Browsing Tag

morada news

ମୋରଡା ଓ ରାସଗୋବିନ୍ଦପୁର ବ୍ଲକରେ ହାତୀ ଆତଙ୍କ

ମୋରଡା : ମୋରଡା ଓ ରାସଗୋବିନ୍ଦପୁର ବ୍ଲକରେ ହାତୀ ଆତଙ୍କ । ଗୁରୁବାର ସଂଧ୍ୟାରେ ରାସଗୋବିନ୍ଦପୁର ବ୍ଲକର ଛାତନା ଗ୍ରାମର ଜ୍ୟୋସ୍ନା ଭକ୍ତାଙ୍କ ଘରକୁ ହାତୀ ଭାଙ୍ଗିବା ସହିତ ଆସବାବପତ୍ର ନଷ୍ଟ କରିଛି । ହାତୀ ଭୟରେ ଘର ଛାଡ଼ି ଜ୍ୟୋସ୍ନା ଦୌଡ଼ି ପଳେଇ ଜୀବନ ବଞ୍ଚାଇଥିବା ଜଣାପଡିଛି । ଆଜି ଭୋର
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କା : ୪ ଗୁରୁତର

ମୋରଡା : ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ତଥା ଚିତ୍ରଡା ଫାଣ୍ଡି ଅଧିନ ଅସ୍ତିଆ ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଚାରି ଜଣ ଗୁରୁତର ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ବୁଧବାର ସକାଳୁ ପ୍ରବଳ କୁହୁଡି ହୋଇଥିବା କାରଣରୁ ମୋରଡା ଥାନା ଅନ୍ତର୍ଗତ
Read More...

୧୧ କ୍ୱିଣ୍ଟାଲ ମହୁଲ ଜବତ : ୧ ଗିରଫ

ମୋରଡ଼ା : ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଅବକାରୀ ବିଭାଗ ସୋମବାର ଦାନ୍ତିଆମୁଁହା ପଞ୍ଚାୟତର ବଡ଼ଜାମବଣି ଗ୍ରାମରେ ଚଢ଼ାଉ କରି ୧୧ କ୍ୱିଣ୍ଟାଲ ମହୁଲ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ତପନ କୁମାର ପାତ୍ର । ଅବକାରୀ ଅଧିକାରୀ ପୀତାମ୍ବର ମହାପାତ୍ରଙ୍କ ସୂଚନା
Read More...

ଦନ୍ତା ଆକ୍ରମଣରେ ୨ ମୃତ

ମୋରଡ଼ା : ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅଞ୍ଚଳରେ ଥମୁନି ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ୨ ମୃତ । ରାସଗୋବିନ୍ଦପୁର ରେଞ୍ଜ ଅଧିନ ମୋରଡ଼ା ବ୍ଲକର ହଳଦୀପାଳ ପଞ୍ଚାୟତ ଅନ୍ତର୍ଗତ ସମାଇଡ଼ିହି ଗ୍ରାମରେ ଗତକାଲି ରାତିରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ,
Read More...

ଶିଶୁ ହାତୀର ମୃତଦେହ ଉଦ୍ଧାର

ମୋରଡ଼ା : ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ସାନମୁଣ୍ଢାବଣି ପଞ୍ଚାୟତ ବାଘାଝରଣ ନିକଟରୁ ଏକ ଶିଶୁ ହାତୀର ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗ ମୃତଦେହ ଉଦ୍ଧାର କରିଛି । ତେବେ ଶିଶୁ ହାତୀର ମୃତ୍ୟୁ କିଭଳି ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା
Read More...