Browsing Tag

mayurbhanj news

ମାମୁଁ ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା

ମୟୂରଭଂଜ : ମାମୁଁ ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା । ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ଥାନା ହାଣ୍ଡିଫୁଟା ଗ୍ରାମରେ ଘଟିଛି ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ । ମାମୁ ପୁଅକୁ ଜଣେ ଯୁବକ ହତ୍ୟା କରିଛି । ମୃତ ବ୍ୟକ୍ତିଙ୍କ ନାମ ନୀଳାଞ୍ଚଳ ମୁନା (୩୫) ବୋଲି ଜଣାପଡ଼ିଛି । ଅଭିଯୁକ୍ତଙ୍କ ନାମ ପରମିଲ…
Read More...

ଦୁଇ ମନ୍ତ୍ରୀଙ୍କୁ ଜୋର୍‌ଦାର୍‌ ସ୍ୱାଗତ କଲେ ମୟୂରଭଞ୍ଜବାସୀ

ମୟୁରଭଞ୍ଜ, (ଶ୍ୟାମଳେନ୍ଦୁ ପରିଡା) : ମୟୂରଭଞ୍ଜରରେ ବିଜେପି ନେତା ଓ ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିବା ଜଣାପଡ଼ିଛି । ବାରିପଦାରେ ବିଜେପିର ୭ ଜଣ ବିଧାୟକ ଏବଂ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ଦଳୀୟ…
Read More...

କପ୍ତିପଦାରେ କାଳବୈଶାଖୀର ତାଣ୍ଡବ

ମୟୂରଭଞ୍ଜ : ରାତିର କାଳବୈଶାଖୀ ସବୁ ଉଜାଡ଼ି ଦେଇଛି। ଖଣ୍ଡ ଖଣ୍ଡ ହୋଇ ପଡ଼ିଛି ଘରର ଆଜବେଷ୍ଟସ୍। ଘର ଉପରେ ଭାଙ୍ଗି ପଡ଼ିଛି ଗଛ। ମୟୂରଭଞ୍ଜ କପ୍ତିପଦା ବ୍ଲକ ସୁଡସୁଡିଆ ଗାଁରେ ତାଣ୍ଡବ ରଚିଛି କାଳବୈଶାଖୀ । ବର୍ଷା-ପବନ ଯୋଗୁଁ ବିଦ୍ୟାଳୟ ଘର ଉପରେ ବଡ଼ବଡ଼ ଗଛ ଉପୁଡ଼ି ପଡ଼ିଛି । ଗଛ ପଡ଼ିଲୋକଙ୍କ ଘର…
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଗୋରୁମହିହାଣୀ ଥାନା ଅଂଚଳରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ଲୁଟୁ ମୁଣ୍ଡା(୪୦) । ସୂଚନା ଅନୁଯାୟୀ ଗୋରୁମହିହାଣୀ ଥାନା ଅର୍ନ୍ତଗତ ନୂଆଡିହି ଗ୍ରାମର ରାମରାୟ ମୁଣ୍ଡାଙ୍କ ପୁଅ ଲୁଟୁ ମୁଣ୍ଡାଙ୍କ ଝୁଲନ୍ତା ମୃତଦେହ…
Read More...

ପୋଲିସ ହାତରେ ବନ୍ଧାହେଲେ ପୋଲିସ ବାବୁ

ମୟୁରଭଂଜ : ପୋଲିସ ହାତରେ ବନ୍ଧାହେଲେ ପୋଲିସ ବାବୁ । ସୂଚନା ଅନୁସାରେ ମୟୁରଭଂଜ ଶୁଲିଆପଦା ଥାନାରେ ଅମାନବୀୟ ଘଟଣା ଘଟାଇଥିବା ପୋଲିସ କନେଷ୍ଟବଳ ଅନନ୍ତ ବିଶ୍ୱାଳ ଗିରଫ୍‌ ହୋଇଥିବା ଜଣାପଡ଼ିଛି । ବାପ-ଝିଅଙ୍କୁ ସରକାରୀ କ୍ୱାର୍ଟରରେ ବନ୍ଦ ରଖି ନିସ୍ତୁକ ମାଡ଼ ମାରିବା ଅଭିଯୋଗରେ ବନ୍ଧା…
Read More...

