ବିପୁଳ ପରିମାଣର କାଠ ସହ ବୋଲେରୋ ଜବତ
କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ବନାଞ୍ଚଳ ଅନ୍ତର୍ଗତ ରାଇସୁଆଁ ମୁଲିମ୍ ବସ୍ତି ନିକଟରୁ ବିପୁଳ ପରିମାଣର କାଠ ସହ ବୋଲେରୋ ଜବତ କରିଛି ସଦର ବନବିଭାଗ । ମିଳିଥିବା ସୂଚନା ଅନୁଯାୟୀ, ଓଆର ୦୫- ଏଭି ୮୯୬୧ ନଂ ଯୁକ୍ତ ବୋଲେରୋଟି ଶାଳ କାଠ ବୋହି ଝାରଖଣ୍ଡ ଆଡ଼ୁ ଘଟଗାଁ ଅଭିମୁଖେ ଯାଉଥିଲା!-->…
Read More...
Read More...