Browsing Tag

m.rampur news

ଏକାତରା କେନ୍ଦୁପତ୍ର ଫଡ଼ିରୁ ୭ ଲକ୍ଷ ଟଙ୍କାର କେନ୍ଦୁପତ୍ର ଚୋରି ଅଭିଯୋଗ : ଟ୍ରକ ଆସିଲା, ୨୪ କୁଇଣ୍ଟାଲ କେନ୍ଦୁପତ୍ର…

ମ.ରାମପୁର, (ହେମନ୍ତ ସାହୁ) : ସରକାର କେନ୍ଦୁପତ୍ର ବିଭାଗରେ ଅନେକ ଅର୍ଥ ଖର୍ଚ୍ଚ କରନ୍ତି, ରାଜସ୍ୱ କେତେ ମିଳେ ତାହା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ ଏହି ବିଭାଗରେ କର୍ମଚାରୀ ମାନେ କିନ୍ତୁ ବିଭିନ୍ନ ଉପାୟରେ ମାଲେମାଲ ହୁଅନ୍ତି । କେବେ କେନ୍ଦୁପତ୍ର ଶୁଖେଇଲା ବେଳେ ପବନରେ ଉଡ଼ିଯାଏ ତ…
Read More...

ଯୁଗଯାତ୍ରୀ ସାହିତ୍ୟ ସଂସଦର ନୂଆଁଖାଇ ଭେଟ ପ୍ରସ୍ତୁତି

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅନ୍ୟତମ ଅଗ୍ରଣୀ ସାହିତ୍ୟର ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦର ଆଜି ନୂଆଁଖାଇ ଭେଟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି । ସମ୍ପାଦକ ହେମନ୍ତ ସାହୁ ପୂର୍ବ ବୈଠକର ବିବରଣୀ ପଠନ ପରେ ଆଲୋଚନା ଆରମ୍ଭ ହେଇଥିଲା । ବୈଠକର ନିଷ୍ପତି ଅନୁଯାୟୀ…
Read More...

କିସ୍ ପକ୍ଷରୁ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

ମ.ରାମପୁର, (ହେମନ୍ତ ସାହୁ) : ଆଜି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକର ଗୌଡ କରଲାଖୁଣ୍ଟା ଠାରେ କିସ୍ ଭୂବନେଶ୍ୱରରେ ପାଠ ପଢୁଥିବା ଆଦିବାସୀ ଛାତ୍ର ଛାତ୍ରୀଙ୍କୁ କିସ୍ ପକ୍ଷରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ବର୍ତ୍ତମାନ କରୋନା ମହାମାରୀ ସମୟ ହୋଇଥିବା ବେଳେ ପିଲାମାନେ ଘରେ…
Read More...

ପିକ୍‌ଅପ୍‌ ଗାଡି ସହ ଶାଳପଟା ଜବତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ଥ ମ.ରାମପୁର ରେଂଜ ଉର୍ଳାଦାନୀ ଗ୍ରାମ ନିକଟରେ ଏକ ପିକ୍‌ଅପ୍‌ ଗାଡି ସହ ୩୦ ଖଣ୍ଡ ଶାଳପଟା ଜବତ ହୋଇଥିବା ଜଣାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ରାତିରେ ମ.ରାମପୁର ରେଂଜ ଅଧିକାରୀ ଅସିତ କୁମାର ଦାଶଙ୍କ…
Read More...

ଭୀମ ଭୋଇ ଦିବ୍ୟାଙ୍ଗ କଲ୍ୟାଣ ପ୍ରତିଷ୍ଠାନ ଭଜନ ସମାରୋହ ପାଇଁ ଥିଲା : ପେଟପାଟଣା ପାଇଁ ଫିନାଇଲ ପ୍ରସ୍ତୁତି ଶିଖେଇଲା…

ମ.ରାମପୁର, (ହେମନ୍ତ ସାହୁ) : କିଛି ବର୍ଷ ତଳେ ଦିବ୍ୟାଙ୍ଗମାନେ ନିଜେ ନିଜ ଗୋଡ଼ରେ ଛିଡ଼ା ହେବା ଉଦ୍ଦେଶ୍ୟରେ ମ.ରାମପୁରଠାରେ ଏକତ୍ରୀତ ହେଲେ । ସାରା ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଏଇ ଦିବ୍ୟାଙ୍ଗ ଭାଇଭଉଣୀମାନେ ପରିବାରର ବୋଝ ହେବା ବଦଳରେ ନିଜେ କେମିତି ରୋଜଗାର କରିବେ, ସେ ଦିଗରେ ପାଦ ଆଗକୁ…
Read More...

