Browsing Tag

muribahal news

ବହୁଚର୍ଚ୍ଚିତ ସିକ୍ୟୁରିଟି ଗାର୍ଡଙ୍କୁ ନିସ୍ତୁକ ମାଡ଼ ମାରି ଦୁର୍ବୃତ୍ତଙ୍କ ବାଇକ୍‌, ମୋବାଇଲ ଓ ପର୍ସ ଲୁଟ ଘଟଣା

୬ ଅଭିଯୁକ୍ତ କୋର୍ଟ ଚାଲାଣଦେଢ଼ ମାସ ପରେ କୂଅରୁ ଖଣ୍ଡ ଖଣ୍ଡ ଚୋରା ବାଇକ୍‌ ଉଦ୍ଧାର ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ୫୯ ନମ୍ବର ଜାତୀୟ ରାଜପଥର ମାଲପଡ଼ା ଓ ଗଁରେଇ ଗ୍ରାମର ମଝିରେ ଥିବା ଫୁଟବଲ ପଡିଆ ନିକଟରେ ହଦହଦା ଗ୍ରାମର ତଥା ଟିଟିଲାଗଡ
Read More...

ବାବେଜୁରୀରେ କାର୍‌ ଧକ୍କାରେ ବାଇକ୍ ଆରୋହୀ ଗୁରୁତର ଘଟଣା : ରାୟପୁରରେ ଗୁରୁତର ସୁବାକାନ୍ତଙ୍କ ମୃତ୍ୟୁ –…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ଗ୍ରୀଡ ଓ ବାବେଜୁରୀ ମନ୍ଦିର ମଝି ବୁଲାଣିରେ ବୁଧବାର ଅପରାହ୍ନରେ ଦ୍ରୁତ ଗତିରେ ଯାଉଥିବା ଏକ ଅନିୟନ୍ତ୍ରିତ କାର୍‌ ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପ୍ରଥମେ ମୁରିବାହାଲ,
Read More...

ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୋଗୀ କଲ୍ୟାଣ ସମିତିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ

ବର୍ଷେରୁ ଅଧିକ ହେବ ବନ୍ଦ ଥିବା ରୋଗୀଙ୍କୁ ଖାଦ୍ୟ ଦେବା ପ୍ରକ୍ରିୟା ବିଧାୟକଙ୍କ ଦ୍ଵାରା ଆରମ୍ଭ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜ଼ିଲ୍ଲା ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତିର ପରିଚାଳନା କମିଟିର ବୈଠକ ଶୁକ୍ରବାର ସ୍ୱାସ୍ଥ୍ୟକେନ୍ଦ୍ର
Read More...

ହଳଦୀ ଗ୍ରାମରୁ ଜଣେ ବିବାହିତା ମହିଳା ଓ ଦୁଇ ସନ୍ତାନର ଜନନୀ ୩ ଦିନ ହେବ ୧ଭରି ସୁନା ଧରି ଘରୁ ଫେରାର

ଥାନାରେ ନିଖୋଜ ମାମଲା ରୁଜୁ, ପ୍ରେମ ସମ୍ପର୍କ ଚର୍ଚ୍ଚା ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ପଞ୍ଚାୟତ ହଳଦୀ ଗ୍ରାମର ଜଣେ ବିବାହିତା ମହିଳା ତଥା ୨ ସନ୍ତାନର ଜନନୀ ଗତ ୩ ଦିନ ହେବ ଘରୁ ସୁନା ୧ ଭରି ଧରି ଫେରାର ହୋଇଯାଇଥିବା ନେଇ ତାଙ୍କ
Read More...

ବାବେଜୁରୀରେ ଅନିୟନ୍ତ୍ରିତ କାର୍‌ ଧକ୍କାରେ ବାଇକ୍‌ ଆରୋହୀ ଗୁରୁତର : ବଲାଙ୍ଗିର ସ୍ଥାନାନ୍ତର, ଡ୍ରାଇଭର ଫେରାର୍‌

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ଗ୍ରୀଡ୍‌ ତଥା ବାବେଜୁରୀ ମନ୍ଦିର ବୁଲାଣି ନିକଟରେ ବୁଧବାର ଅପରାହ୍ନରେ ଦ୍ରୁତଗତିରେ ଯାଉଥିବା ଏକ ଅନିୟନ୍ତ୍ରିତ କାର୍‌ ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପ୍ରଥମେ
Read More...

