Browsing Tag

kendujhar news

ଜିିଲ୍ଲା ପରିଷଦ ପ୍ରାର୍ଥୀ ଅନାଦି ସିଂଙ୍କ ଆକସ୍ମିକ ମୃତ୍ୟୁ : ବିଜେଡି ଟିକେଟ୍‌ରେ ହୋଇଥିଲେ ପ୍ରାର୍ଥୀ

କେନ୍ଦୁଝର : ବିଜେଡି ଟିକେଟ୍‌ରେ ନିର୍ବାଚନ ମଇଦାନକୁ ଆସିଥିବା ଜିିଲ୍ଲା ପରିଷଦ ପ୍ରାର୍ଥୀ ଅନାଦି ସିଂଙ୍କ ଆକସ୍ମିକ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ପଞ୍ଚାୟତ ସରପଞ୍ଚ ଅନାଦି ସିଂହ(୫୯) ଏଥର ୮ ନମ୍ବର ଜୋନ୍‌ ପାଇଁ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ବାଇକ ଚାଳକଙ୍କ ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ କୁଳଡିହା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକ ଜଣକ ଗୟଳମୁଣ୍ଡା ଗ୍ରାମର ନାଣ୍ଡୁ ପୂର୍ତ୍ତି ବୋଲି ଜଣାପଡିଛି । ସୂଚନା ଅନୁସାରେ ଏକ ଓଟୋ…
Read More...

ଆର୍‌ଆଇ ଭିଆଁଇଲେ ବିଭତ୍ସ କାଣ୍ଡ : ଯୁବକଙ୍କୁ ହାଣିଲେ କଟୁରୀରେ

କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ବଣିଆପାଟ ଅଞ୍ଚଳରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଉକ୍ତ ହତ୍ୟାକାଣ୍ଡଟି ଆର୍‌ଆଇ ଦିଲ୍ଲୀପ ସାହୁ ଘଟାଇଥିବା ନେଇ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଅଭିଯୁକ୍ତ ଆର୍‌ଆଇ…
Read More...

ଚାଲିଗଲେ ବରିଷ୍ଠ ସାହିତ୍ୟିକ ପଣ୍ଡିତ ମଦନ ମୋହନ ମିଶ୍ର

କେନ୍ଦୁଝର, (କେପିଏନ୍‌ଏସ୍‌) : ଚାଲିଗଲେ ବରିଷ୍ଠ ସାହିତ୍ୟିକ ପଣ୍ଡିତ ମଦନ ମୋହନ ମିଶ୍ର(୯୫) । ବାର୍ଦ୍ଧକ୍ୟଜନିତ ରୋଗରେ ସେ ପୀଡ଼ିତ ଥିଲେ । ଆଜି ରାତି ୭ଟ। ୫୦ମି.ରେ ତାଙ୍କ ଦେହାନ୍ତ ହୋଇଥିବା ତାଙ୍କ ସୁପତ୍ର କବି ପିନାକୀ ମିଶ୍ର ସୂଚନା ଦେଇଛନ୍ତି । ସ୍ୱର୍ଗତ ପ୍ରାକ୍ତନ ସଂସ୍କୃତ ଶିକ୍ଷକ…
Read More...

ସମାଜସେବୀ ଯଶୋବନ୍ତ ରଣାଙ୍କ ହସ୍ତକ୍ଷେପ ପରେ ଥଇଥାନ ହେଲେ ଶୁଭମ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ତରତରା ପଞ୍ଚାୟତ ମଲାରପଦର ଗାଁର ଅନାଥ ଶିଶୁ ଶୁଭମ ପାତ୍ରଙ୍କ ପ୍ରଥମେ ପିତା ଓ ପରେ ମାଁ ମଧ୍ୟ ଆରପାରିକୁ ଚାଲି ଯାଇଥିଲେ । ତେବେ କୋମଲ ଶିଶୁ ଅବସ୍ଥାରୁ ଅନାଥ ହୋଇଥିବା ଶୁଭମ ପାତ୍ର, ଜେଜେମା କୁନ୍ଦୁରି ପାତ୍ରଙ୍କ ନିକଟରେ ରହି ଜୀବନ ଯାପନ…
Read More...

