Browsing Tag

muribahal news

ଘୁଷୁରାମୁଣ୍ଡାରେ ମୁରିବାହାଲ ଡ଼ିଗ୍ରୀ କଲେଜ ପକ୍ଷରୁ ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଆନୁକୂଲ୍ୟରେ ପୋଷ୍ୟ ଗ୍ରାମ ଘୁଶୁରାମୁଣ୍ଡାରେ ସ୍ୱତନ୍ତ୍ର ଜାତୀୟ ସେବା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ସ୍ୱେଚ୍ଛାସେବୀ…
Read More...

ମାଳପଡ଼ାରେ ଯୁବତୀଙ୍କ ବିଷ ପିଇ ଆତ୍ମହତ୍ୟା : ଚିକିତ୍ସାଧିନ ଅବସ୍ଥାରେ ଟିଟିଲାଗଡ ମେଡିକାଲରେ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ମାଳପଡ଼ା ଗ୍ରାମର ପୁଷ୍ପା ବାଗ(୨୨)ନାମକ ଜଣେ ଯୁବତୀ ବିଷ ପିଇ ଆତ୍ମହତ୍ୟା କରିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଟିଟିଲାଗଡ ମେଡ଼ିକାଲରେ ପରଲୋକ ହୋଇଯାଇଛି । ମାଳପଡ଼ା(ପୁରୁଣା ବସ୍ତି) ଗ୍ରାମର କାମଦେବ…
Read More...

ମୁରିବାହାଲ ବ୍ଲକର ନୂତନ ସିଡିପିଓ ଭାବେ ସୁଶ୍ରୀ ପୂର୍ଣ୍ଣିମା ବୈଠାରୁଙ୍କ ଯୋଗଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ନୂତନ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ (ସିଡିପିଓ) ଭାବେ ସୁଶ୍ରୀ ପୂର୍ଣ୍ଣିମା ବୈଠାରୁ ମଙ୍ଗଳବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ସେ ଏହାପୂର୍ବରୁ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ ସିଡିପିଓ ରୂପେ…
Read More...

ଲେବଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ୍ ପ୍ରତିଯୋଗିତା ଉଦ୍‌ଯାପିତ

ବାଳକ ବିଭାଗରେ ବଲାଙ୍ଗିର ଓ ବାଳିକା ବିଭାଗରେ ଟିଟିଲାଗଡ ବ୍ଲକ ଦଳ ଚମ୍ପିୟାନ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡା ପଞ୍ଚାୟତସ୍ଥିତ ପାଟଣେଶ୍ୱରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡିଆରେ ତିନି ଦିନ ଧରି ଚାଲିଥିବା ୧୭ବର୍ଷରୁ କମ…
Read More...

ମୁରିବହାଲ-ଟିକ୍ରାପଡ଼ା ପୂର୍ତ୍ତ ରାସ୍ତାର ବାନ୍ଦୁପଲାରେ ୩ଫୁଟର ବର୍ଷାଜଳ ପ୍ରବାହିତ ହୋଇ ଯୋଗାଯୋଗ ବିଛିନ୍ନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଗୁରୁବାର ସକାଳୁ ଜାରି ରହିଥିବା ଲଗାଣ ଲଘୁଚାପ ବର୍ଷା ପ୍ରଭାବରେ ମୁରିବାହାଲ ବ୍ଲକ ଗୁଡିଘାଟରୁ ଟିକ୍ରାପଡ଼ା ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ବାନ୍ଦୁପଲା ଗାଁ ନିକଟରେ ରାସ୍ତା ଉପରେ ୩ଫୁଟରୁ ଅଧିକ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ…
Read More...

ବିଜଘାଟରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ନିଧି ଓ ବନ ବିଭାଗର ସାମୂହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ପରିବେଶ ସୁରକ୍ଷା,ବନୀକରଣ ତଥା ଜଙ୍ଗଲ ସୁରକ୍ଷା ଏହି ମହତ ଉଦ୍ଦେଶ୍ୟ ନେଇ ସ୍ଵେଚ୍ଛାସେବୀ ଅନୁଷ୍ଠାନ 'ନିଧି' ଓ ମୁରିବାହାଲ ବନବିଭାଗର ମିଳିତ ଉଦ୍ୟମରେ ଲଖନା ପଞ୍ଚାୟତ ବିଜଘାଟ ଗ୍ରାମର ୧୬ ଏକର ଅନାବାଦୀ ଜମିରେ "ମାଁ ପାଇଁ ଗଛଟିଏ" ଅନ୍ତର୍ଗତ ସାମୂହିକ…
Read More...

ପର୍ଯ୍ୟଟନସ୍ଥଳି ରହେନଚୁଆଁ ମୁଣ୍ଡାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଲିସିରା ପଞ୍ଚାୟତ ଅଧିନସ୍ଥ ଖରାଲି ଗ୍ରାମ ନିକଟରେ ଅବସ୍ଥିତ ବ୍ରାହ୍ମଣୀ ପାହାଡ଼ ତଥା ରହେନଚୁଆଁ ମୁଣ୍ଡା ପର୍ଯ୍ୟଟନ ସ୍ଥଳୀରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ…
Read More...

ଲେବଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ୍ ପ୍ରତିଯୋଗିତା ଉଦ୍‌ଘାଟିତ

ବାଳକ ବିଭାଗ ଫାଇନାଲରେ ବଲାଙ୍ଗିର ଓ ଲୋଇସିଂହା ବ୍ଲକ ଦଳ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡା ପଞ୍ଚାୟତ ସ୍ଥିତ ପାଟଣେଶ୍ୱରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡିଆରେ ତିନି ଦିନ ଧରି ୧୭ବର୍ଷରୁ କମ ଉଭୟ ବାଳକ ଓ ବାଳିକା ବିଭାଗର…
Read More...

ସତିଘାଟରେ ନକଲି ଫେନ୍ସି ସାମଗ୍ରୀ ବିକ୍ରି କରି ଫେରାର ହେଉଥିବା ବେଳେ ବାହାର ରାଜ୍ୟର ୩ ଜଣ ୪୨୦ ଠକ ଗିରଫ

ଫେରାର ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତଗୁରୁତର ଆହତ ଅବସ୍ଥାରେ ଧରାପଡିଲେ୩ଜଣଙ୍କୁ କୋର୍ଟ ଚାଲାଣ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବାନ୍ଦୁପଲା ପଞ୍ଚାୟତ ସତିଘାଟ ଗ୍ରାମରେ ନକଲି ଫେନ୍ସୀ ସାମଗ୍ରୀ ବିକ୍ରି କରି ଫେରାର ହେଉଥିବା ବେଳେ ସଇଁତଲା…
Read More...

ମୁରିବାହାଲ ଡ଼ିଗ୍ରୀ କଲେଜରେ ସ୍ଵତନ୍ତ୍ର ଜାତୀୟ ସେବା ଶିବିର ପକ୍ଷରୁ’ମା ନାମରେ ଗଛଟିଏ’ ଅନ୍ତର୍ଗତ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଂଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ସ୍ୱତନ୍ତ୍ର ଜାତୀୟ ସେବା ଶିବିର ପକ୍ଷରୁ 'ମା ନାମରେ ଗଛଟିଏ' ଅନ୍ତର୍ଗତ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ…
Read More...