Browsing Tag

khaprakhol news

ନୂତନ ପଂଚାୟତ କାର୍ଯ୍ୟାଳୟ ଗୃହ ଉଦ୍‌ଘାଟିତ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ କରୁଆଁଝର ଗ୍ରାମ ପଂଚାୟତର ନୂତନ ପଂଚାୟତ କାର୍ଯ୍ୟାଳୟ ଗୃହ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି । ପାଟଣାଗଡ ବିଧାୟକ ତଥା ସରକାରୀ ଦଳ ଉପମୁଖ୍ୟ ସଚେତକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ନୂତନ ଗୃହକୁ ଉଦ୍‌ଘାଟନ
Read More...

କର୍ଲାକୁଟୁନା ଗାଁରେ ପାଣିରେ ବୁଡି ମହିଳାଙ୍କ ମୃତ୍ୟୁ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ଥାନା ଅନ୍ତର୍ଗତ କର୍ଲାକୁଟୁନା ଗାଁରେ ପାଣିରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତ ଯୁବତୀ ଜଣକ ହେଲେ ଉକ୍ତ ଗାଁର ଭାବଗ୍ରାହୀ ବରିହାଙ୍କ ସ୍ତ୍ରୀ ଅନୁପମା ବରିହା (୨୨) ବୋଲି ଜଣାଯାଇଛି । ସୂଚନା ଅନୁସାରେ ମହିଳା ଜଣକ ଖେତ ପାଖ
Read More...

ସର୍ଗିପାଲି ଗାଁରେ ମନରେଗା ଯୋଜନାରେ ଅନିୟମିତତା ଅଭିଯୋଗ ଘଟଣା : ଗାଁରେ ପହଞ୍ଚି ତଦନ୍ତ କଲେ ଲୋକପାଳ, ବ୍ୟାପକ ପୋଲିସ…

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ସର୍ଗିପାଲି ଗାଁରେ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଏହାକୁ ନେଇ ଅସନ୍ତୁଷ୍ଟ ଶ୍ରମିକ ମଙ୍ଗଳବାର ବ୍ଲକ୍ କାର୍ଯ୍ୟାଳୟରେ ଅସନ୍ତୋଷ ପ୍ରକାଶ କରି ବ୍ଲକ୍ କାର୍ଯ୍ୟାଳୟକୁ
Read More...

କପସିପାଲିରେ କପା କିଣାରେ ଚଞ୍ଚକତା ଅଭିଯୋଗ : ମାପରେ ଠକେଇ, ଥାନାରେ ମାମଲା ରୁଜୁ, ଦୁଇ ଜଣ ଅଟକ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଅଞ୍ଚଳରେ ମାତିଛନ୍ତି ଠକ ବେପାରୀ । କପା କିଣାରେ ଚଞ୍ଚକତା କରି ଲୁଟୁଛନ୍ତି ଚାଷୀଙ୍କୁ । ଏପରି ଏକ ଅଭିଯୋଗ ଆସିଛି ଓଡ଼ିଆପାଲି ପଞ୍ଚାୟତ କପସିପାଲି ଗାଁ କୁଲୁତା ପଡ଼ାରୁ । ଗାଁର ଚାଷୀମାନେ ନିଜ ଉତ୍ପାଦିତ କପାକୁ ସ୍ଥାନୀୟ
Read More...

ଭୈରବୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ବେନକେରା ଚାମ୍ପିୟନ ପୁତୁଲାମହୁଲ ରନର୍ସ ଅପ୍

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଭାନପୁର ପଞ୍ଚାୟତ ଅନ୍ତର୍ଗତ ତୁର୍ଲାଠାରେ ଚାଲିଥିବା ୧୫ତମ ଭୈରବୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ଖେଳ ବେନକେରା ଓ ପୁତୁଲାମହୁଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବେନକେରା ଦଳ ପ୍ରଥମେ
Read More...

ମନରେଗା ଯୋଜନାରେ ଦୁର୍ନୀତି ଥମୁ ନାହିଁ, ପାରିଶ୍ରମିକ ପାଇଁ ବ୍ଲକ ଅଫିସରେ ଭଙ୍ଗାରୁଚା କଲେ ଶ୍ରମିକ

ଲିଖିତ ପ୍ରତିଶୃତି ପରେ ଧାରଣାରୁ ଓହରିଲେ ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକରେ ମନରେଗା ଯୋଜନାରେ ଦୁର୍ନୀତି ଅଭିଯୋଗ ସବୁବେଳେ । ସେଠି ଯେତେ ଅଭିଯୋଗ ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ନ ନେଇ ପ୍ରଶାସନ ସବୁବେଳେ ଚୁପଥିବା ସର୍ଗିପାଲି ଗ୍ରାମବାସୀ
Read More...