ଜିଲ୍ଲା ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ବ୍ଲକର ସ୍ୱଚ୍ଛ ଭାରତର ଦୁଇ ଆଦର୍ଶ ଗ୍ରାମ ପରିଦର୍ଶନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତରଣୀ ସୁନା ଓ ଡିଏଲସି ଡ. ପ୍ରଶାନ୍ତ ନାୟକ ମୁରିବାହାଲ ବ୍ଲକର ସ୍ୱଚ୍ଛ ଭାରତ(ଗ୍ରାମୀଣ)ର ଦୁଇ ଆଦର୍ଶ ଗ୍ରାମ ଗରଗଡବାହାଲ ପଞ୍ଚାୟତ କନ୍ଦାଖାଲ ଓ କଟାଡୁଙ୍ଗୁରି ଗ୍ରାମକୁ ବୁଧବାର ପରିଦର୍ଶନ
Read More...

ଲେବଡା ଅଞ୍ଚଳର ୪ଜଣ ସ୍ଵେଚ୍ଛାସେବୀ ଗୋଟିଏ ଦିନରେ ରକ୍ତଦାନ କରି ଅସହାୟଙ୍କ ଜୀବନ ବଞ୍ଚାଇଲେ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଦିଗସିରା ପଞ୍ଚାୟତ ଗୌଡତୁଲା ଗ୍ରାମର ଚୁଲେଶ୍ୱରୀ ସାହୁ(୨୬)ଙ୍କ ଶରୀରର ରକ୍ତ ୫.୦ ଓ ମୁରିବାହାଲ ବ୍ଲକ ଚାଉଳଫୁପୁଡ଼ା ଗ୍ରାମର ଦେବକୀ ତାଣ୍ଡି (୪୫) କିଡନୀ ରୋଗରେ ପୀଡିତ ଥିବା ବେଳେ ତାଙ୍କ ରକ୍ତ ୬.୪ ହୋଇଯାଇଥିଲା
Read More...

ଉପଜିଲ୍ଲାପାଳଙ୍କ ଅଚାନକ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ସ୍ଵାସ୍ଥ୍ୟ ଖରାପ ଘଟଣାବର୍ଷେରୁ ଅଧିକ ହେବ ରୋଗୀଙ୍କୁ ଖାଦ୍ୟ କି ଜଳଖିଆ ଦିଆଯାଉନଥିବା ତଥା କାଦୁଅ ପଚପଚ ସମ୍ମୁଖ ରାସ୍ତା ନେଇ ତନାଘନା ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ଏକମାତ୍ର
Read More...

ଗରଗଡବାହାଲର ଶତାୟୁ ମହିଳା ଶିରିଶ ଛତ୍ରିଆଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗରଗଡ଼ବାହାଲ ପଞ୍ଚାୟତ ସଦର ମହକୁମାର ଶତାୟୁ ତଥା ସବୁଠାରୁ ବୟସ୍କା ମହିଳା ଶିରିଶ ଛତ୍ରିଆ(୧୦୫)ଙ୍କର ଶୁକ୍ରବାର ଅପରାହ୍ନରେ ପରଲୋକ ହୋଇଯାଇଛି । ଶେଷ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଛଅ ପୁଅ ଗିରିଧାରୀ, ତରଣୀ,
Read More...

ସନ୍ଧିବାହାଲିରେ ପାରିବାରିକ ସମସ୍ୟାରୁ ଯୁବକଙ୍କ ଆତ୍ମହତ୍ୟା : ପୁଲିସର ତଦନ୍ତ ଜାରି

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବାନ୍ଦୁପଳା ପଞ୍ଚାୟତ ସନ୍ଧିବାହାଲି ଗ୍ରାମର ଜଗବନ୍ଧୁ ତାଣ୍ଡିଙ୍କ ପୁଅ ଧନୁ ତାଣ୍ଡି(୨୨)ନାମକ ଜଣେ ଯୁବକ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଶୁକ୍ରବାର ଦିନ ୧୦ଟା ବେଳେ କୌଣସି ପାରିବାରିକ
Read More...