Browsing Tag

m.rampur news

ବ୍ଳକ ଆଦିବାସୀ ସଂଘର ବୈଠକ ଅନୁଷ୍ଠିତ

ମ.ରାମପୁର, (ହେମନ୍ତ ସାହୁ) : ମଦନପୁର ରାମପୁର ବ୍ଳକ ଆଦିବାସୀ ସଂଘର ବୈଠକ ଆଦିବାସୀ ତାଲିମ କେନ୍ଦ୍ର ମ.ରାମପୁରଠାରେ ଅନୁଷ୍ଠିତ ହୋଇଯାଇଅଛି, ବୈଠକରେ କନ୍ଧ ସମାଜ ସଭାପତି ପଦମସିଂ ମାଝୀ ସଂଘ ସଭାପତି ଧନସିଂହ ମାଝୀ, ସଂପାଦକ ଲୋଚନ ଧରୁଆ, ବିଞ୍ଜାଲ ସଭାପତି ସମ୍ପଦ ବରିହା, ମହାଦେବ ବରିହା
Read More...

ମା’ ଡ଼ୋକରୀଙ୍କ ପୀଠରେ ଦଶମୀ ତିଥିରେ ନୂଆଁଖାଇ

ମ.ରାମପୁର, (ହେମନ୍ତ ସାହୁ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପଂଚମୀ ତିଥିରେ ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ବେଳେ କଳାହାଣ୍ଡିର କିଛି ଅଂଚଳରେ ଏହାକୁ ଦଶମୀ ତିଥିରେ ପାଳନ କରାଯାଏ । କଳାହାଣ୍ଡିର ମ.ରାମପୁରରେ ଥିବା ମା' ଡ଼ୋକରୀଙ୍କ ପୀଠରେ ସେପ୍ଟେମ୍ବର ୧୫ ତାରିଖ ବୁଧବାର ଦିନ ନୂଆଁ
Read More...

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗୌଡ଼କର୍ଲାଖୁଂଟା କ୍ଲଷ୍ଟର ଜକାବାହାଲିର ପ୍ରଧାନ ଶିକ୍ଷକ ତପନ କୁମାର ପଟ୍ଟନାୟକଙ୍କୁ ଆଜି ଅବସରକାଳନୀ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବିଭୂତି ଭୂଷଣ ପ୍ରହରାଜଙ୍କ ଅଧ୍ୟକ୍ଷତାରେ
Read More...

ସହୃଦୟ ବ୍ୟକ୍ତିଙ୍କ ସହାୟତାରେ ଚାଲିଛି ମ.ରାମପୁର ଆହାର କେନ୍ଦ୍ର

ମ.ରାମପୁର, (ହେମନ୍ତ ସାହୁ) : ଭୋକିଲା ପେଟରେ ଗଣ୍ଡେ ଖାଇବା ଦେବାକୁ ନିଜର ଧର୍ମ ନିଶ୍ଚିତ । ଏଥିପାଇଁ ତ କିଛି ସହୃଦୟ ବ୍ୟକ୍ତି ଆଗେଇ ଆସିଛନ୍ତି ପ୍ରତିଦିନ ମାତ୍ର ଦଶଟଙ୍କାରେ ଆହାର ଯୋଗାଇଦେବାକୁ । ସରକାରଙ୍କ ଦ୍ୱାରା ବିଭିନ୍ନ ମୁଖ୍ୟାଳୟଗୁଡ଼ିକରେ ଆହାର କେନ୍ଦ୍ରମାନ କରାଯାଇ ଆହାର ଯୋଗାଇ
Read More...

ବିଭୂତି ମହାଖୁଡ଼ ହେଲେ ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ

ମ.ରାମପୁର, (ହେମନ୍ତ ସାହୁ) : ଯୁବନେତା ତଥା ସମାଜସେବୀ ବିଭୂତି ଭୂଷଣ ମହାଖୁଡ଼ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସଂପାଦକ ମନୋନୀତ ହୋଇଛନ୍ତି । ଛାତ୍ର ଜୀବନରୁ କଂଗ୍ରେସ ଦଳରେ ସାମିଲ ହେଇଥିବା ବିଭୂତି ମହାବିଦ୍ୟାଳୟରେ ଛାତ୍ର ଥିବା ବେଳେ କ୍ରୀଡ଼ା ସଂପାଦକ, ସାଂସ୍କୃତିକ
Read More...

