କୁ କେନ୍ଦ୍ର ସରକାରଙ୍କର ଏକ କମିଟି ଡେପୁଟି ଗଭର୍ଣ୍ଣର ଭାବେ ମନୋନୀତ କରିଥିବା ବେଳେ ରବି ଶଙ୍କର ଭାରତୀୟ ରିଜର୍ଭ ବ୍ୟାଙ୍କର ୪ର୍ଥ ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ ହୋଇଛନ୍ତି । ସେ ପୂର୍ବରୁ
Read More...

ପୋଲାର୍ଡଙ୍କ ବିସ୍ପୋରକ ପାଳି ବଳରେ ଚେନ୍ନାଇକୁ ୪ ୱିକେଟରେ ହରାଇଲା ମୁମ୍ବାଇ

ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୨୭ତମ ମ୍ୟାଚରେ ରୋମାଞ୍ଚକର ଭାବେ ମୁମ୍ବାଇ ଚେନ୍ନାଇକୁ ୪ ଓ୍ବିକେଟରେ ପରାସ୍ତ କରିଛି । ଆଜି ମୁମ୍ବାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଚେନ୍ନାଇ ସୁପରକିଙ୍ଗସ ଆରମ୍ଭରୁ ଋତୁରାଜ
Read More...

କରେନାରେ ଚାଲିଗଲେ ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବାଜି

ନୂଆଦିଲ୍ଲୀ : ଆଜି କରୋନାରେ ଚାଲିଗଲେ ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବାଜି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ସୋଲି ସୋରାବାଜିଙ୍କ ପୂରା ନାମ ହେଉଛି ଜାହାଙ୍ଗୀର ସୋରାବାଜି । ସେ ୧୯୮୯ରୁ ୯୦ ଓ ପୁଣି ୧୯୯୮ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଦେଶର ଆଟର୍ଣ୍ଣି ଜେନେରାଲ
Read More...