ପବିତ୍ର ମହାଶିବରାତ୍ରି ଉପଲକ୍ଷେ ପସିଦ୍ଧ ଶିବ ମନ୍ଦିର ହରିଶଙ୍କରଠାରେ ଶହ ଶହ ଭକ୍ତଙ୍କ ସମାଗମ
ଖପ୍ରାଖୋଲ, (ଅଶୋକ ବାଗ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରଠାରେ ଆଜି ଶହଶହ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବ ଲିଙ୍ଗ ଭାବରେ ଆବିର୍ଭୂତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ମହାଶିବରାତ୍ରି ଭାବରେ ପାଳନ କରାଯାଏ । ବିଶେଷ କରି ସମଗ୍ର!-->…
Read More...
Read More...