Browsing Tag

muribahal news

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଘ୍ନେଶ୍ୱର ମହାନ୍ତିଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ତେନ୍ତୁଳୀଖୁଣ୍ଟି ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଘ୍ନେଶ୍ୱର ମହାନ୍ତି(୮୩)ଙ୍କ ରବିବାର ରାତି ୨ଟାରେ ପରଲୋକ ହୋଇଯାଇଛି । ସେ ୨୯/ ୪/୧୯୪୧ ମସିହାରେ ଜନ୍ମଗ୍ରହଣ କରିଥିଲେ । ପ୍ରଥମେ…
Read More...

କଣ୍ଟାବାଞ୍ଜି ବିଧାୟକଙ୍କ ମୁରିବାହାଲ ବ୍ଲକ ପ୍ରତିନିଧି ରୂପେ ଗଙ୍ଗାଧର ହେର୍ଣ୍ଣା ମନୋନୀତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁରିବାହାଲ ବ୍ଲକ ପାଇଁ ବରିଷ୍ଠ ବିଜେପି ନେତା ଗଙ୍ଗାଧର ହେର୍ଣ୍ଣାଙ୍କୁ ବିଧାୟକଙ୍କ ଅନୁପସ୍ଥିତିରେ ଦରକାର ପଡ଼ିଲେ ଅଫିସର ବିଭିନ୍ନ କାର୍ଯ୍ୟ ପାଇଁ ପ୍ରତିନିଧି ମନୋନୀତ କରିଛନ୍ତି । ଏ…
Read More...

ତେନ୍ତୁଳିଖୁଣ୍ଟି ଗଣେଶ ଭସାଣୀରେ ଅଘଟଣ

ଜେନେରେଟରର ବିଦ୍ୟୁତ୍ ଆଘାତରେ ନୁଆପଡ଼ା ଜିଲ୍ଲାରୁ ଆସିଥିବା ମେଲୋଡି ପାର୍ଟିର ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁଥାନାରେ ଅପମୃତ୍ୟୁ ମାମଲା ରୁଜୁ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ପଞ୍ଚାୟତ ତେନ୍ତୁଳିଖୁଣ୍ଟି ଗ୍ରାମର ଗଣେଶ ପୂଜା ଭସାଣୀ…
Read More...

ଗୋଇମୁଣ୍ଡ ଗ୍ରାମରେ ୪୮ତମ ଦୁର୍ଗାପୂଜା ପାଇଁ ମୃତ୍ତିକା ଅନୁକୂଳ   

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମରେ ୪୮ତମ ଦୂର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ମାଁଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି ପାଇଁ ମୃତ୍ତିକା ଅନୁକୂଳ କରାଯାଇଥିଲା । ଯଥାରୀତି ପୂଜାର୍ଚ୍ଚନା କରାଯିବା ପରେ ଗ୍ରାମର…
Read More...

ଗରଗଡବାହାଲରେ ପୂର୍ବ ଶତ୍ରୁତାରୁ ଜଣଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା

ଦୁଇ ଫେରାର ମୁଖ୍ୟ ଅଭିଯୁକ୍ତ ଭାଇ ଗିରଫ ପରେ କୋର୍ଟ ଚାଲାଣ, ଜେଲ ଗଲେ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗରଗଡବାହାଲ ଗ୍ରାମରେ ଗତ ଫେବୃୟାରୀ ମାସରେ ପୂର୍ବ ଶତ୍ରୁତା ଓ ଜମିବାଡିକୁ ନେଇ ଜଳନ୍ଧର ବାଗ(୫୦) ନାମକ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ…
Read More...

ମୁରିବାହାଲ ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଗୁରୁବାର ସ୍ଥାନୀୟ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର…
Read More...

କତରଲଗା ଗ୍ରାମରେ ବିବାହିତା ମହିଳାଙ୍କୁ ଅସଦାଚରଣ ଅଭିଯୋଗ : ଥାନାରେ ମାମଲା ରୁଜ୍ଜୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଇଚ୍ଛାପଡ଼ା ପଞ୍ଚାୟତ କତରଲଗା ଗ୍ରାମର ଜଣେ ବିବାହିତା ମହିଳା(୩୩) ବର୍ଷଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ଏସମ୍ପର୍କରେ ଥାନାରେ ଏକ ମାମଲା ରୁଜ୍ଜୁ ହୋଇ ତଦନ୍ତ ଜାରି ରହିଥିବା ପୁଲିସ ସୂତ୍ରରୁ ଜଣାପଡିଛି । ଗତ ୦୯…
Read More...

ରେଙ୍ଗାଲିରେ ଲଗାଣ ଲଘୁଚାପ ବର୍ଷାରେ ଗଛ ପଡ଼ି ଘର ଭାଙ୍ଗିଲା : ଅଳ୍ପକେ ବର୍ତ୍ତିଲେ ୭ ପ୍ରାଣୀ କୁଟୁମ୍ବ, ଫିକା…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲାରେ ତୁହାକୁ ତୁହା ଲଗାଣ ଲଘୁଚାପ ବର୍ଷା ଲାଗିରହିଛି । ଲଘୁଚାପ ବର୍ଷା ପ୍ରଭାବରେ ମୁରିବାହାଲ ବ୍ଲକ ଇଚ୍ଛାପଡ଼ା ପଞ୍ଚାୟତ ରେଙ୍ଗାଲି ଗ୍ରାମର ସୁରୁକାନ୍ତ ଭୋଇଙ୍କ ଘର ଉପରେ ଶନିବାର ରାତିରେ ପାଖରେ ଥିବା ଏକ ବଡ ରହେନ ଗଛ ପଡ଼ି ଯିବାରୁ…
Read More...

ମୁରିବାହାଲ ବ୍ଲକ ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହ ଗଣପର୍ବ ନୂଆଁଖାଇ ପାଳିତ : ଏକାଠି ନୂଆଁଖାଇଲେ ବହୁ ପରିବାରର ଶତାଧିକ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳରେ ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଆନନ୍ଦ ଉଲ୍ଲାସର ସହିତ ବଡ ଧୁମଧାମରେ ପାଳିତ ହୋଇଯାଇଛି । ଗ୍ରାମବାସୀମାନେ ପ୍ରଥମେ ନିଜ ନିଜର ଗ୍ରାମର ସମସ୍ତ ଦେବାଦେବୀ ଓ ନିଜ ନିଜ…
Read More...

ଓଡିଶା ଜୀବିକା ମିଶନ ତରଫରୁ ନୂଆଁଖାଇ ପର୍ବ ପାଳନ ଅବସରରେ ନୂଆଁଖାଇ ବଜାର : ୨୮ ଲକ୍ଷ ୫୦ ହଜାର ବ୍ୟବସାୟ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ ଓଡିଶା ଜୀବିକା ମିଶନ ତରଫରୁ ୨୨ ଗୋଟି ଗ୍ରାମ ପଞ୍ଚାୟତଠାରେ ଏସଏଚଜି ମହିଳାମାନଙ୍କୁ ନେଇ ନୂଆଁଖାଇ ବଜାର ଆୟୋଜିତ କରାଯାଇଥିଲା । ଏଥିରେ ସମସ୍ତ ଅଧିକାଂଶ ଏସ.ଏଚ.ଜି ମହିଳା ସହଯୋଗରେ ପ୍ରାୟ ୨୮ ଲକ୍ଷ ୫୦ ହଜାର ଟଙ୍କାର ବ୍ୟବସାୟ…
Read More...