ମୁରିବାହାଲ ଯୋଗେଶ୍ୱର ବିହାର ମଠରେ ଅଲେଖ ବ୍ରହ୍ମଯଜ୍ଞ ଓ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ସଦର ମହକୁମା ଯୋଗେଶ୍ୱର ବିହାର ମଠଠାରେ ମଠର ପିଠାଧିଶ୍ୱର ସାଧୁ ସୁଶିଲ ଦାସଙ୍କର ନେତୃତ୍ୱରେ ୨୯ ତାରିଖରେ କଳସ ଯାତ୍ରା ଓ ୩୦ ତାରିଖରେ ମହିମା ଅଲେଖ ବ୍ରହ୍ମଯଜ୍ଞ ବାଲ୍ୟଲୀଳା ଓ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ!-->…
Read More...
Read More...