ମ.ରାମପୁର ରେଂଜ : କାଠ ଗଣ୍ଡି ସହିତ ଗାଡ଼ି ଜବତ, ଚାଳକ ଫେରାର

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ଥ ମ.ରାମପୁର ରେଂଜ ଅଂଚଳରେ କାଠ ଗଣ୍ଡି ସହିତ ଏକ ଗାଡ଼ି ଜବତ ହେଇଥିବା ବେଳେ ଚାଳକ ଫେରାର ହେଇଯାଇଥିବା ଜଣାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ମ.ରାମପୁର ରେଂଜ ଅଧିକାରୀ ଅସିତ କୁମାର…
Read More...

ଖଟିଆରେ ବୁହା ହେଲେ ରୋଗୀ

ମ.ରାମପୁର, (ହେମନ୍ତ ସାହୁ) : ରାସ୍ତା ନ ଥିବାରୁ ଖଟିଆରେ ବୁହା ହେଲେ ରୋଗୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକର ଆଦିବାସୀ ଅଧ୍ୟୁଷିତ ଲୁବେନଗଡ ପଞ୍ଚାୟତ ରେ । ସୂଚନା ଅନୁସାରେ ଆଜି ଏହି ପଞ୍ଚାୟତ ଅଧିନସ୍ଥ ଟୁଡାପଡା ଗ୍ରାମର ମିନନ୍ତି…
Read More...

ଯୋଗଦେଲେ ନୂତନ ବିଇଓ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ଠାରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ଠାକୁର ଚରଣ ସାହୁ ଯୋଗ ଦେଇଥିବା ଜଣାଯାଇଛି । ଏଥି ପୂର୍ବରୁ ସେ ଭବାନୀପାଟଣା ଏବିଇଓ ଭାବରେ ନିଜର ଦାୟିତ୍ୱ ସମ୍ପାଦନ କରିଥିଲେ । ତାଙ୍କୁ ମ.ରାମପୁର ପ୍ରାଥମିକ ଶିକ୍ଷକ ସଂଘ,…
Read More...

ଟିପିଡ଼ବ୍ଲ୍ୟୁଓଏଲ୍ ସୁରକ୍ଷା ତାଲିମ ଶିବିର

ମ.ରାମପୁର, (ହେମନ୍ତ ସାହୁ) : ଟିପିଡ଼ବ୍ଲ୍ୟୁଓଏଲ୍ ନର୍ଲା ବିଦ୍ୟୂତ ଉପଖଣ୍ଡ ମଦନପୁର ସେକ୍ସନ ଠାରେ ସୁରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଇଯାଇଛି । ଏହି ଶିବିରରେ ବିଦ୍ୟୁତ ସୁରକ୍ଷା ବିଷୟରେ ଏବଂ ଉଚ୍ଚତାରେ କାମ କରିବା ସମୟରେ କିପରି ସତର୍କତା ଅବଲମ୍ବନ କରାଯିବ ପ୍ରଶିକ୍ଷଣ ଦିଅଯାଇଥିଲା…
Read More...

ଶ୍ରାବଣ ପୂର୍ଣ୍ଣିମା ଅବସରରେ ଶୈବପୀଠରେ ଜଳାଭିଷେକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ବିଭିନ୍ନ ଶୈବପୀଠରେ ଆଜି ପବିତ୍ର ଶ୍ରାବଣ ପୂର୍ଣ୍ଣିମା ଅବସରରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ମ.ରାମପୁର ବ୍ଲକ ଅନ୍ତର୍ଗତ ଟୁର୍ଚ୍ଚି ଗ୍ରାମବାସୀ ନିକଟସ୍ଥ ଉତେଇ ନଦୀରୁ ସାମାଜିକ ଦୂରତା ସହିତ ଧାଡ଼ି ବାନ୍ଧି ଜଣକ ପରେ…
Read More...