ଭାନପୁର ଠାରେ ସିଆର୍‌ପିଏଫ୍‌ର ୧୮୯ ବାଟାଲିୟନ ଦ୍ୱାରା କମ୍ବଳ ବଣ୍ଟନ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଭାନପୁର ପଞ୍ଚାୟତ ଠାରେ ସୋମବାର ସିଆର୍‌ପିଏଫ୍‌ର ୧୮୯ ବାଟାଲିୟନ ଦ୍ୱାରା ଲୋକମାନଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । ମାଓ ପ୍ରବଣ ବଲାଙ୍ଗିର ଜିଲ୍ଲାର ଆଇନ ଶୃଙ୍ଖଳା ରକ୍ଷା ତଥା ସାଧାରଣ ଜନତାଙ୍କ
Read More...

ମନରେଗା ପାରିଶ୍ରମିକ ନପାଇବାରୁ ବିଡ଼ିଓଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା, ଶ୍ରମିକଙ୍କୁ ବୁଝାଇବାରେ ନାକେଦମ୍‌ ପୋଲିସ…

ଖପ୍ରାଖୋଲ, (ଅଶୋକ ବାଗ) : ମନରେଗା ପାରିଶ୍ରମିକ ନପାଇବାରୁ ରାସ୍ତାକୁ ଓହ୍ଲାଇଛନ୍ତି ଶ୍ରମିକମାନେ । ଏପରିକି ଅସନ୍ତୁଷ୍ଟ ଶ୍ରମିକମାନେ ବିଡ଼ିଓଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିବା ମଧ୍ୟ ଦେଖିବାକୁ ମିଳିଛି । ଅନ୍ୟପଟେ ଶ୍ରମିକଙ୍କୁ ବୁଝାଇବାରେ ନାକେଦମ୍‌ ହୋଇଛି ପୋଲିସ ପ୍ରଶାସନ ।
Read More...

ଡମେନବାହି ଡୁଙ୍ଗରି ଉପରେ ବିଶାଳକାୟ ବରାହର ମୃତଦେହ ଉଦ୍ଧାର : ଶିକାରୀମାନଙ୍କ ଦ୍ୱାରା ହତ୍ୟା କରାଯାଇଥିବା ସନ୍ଦେହ

ଖପ୍ରାଖୋଲ, ( ଅଶୋକ ବାଗ) : ବରାହ ମାଂସ ଖାଇବା ଲାଗି କେଉଁ ଆଦିମ କାଳରୁ ଲୋକମାନେ ବିଭିନ୍ନ ଉପାୟରେ ଶିକାର କରିଥାନ୍ତି । କେତେବେଳେ ପର୍ବ ପର୍ବାଣୀ ନାମରେ ଜଙ୍ଗଲରେ ବନ୍ୟ ପ୍ରାଣୀଙ୍କୁ ଶିକାର କରିବା ଏକ ପ୍ରଥା ଓ ପରମ୍ପରାର ଭାବେ ସମାଜରେ ଆଦ୍ରୁତ ଲାଭ କରିଆସିଛି । ଜନ ସଚେତନତାର ଅଭାବ
Read More...

ଖପ୍ରାଖୋଲ ପୁଲିସ ପଞ୍ଝାରେ କଫ୍‌ ସିରଫ୍‌ ମାଫିଆ : ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ଅଞ୍ଚଳର କେତେକ ସ୍ଥାନରେ ବେଆଇନ କଫ୍‌ ସିରଫ୍‌ କାରବାର ହେଉଥିବା ବେଳେ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତ ପୁଲିସ ହାତରେ ଧରା ପଡୁଥିବା ଦେଖିବାକୁ ମିଳୁଛି । ଖପ୍ରାଖୋଲ ପୁଲିସର ସଫଳ ଗୋଟି ଚାଳନା ଯୋଗୁଁ ଗତ ଆଠ ମାସ ଭିତରେ ସ୍ଥାନୀୟ ଅଞ୍ଚଳର କଫ୍‌
Read More...