ସିଲେଟପଡ଼ାରୁ ଜଣେ ୨୧ବର୍ଷୀୟା ଯୁବତୀ ୩ ଦିନ ହେବ ଘରୁ ନିଖୋଜ : ଥାନାରେ ମାମଲା ରୁଜ୍ଜୁ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଲଖନା ପଞ୍ଚାୟତ ସିଲେଟପଡ଼ା ଗ୍ରାମର ମିଥିଳା ରଣା ନାମକ ଜଣେ ୨୧ବର୍ଷୀୟା ଯୁବତୀ ତିନି ଦିନ ହେବ ଘରୁ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଏତଲା ହୋଇଛି । ସିଲେଟପଡ଼ା ଗ୍ରାମର ତାରାଚନ୍ଦ ରଣାଙ୍କ ଝିଅ ମିଥିଳା ଗତ ୧୭!-->…
Read More...
Read More...