ଚୋରି ମାମଲାରେ ଖପ୍ରାଖୋଲ ପୋଲିସର ବଡ଼ ସଫଳତା
ଜଣେ ଗିରଫ, ନାବାଳକ ଅଟକ; ୩ ପାଣି ପମ୍ପ ଓ ୨ ବାଇକ୍ ଜବତ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଚୋରି ମାମଲାର ତଦନ୍ତ କରି ଖପ୍ରାଖୋଲ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିବା ସହ ଜଣେ ନାବାଳକଙ୍କୁ ଅଟକ ରଖିଛି । ସେମାନଙ୍କ ନିକଟରୁ ୩ଟି ପାଣି ପମ୍ପ, ୨ଟି ମୋଟରସାଇକେଲ ସମେତ ବିଭିନ୍ନ ଚୋରି!-->!-->!-->…
Read More...
Read More...