Browsing Tag

muribahal news

ହଳଦୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ବାରିକଙ୍କ ଚାକିରିରୁ ଅବସର ଗ୍ରହଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବହାଲ ବ୍ଲକ ହଳଦୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ବାରିକ ନିଜ ଚାକିରି ଜୀବନରୁ ଅବସର ନେଇଛନ୍ତି । ଦୀର୍ଘ ୩୫ ବର୍ଷ ଧରି ୧୯୮୪ ମସିହାରୁ ହଳଦୀ ଅଞ୍ଚଳର ଶିକ୍ଷାର ପ୍ରସାର ପ୍ରଚାରରେ ସେ ଅଗ୍ରଣୀ ଭୂମିକା ନିଭାଇ
Read More...

ଧର୍ମପରାୟଣା ମହିଳାଙ୍କ ପରଲୋକ

ମୁରିବହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ ବାଙ୍କେଲ ଗ୍ରାମର ଧର୍ମପରାୟଣା ମହିଳା ତଥା ଅବସରପ୍ରାପ୍ତ ପିଇଓ ଓ ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ବିରାଜ ପୁଟେଲଙ୍କ ଧର୍ମପତ୍ନୀ ହିରାଦେଇ ପୁଟେଲଙ୍କ ୬୬ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି । ଅନ୍ତିମ ଶଯ୍ୟା ନିକଟରେ ତିନି ପୁଅ
Read More...

ମୁରିବାହାଲ ବ୍ଲକ ବିକାଶ ମଞ୍ଚ ପକ୍ଷରୁ ନୂତନ ତହସିଲଦାରଙ୍କୁ ସୌଜନ୍ୟମୂଳକ ସାକ୍ଷାତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ ବିକାଶ ମଞ୍ଚ ପକ୍ଷରୁ ମୁରିବାହାଲ ତହସିଲରେ ନୂତନ ଭାବେ ଯୋଗ ଦେଇଥିବା ତହସିଲଦାର ଆୟୁବ ମଣ୍ଡଳଙ୍କୁ ଗୁରୁବାର ସୌଜନ୍ୟମୂଳକ ସାକ୍ଷାତ କରାଯାଇଥିଲା । ଏହି ଅବସରରେ ବିକାଶ ମଞ୍ଚର ଏକ ସ୍ଥାୟୀ କୋଠା ନିର୍ମାଣ ପାଇଁ ଜମି ଯୋଗାଇଦେବା ତଥା
Read More...

ମୁରିବାହାଲ ଥାନା ଅଞ୍ଚଳରୁ ୭ ଦାଦନ ଶ୍ରମିକ ଉଦ୍ଧାର : ଅଟୋ ସହ ଡ୍ରାଇଭର ଅଟକ, ଦାଦନ ଦଲାଲ ଓ ସର୍ଦ୍ଦାର ଫେରାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅଞ୍ଚଳରୁ ଗୋଟିଏ ପରିବାରର ୨ ଶିଶୁଙ୍କ ସମେତ ୭ ଜଣ ଦାଦନ ଶ୍ରମିକଙ୍କୁ ପୁଲିସ ଉଦ୍ଧାର କରିଥିବା ବେଳେ ଏହି ଶ୍ରମିକମାନଙ୍କୁ ଚାଲାଣ କରୁଥିବା ଦାଦନ ଦଲାଲ ଓ ସର୍ଦ୍ଦାର ଜଣଙ୍କ ଫେରାର ହୋଇଯାଇଥିବା ଜଣାପଡିଛି ।
Read More...

ମୁରିବାହାଲ ଡିଗ୍ରୀ ଓ ଯୁକ୍ତ ଦୁଇ କଲେଜ ‘ଫାଇଭ୍‌-ଟି’ କାମ ଅତି ନିମ୍ନମାନର ଅଭିଯୋଗ : ଛାତ୍ରଛାତ୍ରୀ ଏବଂ…

ଉଭୟ ଅଧ୍ୟକ୍ଷଙ୍କ ଖଣ୍ଡନ ପେଟି ଠିକାଦାର କାମ କରୁଥିବା ଅଭିଯୋଗ, ବିଡ଼ିଓଙ୍କ କାର୍ଯ୍ୟ ତଦାରଖ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକରେ ଉଚ୍ଚଶିକ୍ଷାର ଆଲୋକବର୍ତିକା ସାଜିଥିବା ଏକମାତ୍ର ଡିଗ୍ରୀ କଲେଜ ଓ ବ୍ଲକର ପ୍ରଥମ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ
Read More...