ଲାଞ୍ଚ ନେବା ବେଳେ ରାଜସ୍ୱ ନୀରିକ୍ଷକଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ତହସିଲ ଅନ୍ତର୍ଗତ ଜୟପୁର ରାଜସ୍ୱ ନୀରିକ୍ଷକ ରାକେଶ ପାତ୍ର ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡିଛି ।
Read More...

ବିଜେପି ପକ୍ଷରୁ ମୟୂରଭଞ୍ଜରେ ୧୨ ଘଣ୍ଟିଆ ବନ୍ଦ ପାଳନ

ମୟୂରଭଞ୍ଜ : ଆଜି ବିଜେପି ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ରାଷ୍ଟ୍ରପତିଙ୍କ ବାରିପଦା ଗସ୍ତ ବେଳେ ବିଦ୍ୟୁତ୍‌ ବିଭ୍ରାଟ ପ୍ରତିବାଦରେ ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ରାଇରଙ୍ଗପୁର, କରଞ୍ଜିଆ, ଉଦଳାର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ…
Read More...

ଅନ୍ଧାରରେ ଅଭିଭାଷଣ ରଖିଲେ ରାଷ୍ଟ୍ରପତି

ମୟୂରଭଞ୍ଜ : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ଯୋଗ ଦେଇଥିବା ବେଳେ ତାଙ୍କ ଅଭିଭାଷଣ ରଖିବା ସମୟରେ ବିଜୁଳି କଟିବା ଯୋଗୁଁ ପ୍ରାୟ ୯ ମିନିଟ୍‌ ଅନ୍ଧାର ହୋଇଯାଇଥିଲା । ବିଜୁଳି ଚାଲିଯିବା ଯୋଗୁଁ ହଲ୍‌ରେ ଉପସ୍ଥିତ କେହି ମଧ୍ୟ…
Read More...

ଶିମିଳିପାଳ ଅଭୟାରଣ୍ୟରେ ବାଘ ଛୁଆର ମୃତଦେହ ଉଦ୍ଧାର

ମୟୂରଭଞ୍ଜ : ଶିମିଳିପାଳ ଅଭୟାରଣ୍ୟରେ ଗୋଟିଏ କଲରାପତରିଆ ବାଘ ଛୁଆର ମୃତଦେହ ଉଦ୍ଧାର ହୋଇଛି । ବନ ବିଭାଗ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଥିବା ଜଣାପଡିଛି । ଏହାର ବୟସ ଦେଢ଼ ମାସ ହେବ । ବାଘର କେମିତି ମୃତ୍ୟୁ ହୋଇଛି, ତାହା ସ୍ପଷ୍ଟ ଜଣାପଡ଼ିନାହିଁ । ସୂଚନା…
Read More...

ବନ୍ଧୁକ ଦେଖାଇ ଲୁଟ୍‌ ଅଭିଯୋଗ

ମୟୂରଭଞ୍ଜ : ଉଦଳା ଥାନା ଅର୍ନ୍ତଗତ ବରବାଡ଼ି କେନାଲ ଛକରେ ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଦୁବୃର୍ତ୍ତମାନେ ତାଙ୍କଠାରୁ ସୁନାଚେନ, ୨ଟି ମୋବାଇଲ, ପର୍ସ ଓ ବାଇକ୍ ଚାବି ନେଇ ଫେରାର ହୋଇଯାଇଛନ୍ତି । ଏନେଇ ସେ ଉଦଳା ଥାନାରେ ଅଭିଯୋଗ କରିଛନ୍ତି…
Read More...