ପୋଲିସ ହାତରେ ବନ୍ଧାହେଲେ ପୋଲିସ ବାବୁ

ମୟୁରଭଂଜ : ପୋଲିସ ହାତରେ ବନ୍ଧାହେଲେ ପୋଲିସ ବାବୁ । ସୂଚନା ଅନୁସାରେ ମୟୁରଭଂଜ ଶୁଲିଆପଦା ଥାନାରେ ଅମାନବୀୟ ଘଟଣା ଘଟାଇଥିବା ପୋଲିସ କନେଷ୍ଟବଳ ଅନନ୍ତ ବିଶ୍ୱାଳ ଗିରଫ୍‌ ହୋଇଥିବା ଜଣାପଡ଼ିଛି । ବାପ-ଝିଅଙ୍କୁ ସରକାରୀ କ୍ୱାର୍ଟରରେ ବନ୍ଦ ରଖି ନିସ୍ତୁକ ମାଡ଼ ମାରିବା ଅଭିଯୋଗରେ ବନ୍ଧା ହୋଇଛନ୍ତି କନେଷ୍ଟବଳ ଅନନ୍ତ ।

Leave A Reply

Your email address will not be published.

two + 11 =