Browsing Tag

muribahal news

ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିଃ ମୁରିବାହାଲ ବ୍ଲକ ଶାଖା ପକ୍ଷରୁ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଫରେଷ୍ଟ ବିଭାଗ ଡାକବଙ୍ଗଳାଠାରେ ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିଃ ମୁରିବାହାଲ ବ୍ଲକ ଶାଖା ପକ୍ଷରୁ ସିଇଓ ହିମାଂଶୁ ଭରାସଗରିଆଙ୍କ ନେତୃତ୍ୱରେ ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ଲୋକସଭା ସାଂସଦଙ୍କ ମୁରିବାହାଲ ବ୍ଲକ ପ୍ରତିନିଧି ରୂପେ ଶ୍ରୀବତ୍ସ ବେହେରା ନିଯୁକ୍ତ : ବିଭିନ୍ନ ମହଲରୁ ଶୁଭେଚ୍ଛା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ନବନିର୍ବାଚିତ ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓଙ୍କ ମୁରିବାହାଲ ବ୍ଲକ ସାଂସଦ ପ୍ରତିନିଧି ରୂପେ ଶ୍ରୀବତ୍ସ ବେହେରା ପୁଣି ଥରେ ନିଯୁକ୍ତ ହୋଇଛନ୍ତି । ଶ୍ରୀ ବେହେରା ସାଂସଦ ପ୍ରତିନିଧି ନିଯୁକ୍ତ ହେବା ପରେ ମଙ୍ଗଳବାର ସେ
Read More...

ମୁରିବାହାଲରେ ଟ୍ରେନ୍‌ ଧକ୍କାରେ ଜଣେ ବୃଦ୍ଧ ମୃତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଳଷ୍ଟେସନ୍‌ ଠାରୁ ପୂର୍ବକୁ ୧ କି.ମି ଦୂରରେ ସୋମବାର ସକାଳୁ ଏକ ଅଜଣା ଟ୍ରେନ୍‌ ଧକ୍କାରେ ମୁରିବାହାଲ ବଜାର ପଡ଼ାର ସଦାନନ୍ଦ କୁମ୍ଭାର(୬୫)ନାମକ ଜଣେ ବୃଦ୍ଧଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ସଦାନନ୍ଦଙ୍କ ସାମାନ୍ୟ
Read More...

ଜନମୁକ୍ତି ଅନୁଷ୍ଠାନ ପକ୍ଷରୁ ୫୦୦ ଗୋଟି ଆଦିବାସୀ ପରିବାରଙ୍କୁ ଦେଶୀ ଖରିଫ ପନିପରିବା ବିହନ ସହାୟତା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଭୋଇପଡା ସ୍ଥିତ ଜନମୁକ୍ତି ଅନୁଷ୍ଠାନ ତଥା ଅଜିମ ପ୍ରେମଜୀ ଫାଉଣ୍ଡେସନ୍ ସହାୟତାରେ ପ୍ରବାସୀ ଓ ଆଦିବାସୀ ସମୁଦାୟର ନିରନ୍ତର ଜୀବିକା ଓ ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରଣ କାର୍ଯ୍ୟକ୍ରମ ମୁରିବାହଲ ବ୍ଲକର ୬ ଗୋଟି
Read More...

ଗୁଡିଘାଟ ଗ୍ରାମରକ୍ଷୀ ସୁବଳ ନାଗଙ୍କ ଆକସ୍ମିକ ବିୟୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟର ଗ୍ରାମରକ୍ଷୀ ରୂପେ କାର୍ଯ୍ୟ କରୁଥିବା ସୁବଳ ନାଗ(୫୬)ଙ୍କ ରବିବାର ଆକସ୍ମିକ ବିୟୋଗ ଘଟିଛି । ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ପ୍ରଥମେ ବଲାଙ୍ଗିର ଓ ପରେ ବରଗଡ଼ ବିକାଶ
Read More...

କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ଦ୍ୱାରା ମୁରିବାହାଲ ବ୍ଲକର ୧୪୩ ଜଣ ଭିନ୍ନକ୍ଷମ, ବିଧବା ଓ ବୃଦ୍ଧବୃଦ୍ଧାଙ୍କୁ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ଦ୍ଵାରା ସୋମବାର ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ସାମାଜିକ ସୁରକ୍ଷା ଯୋଜନାରେ ବ୍ଲକର ମୋଟ୍‌ ୧୪୩ ଜଣଙ୍କୁ ନୂତନ ଭାବେ ବିଭିନ୍ନ ଭତ୍ତା ବଣ୍ଟନ କରାଯାଇଥିଲା । ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲଙ୍କ
Read More...

ମୁରିବାହାଲ ଅଞ୍ଚଳରୁ ବିଦ୍ୟୁତ୍ ତାର ଚୋରି ଘଟଣା : ଆଉ ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଗିରଫ ସଂଖ୍ୟା ୬କୁ ବୃଦ୍ଧିଜିଲ୍ଲାସାରା ବଡଧରଣର ରାକେଟ୍‌ ସକ୍ରିୟ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲାସାରା ଲଗାତାର ଚାଲିଥିବା ବିଦ୍ୟୁତ୍‌ ତାର ଚୋରି ସମ୍ପର୍କରେ ଏକ ବଡଧରଣର ରାକେଟ୍‌ ସକ୍ରିୟ ଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ପୂର୍ବର ଏକ ତାର ଚୋରି
Read More...

ହୀରାଲାଲ ବଘାରଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ଘଣ୍ଟବାହାଲ ଗ୍ରାମର ହୀରାଲାଲ ବଘାରଙ୍କ ୭୪ବର୍ଷ ବୟସରେ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ ଭକ୍ତବନ୍ଧୁ, ରାଧାକାନ୍ତ, ଦୁଇ ବୋହୂ ଭଗବତୀ, ରୀତା, ଭାଇ ରାମ, ରଘୁନାଥ, ପୁତୁରା
Read More...

ନିଜେ ଅଭିଯୋଗକାରୀ ହିଁ ମୁଖ୍ୟ ଅଭିଯୁକ୍ତ

ଅସୁରମୁଣ୍ଡାରେ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ ସହ ୪ମାସର ଗର୍ଭବତୀ କରି ପଡ଼ୋଶୀ ବୃଦ୍ଧ ଗିରଫ, କୋର୍ଟ ଚାଲାଣ, ଜେଲ ଗଲେ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଜଣେ ୨୨ ବର୍ଷୀୟା ଯୁବତୀ ତାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଫସାଇବା ସହ ସମାଜରେ ବଦନାମ କରିବାକୁ ଚେଷ୍ଟା କରୁଛି ବୋଲି ଜଣେ ୬୦
Read More...

ବ୍ରାହ୍ମଣୀ ଗ୍ରାମରେ ଆନନ୍ଦ ଉଲ୍ଲାସର ସହ ରଥଯାତ୍ରା ସମ୍ପନ୍ନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ ଲଖନା ପଞ୍ଚାୟତ ବ୍ରାହ୍ମଣୀ ଗ୍ରାମରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଶାନ୍ତି ଶୃଙ୍ଖଳା ଓ ଆନନ୍ଦ ଉଲ୍ଲାସର ସହିତ‌ ସମ୍ପନ୍ନ ହୋଇଯାଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଗ୍ରାମ ଉତ୍ତରସ୍ଥ ମାଉସୀ ମାଁ
Read More...