ଭିଜିଲାନ୍ସ ଜାଲରେ ପଡିଲେ ଟପିଏନଓଡିଏଲ ମିଟର ରିଡିଙ୍ଗର ଡେପୁଟି ମ୍ୟାନେଜର ମହେଶ୍ୱର ସେଠୀ

କେନ୍ଦୁଝର : ଭିଜିଲାନ୍ସ ଜାଲରେ ପଡିଛନ୍ତି ଟପିଏନଓଡିଏଲ ମିଟର ରିଡିଙ୍ଗର ଡେପୁଟି ମ୍ୟାନେଜର ମହେଶ୍ୱର ସେଠୀ । ଆୟ ବର୍ହିଭୂତ ଅଭିଯୋଗରେ ଟପିଏନଓଡିଏଲ ମିଟର ରିଡିଙ୍ଗର ଡେପୁଟି ମ୍ୟାନେଜର ମହେଶ୍ୱର ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍ ଚାଲିଥିବା ବେଳେ କେନ୍ଦୁଝର କାଶୀପୁର ସ୍ପଞ୍ଜ କଲୋନୀ…
Read More...

ଲୁହା ଛଡ଼ ରଖୁଥିବା ସମୟରେ ଘଟିଲା ଅଘଟଣ : ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ଚାଲିଗଲା ଜୀବନ

କେନ୍ଦୁଝର : ଲୁହା ଛଡ଼ ରଖୁଥିବା ସମୟରେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିବା ଖବର ମିଳିଛି । ମୃତକ ହେଲେ ପାଟଣା ଥାନା ଏରେଣ୍ଡେଇ ପଞ୍ଚାୟତ ରେଙ୍ଗାଳବେଡା ଗାଁର ସୁନ୍ଦର ମୁର୍ମୁ । ଦୁଇ ଗୁରୁତର ହେଲେ ସ୍ୱାମ୍ ଗ୍ରାମର…
Read More...

ବ୍ଲକ କାର୍ଯ୍ୟାଳୟରେ ନୂତନ ସଭାଗୃହ ଉଦ୍‌ଘାଟିତ ହେଲା

କେନ୍ଦୁଝର : ଆଜି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କାର୍ଯ୍ୟାଳୟ ପରିସରରେ ନୂତନ ସଭାଗୃହ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ସମ୍ମାନିତ ଅତିଥି ଭାବେ ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାଏକ, ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀ…
Read More...

କରୋନା କଟକଣା ମଧ୍ୟରେ ଖୋଲିଲା ଘଟଗାଁ ମା’ ତାରିଣୀ ମନ୍ଦିର

କେନ୍ଦୁଝର : ଦୀର୍ଘ ଦିନ ପରେ ଖୋଲିଛି କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା' ତାରିଣୀଙ୍କ ମନ୍ଦିର । ମା' ଙ୍କ ଦର୍ଶନ ପାଇଁ କରାଯାଇଛି ସ୍ଵତନ୍ତ୍ର ଗାଇଡ଼ ଲାଇନର ବ୍ୟବସ୍ଥା । ଆଜି ସକାଳ ୭ ଘଟିକା ୩୦ମିନିଟରେ ମନ୍ଦିର ଦ୍ୱାରା ଭକ୍ତଙ୍କ ପାଇଁ ଖୋଲିଥିଲା । ଭକ୍ତମାନେ ମନ୍ଦିର…
Read More...

ଓଡିଶା ନିଯୁକ୍ତି ବିଭାଗର ଦୁର୍ନୀତିକୁ ନେଇ କେନ୍ଦୁଝର ବିଜେପିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କେନ୍ଦୁଝର : ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ ସଦସ୍ୟ ଜଗନ୍ନାଥ ଲେଙ୍କାଙ୍କ ପିଏସ୍‌ ବିରଞ୍ଚି ନାରାୟଣ ସାହୁଙ୍କ ଘର ଚଢ଼ାଉ ପରେ ସନ୍ଦେହ ଘରକୁ ଆସିଛି ଦୁର୍ନୀତି ଗ୍ରସ୍ତ ନିଯୁକ୍ତି ପରୀକ୍ଷାରେ ରାଜ୍ୟ ସରକାରଙ୍କ ସଂମ୍ପୃକ୍ତିକୁ ନେଇ । ରାଜ୍ୟ ସରକାରଙ୍କ ଦୁର୍ନୀତି ଆଜି ମଠରୁ ଆସି ହାଟରେ…
Read More...