କରେନାରେ ଚାଲିଗଲେ ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବାଜି
ନୂଆଦିଲ୍ଲୀ : ଆଜି କରୋନାରେ ଚାଲିଗଲେ ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବାଜି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ସୋଲି ସୋରାବାଜିଙ୍କ ପୂରା ନାମ ହେଉଛି ଜାହାଙ୍ଗୀର ସୋରାବାଜି । ସେ ୧୯୮୯ରୁ ୯୦ ଓ ପୁଣି ୧୯୯୮ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଦେଶର ଆଟର୍ଣ୍ଣି ଜେନେରାଲ!-->…
Read More...
Read More...