ଝଲିଆଲିଟିଠାରେ ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ଝଲିଆଲିଟି ଗ୍ରାମରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଲାଠୋର ପୁଲିସ ଉଦ୍ଧାର କରିଛି । ଝଲିଆଲିଟି ଗ୍ରାମର ଫଗନୁ ମାଝୀଙ୍କ ସ୍ତ୍ରୀ କଳ୍ପନା ମାଝୀ (୨୭) ବେକରେ ଫାସ ଦେଇ ଆତ୍ମହତ୍ୟା କରିଥିବା ବେଳେ ଆତ୍ମହତ୍ୟାର କାରଣ!-->…
Read More...
Read More...