ମ.ରାମପୁରକୁ ରାଜସ୍ୱ ସବ୍‌ଡ଼ିଭିଜନ ମାନ୍ୟତା ମିଳିବ କେବେ ?

ଦୀର୍ଘ ୨୭ ବର୍ଷର ଦାବୀ, ହେଲେ ବାଜୁନି ମୋହର : ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛିଅକ୍ଟୋବର ୨ରୁ ଆମରଣ ଅନଶନ ଚେତାବନୀ ମ.ରାମପୁର, (ହେମନ୍ତ ସାହୁ) : ୧୯୯୩ ମସିହା ସେପ୍ଟେମ୍ବର ୧୫ ତାରିଖ ଦିନ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ମ.ରାମପୁର ନିକଟ ଟୁର୍ଚ୍ଚିରେ ଉତେ୍‌ଇ
Read More...

ଏକାତରା କେନ୍ଦୁପତ୍ର ଫଡ଼ିରୁ ୭ ଲକ୍ଷ ଟଙ୍କାର କେନ୍ଦୁପତ୍ର ଚୋରି ଅଭିଯୋଗ : ଟ୍ରକ ଆସିଲା, ୨୪ କୁଇଣ୍ଟାଲ କେନ୍ଦୁପତ୍ର…

ମ.ରାମପୁର, (ହେମନ୍ତ ସାହୁ) : ସରକାର କେନ୍ଦୁପତ୍ର ବିଭାଗରେ ଅନେକ ଅର୍ଥ ଖର୍ଚ୍ଚ କରନ୍ତି, ରାଜସ୍ୱ କେତେ ମିଳେ ତାହା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ ଏହି ବିଭାଗରେ କର୍ମଚାରୀ ମାନେ କିନ୍ତୁ ବିଭିନ୍ନ ଉପାୟରେ ମାଲେମାଲ ହୁଅନ୍ତି । କେବେ କେନ୍ଦୁପତ୍ର ଶୁଖେଇଲା ବେଳେ ପବନରେ ଉଡ଼ିଯାଏ ତ
Read More...

ଯୁଗଯାତ୍ରୀ ସାହିତ୍ୟ ସଂସଦର ନୂଆଁଖାଇ ଭେଟ ପ୍ରସ୍ତୁତି

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅନ୍ୟତମ ଅଗ୍ରଣୀ ସାହିତ୍ୟର ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦର ଆଜି ନୂଆଁଖାଇ ଭେଟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି । ସମ୍ପାଦକ ହେମନ୍ତ ସାହୁ ପୂର୍ବ ବୈଠକର ବିବରଣୀ ପଠନ ପରେ ଆଲୋଚନା ଆରମ୍ଭ ହେଇଥିଲା । ବୈଠକର ନିଷ୍ପତି ଅନୁଯାୟୀ
Read More...

କିସ୍ ପକ୍ଷରୁ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

ମ.ରାମପୁର, (ହେମନ୍ତ ସାହୁ) : ଆଜି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକର ଗୌଡ କରଲାଖୁଣ୍ଟା ଠାରେ କିସ୍ ଭୂବନେଶ୍ୱରରେ ପାଠ ପଢୁଥିବା ଆଦିବାସୀ ଛାତ୍ର ଛାତ୍ରୀଙ୍କୁ କିସ୍ ପକ୍ଷରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ବର୍ତ୍ତମାନ କରୋନା ମହାମାରୀ ସମୟ ହୋଇଥିବା ବେଳେ ପିଲାମାନେ ଘରେ
Read More...

ପିକ୍‌ଅପ୍‌ ଗାଡି ସହ ଶାଳପଟା ଜବତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ଥ ମ.ରାମପୁର ରେଂଜ ଉର୍ଳାଦାନୀ ଗ୍ରାମ ନିକଟରେ ଏକ ପିକ୍‌ଅପ୍‌ ଗାଡି ସହ ୩୦ ଖଣ୍ଡ ଶାଳପଟା ଜବତ ହୋଇଥିବା ଜଣାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ରାତିରେ ମ.ରାମପୁର ରେଂଜ ଅଧିକାରୀ ଅସିତ କୁମାର ଦାଶଙ୍କ
Read More...