ମୁରିବାହାଲ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସ୍ଥାନୀୟ ପଞ୍ଚାୟତି ହାଇସ୍କୁଲ ପରିସରରେ ଉଦ୍‌ଯାପିତ ହୋଇଯାଇଛି । ପୂର୍ବାହ୍ନରେ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁନୀଲ କୁମାର ପାତ୍ରଙ୍କ ସଭାପତିତ୍ୱରେ ତଥା ଶିକ୍ଷକ ହେମନ୍ତ ନାଗଙ୍କ
Read More...

ମୁରିବାହାଲ ବ୍ଲକରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

୨୭୬ଟି ପ୍ରକଳ୍ପ ପାଇଁ ୧୧କୋଟି ଟଙ୍କାର ଅନୁଦାନ ମଞ୍ଜୁର ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସ୍ଥାନୀୟ ପଞ୍ଚାୟତି ହାଇସ୍କୁଲ ଖେଳ ପଡିଆରେ ଆମ ଓଡ଼ିଶା ନବୀନ ଓଡ଼ିଶାର ବିରାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭିଡିଓ କନଫରେନ୍ସି
Read More...

ହଳଦୀ ଫାଇଭ୍‌-ଟି ହାଇସ୍କୁଲ ରକ୍ଷଣାବେକ୍ଷଣ ଦାୟିତ୍ଵ ରତ୍ନେଶ୍ୱରୀ ପରିବର୍ତ୍ତେ ଜୟ ମଙ୍ଗଳା ଏସ୍‌ଏଚ୍‌ଜିକୁ ଦେବା ପାଇଁ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ଫାଇଭ୍‌-ଟି ହାଇସ୍କୁଲ ରକ୍ଷଣାବେକ୍ଷଣ ଦାୟିତ୍ଵ ପାତଳପଡ଼ା ଗ୍ରାମର ରତ୍ନେଶ୍ୱରୀ ଏସ୍‌ଏଚ୍‌ଜି ପରିବର୍ତ୍ତେ ହଳଦୀ ଗ୍ରାମର ଜୟ ମଙ୍ଗଳା ଏସ୍‌ଏଚ୍‌ଜିକୁ ଦେବା ପାଇଁ ଗ୍ରାମର ୨୧ଟି ମହିଳା ଗୋଷ୍ଠୀ ବିଡିଓଙ୍କୁ
Read More...

ବଡ଼ସାଇମରା ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ଆଦିବାସୀ ଯୁବକଙ୍କ ଦୁଷ୍କର୍ମ ଉଦ୍ୟମ

ଅଭିଯୁକ୍ତ ଯୁବକ ନିଖୋଜ ନେଇ ବାପାଙ୍କ ପାଲଟା ଅଭିଯୋଗ : ଉଭୟ ପକ୍ଷରୁ ମାମଲା ରୁଜ୍ଜୁ- ଅଭିଯୁକ୍ତ ନିଖୋଜ ନା ଫେରାର କରାଯାଇଛି ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବଡସାଇମରା ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ଜଣେ ଆଦିବାସୀ ଯୁବକ ରାତିରେ
Read More...

ଯମୁନା ମାହେଶ୍ୱରୀ ମନ୍ଦିରରେ କୁମାର ପୂର୍ଣ୍ଣିମା ଉତ୍ସବ ସହ ଦଶହରା ମହୋତ୍ସବ ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମରେ ଥିବା ଡୁମାଳ ସମାଜର ଅଧିଷ୍ଠାତ୍ରୀ ଦେବୀ ମା' ମାହେଶ୍ୱରୀଙ୍କ ସର୍ବପୁରାତନ ପୀଠ(ଗମ୍ଭୀରା)ରେ ଚଳିତ ବର୍ଷର କୁମାର ପୂର୍ଣ୍ଣିମା ଉତ୍ସବ ପୀଠରେ ଧୁମଧାମର ସହ ପାଳିତ ହୋଇଯାଇଛି ।
Read More...