Browsing Tag

khaprakhol news

ଖୋଲିଲା ପ୍ରସିଦ୍ଧ ଶୈବପୀଠ ହରିଶଙ୍କର

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଦୀର୍ଘ ନଅ ମାସର ଅପେକ୍ଷା ପରେ ଗତକାଲି ଖୋଲିଛି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ମନ୍ଦିରର ଦ୍ବାର । ଭକ୍ତ, ପର୍ୟ୍ୟଟକ, ବ୍ୟବସାୟୀ ମାନେ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି । ଯେଉଁ ହରିଶଙ୍କର ମନ୍ଦିର ନଅ ମାସରୁ ଅଧିକ ସମୟ ହେଲା ଖାଁ ଖାଁ
Read More...

ଲାଠୋର ଶିବ ମନ୍ଦିର ପଡା ଆନୁକୂଲ୍ୟରେ ଅନୁଷ୍ଠିତ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଲାଠୋର ଶିବମନ୍ଦିର ପଡା ଆନୁକୂଲ୍ୟରେ ଅନୁଷ୍ଠିତ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ମୋଟ ଆଠଟି ଦଳକୁ ନେଇ ଅନୁଷ୍ଠିତ ଏ‌ହି ଟୁର୍ନାମେଣ୍ଟରେ ସିନାପାଲି ଦଳ ବିଜୟୀ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ
Read More...

ଖପ୍ରାଖୋଲ ପବିତ୍ର ପୀଠ ହରିଶଙ୍କର ଠାରେ ଜୟ କିଷାନ ଆନ୍ଦୋଳନ ପକ୍ଷରୁ ବୈଠକ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଟି.ଆର.ସି. ବିଲଡିଂ ଠାରେ ବଲା‌ଙ୍ଗିର ଜୟ କିଷାନ ଆନ୍ଦୋଳନର ଆବାହକ ସତ୍ୟ ବନଛୋରଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ କୁନି ଚାଷୀ ସୋମ ବନଛୋର ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଏଥିରେ କୃଷି ଓ କୃଷକ ଶୋଷଣ ନୀତିକୁ ବିରୋଧ,
Read More...

ଲାଠୋର ଶିବମନ୍ଦିର ପଡା ଆନୁକୂଲ୍ୟରେ ଭଲିବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଲାଠୋର ଶିବମନ୍ଦିର ପଡା ଆନୁକୂଲ୍ୟରେ ଭଲିବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ୧୬ ଦଳ ଅଂଶଗ୍ରହଣ କରୁଛନ୍ତି । ଏକ ରଙ୍ଗାରଙ୍ଗ ଉତ୍ସବରେ ଲାଠୋର ସରପଞ୍ଚ ପ୍ରବୀଣ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ଟୁର୍ନାମେଣ୍ଟକୁ ଉଦ୍‌ଘାଟନ
Read More...

ପ୍ରକୃତ ହିତାଧିକାରୀ ଆବାସ ଯୋଜନା ବଞ୍ଚିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଘର ଭାଙ୍ଗି ୬ ବର୍ଷ ବିତିଯାଇଥିଲେ ମଧ୍ୟ ସରକାରଙ୍କ ଦୃଷ୍ଟି ପଡୁନି ଗରିବ ଅସହାୟଙ୍କ ପରିବାର ଉପରେ । ସରକାରଙ୍କ ଜନ୍ମରୁ ମୃତ୍ୟ ପର୍ୟ୍ୟନ୍ତ ଯୋଜନା ରହିଛି, କିନ୍ତୁ ପ୍ରକୃତ ହିତାଧିକାରୀ ଏହିସବୁ ଯୋଜନାରୁ ବଞ୍ଚିତ । ୱାର୍ଡ ମେମ୍ବର ଠାରୁ ନେଇକି ସରପଞ୍ଚ
Read More...

ଖପ୍ରାଖୋଲରେ ହରିଶଙ୍କର ଟେଣ୍ଟ ମାଲିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଖପ୍ରାଖୋଲରେ ଅଞ୍ଚଳର ସମସ୍ତ ଟେଣ୍ଟ ମାଲିକମାନଙ୍କୁ ନେଇ ଏବର୍ଷର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କୋଭିଡ ଗାଇଡ ଲାଇନ ଅନୁସାରେ ସମସ୍ତ କାର୍ୟ୍ୟକ୍ରମ ହୋଇଥିଲା । ବର୍ଷ ଯାକର ଆୟବ୍ୟୟ ଅଟକଳ କରାଯାଇଥିଲା ତଥା ନିଜ
Read More...

ଖପ୍ରାଖୋଲ ବ୍ଲକ ବିଡ଼ିଓଙ୍କ ଅଞ୍ଚଳର ସ୍କୁଲ ପରିଦର୍ଶନ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବିଡ଼ିଓ ତରଣୀ ସୁନା ଘୁନସର ପ୍ରଗତି ପଞ୍ଚାୟତ ହାଇସ୍କୁଲରେ ପହଞ୍ଚି କୋଭିଡ଼-୧୯ ନିୟମକୁ ଆଖି ଆଗରେ ରଖି କିଭଳି ପିଲାମାନଙ୍କ ଦାୟିତ୍ଵ ନେଇ ପାଠ ପଢା ହୋଇ ପାରିବ, ସେନେଇ ଏକ ଗାଇଡ ଲାଇନ ଜାରି କରିଛନ୍ତି ।ମୁହଁରେ ମାସ୍କ ବାନ୍ଧିବା ସହ ପରସ୍ପର ୬ ଫୁଟ
Read More...

ଜୟ ଜଗନ୍ନାଥ କ୍ରିକେଟ ପ୍ରତିଯୋଗିତା : ସରେଇବାହାଲକୁ ହରାଇ ଲାଠୋର ଆରକେସିସି ଚମ୍ପିୟାନ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଫୂଲଝର ଗ୍ରାମ ଖେଳ ପଡିଆରେ ରାଜୀବ କ୍ଲବ୍ ଆନୁକୂଲ୍ୟରେ ପଞ୍ଚମ ତମ କ୍ରିକେଟ ମ୍ୟାଚ୍ ଉଦ୍ୟାପିତ ହୋଇଯାଇଛି । ଏଥିରେ ସରେଇବାହାଲକୁ ହରାଇ ଲାଠୋର ଚମ୍ପିୟାନ ହୋଇଛି । ମୁଖ୍ୟ ଅତିଥି ଭାବେ
Read More...

ଚାରିଶହ ବୋତଲ କଫ୍ ସିରପ୍ ଜବତ : ଦୁଇ ଜଣଙ୍କୁ କୋର୍ଟ ଚାଲାଣ

ଖପ୍ରଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ପୋଲିସ ବାହାରକୁ ଚାଲାଣ ହେଉଥିବା ଚାରିଶହ ବୋତଲ କଫ୍ ସିରପ୍ ଏବଂ ବାଇକ୍କୁ ମସିଣା ଛକରୁ ଜବତ କରି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲା ବୋଡ଼େନର ଗଙ୍ଗାଧର ନାଗ ଏବଂ କୋମନାର ଟୁନା
Read More...

ଲାଠୋରରେ ବିଜେପି ପକ୍ଷରୁ ସୁଶାସନ ଦିବସ ପାଳିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଠାରେ ବିଜେପି ପକ୍ଷରୁ ଲାଠୋର ସରପଞ୍ଚ ପ୍ରବୀଣ କୁମାରଙ୍କ ଅଧ୍ୟକ୍ଷତାରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସୁଶାସନ ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ବିଜେପି ଦଳର
Read More...