Browsing Tag

kantabanji news

ଉତ୍କଳ ବାଳାଶ୍ରମରେ ତାଲୁକ ଆଇନ ସହାୟତା କମିଟି ଦ୍ୱାରା ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସ୍ଥିତ ଉତ୍କଳ ବାଳାଶ୍ରମରେ ଶନିବାର ସଂଧ୍ୟାରେ ଏକ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ବାଳାଶ୍ରମର ୧୪ଜଣ ଅନ୍ତେବାସୀଙ୍କୁ ବିଭିନ୍ନ ପ୍ରକାର ଭିନ୍ନକ୍ଷମତା ଉପରେ ସଚେତନ କରାଯାଇଥିଲା । ଏହି…
Read More...

ଜମି ମାଫିଆଙ୍କ ଦ୍ୱାରା ଶାଗ ମାଛ ଦରରେ ବିକ୍ରି ଚାଲିଛି ସରକାରୀ ଗୋଚର ଜମି : ପ୍ରଶାସନର ନିଘା ନାହିଁ, ଗ୍ରାମବାସୀଙ୍କ…

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ତହସିଲ କଂଟାବାଂଜି ରାଜସ୍ୱ ନିରୀକ୍ଷକଙ୍କ ଅଧିନସ୍ଥ ଚଟୁଅନକା ପଂଚାୟତ କୁର୍ଲି ଗ୍ରାମର ସରକାରୀ ଜମିକୁ ଜବର ଦଖଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ଉଚ୍ଛେଦ କରିବା ପାଇଁ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କୁର୍ଲି ଗ୍ରାମର ଗ୍ରାମବାସୀ ।…
Read More...

ତୁରେକେଲାରେ ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ପ୍ରତିବର୍ଷ ପରି ଚଳିତ ବର୍ଷ ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀରଚରଣ ବିଶିଙ୍କ ସଭାପତିତ୍ୱରେ ଜଳନ୍ଧର ମହାକୁଡ, ସରପଞ୍ଚ…
Read More...

ତୁରେକେଲା ରାଜୁ ସଂରକ୍ଷିତ ଜଙ୍ଗଲରୁ ଅର୍ଦ୍ଧ ଦଗ୍ଧ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା : ପର୍ଦ୍ଦାଫାସ କଲା…

ପ୍ରେମ କାରବାରକୁ ନେଇ ହତ୍ୟାକଲା ପ୍ରେମିକ କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ତୁରେକେଲା-ଲାଠୋର ପିଡବ୍ଲୁଡି ରାସ୍ତାର କି.ମି. ଖମ୍ବ ନଂ. ୩ ନିକଟରେ ଗତ ୨୪/୧୧/୨୦୨୨ ଗୁରୁବାର ଦିନ ଏକ ଯୁବତୀଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର କରିଥିଲା ତୁରେକେଲା…
Read More...

ଜଳିଲା ବାଇକ୍‌, କାରଣ ଅସ୍ପଷ୍ଟ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି-ଗୁଡିଘାଟ ରାସ୍ତାର ମାରୁତି ଗ୍ୟାସ ଗୋଦାମ ନିକଟରେ ଏକ ବାଇକକୁ କେହି ଗୁରୁବାର ବିଳମ୍ବିତ ରାତିରେ ପୋଡି ଦେଇଥିବା ସୂଚନା ମିଳିଛି । ଛତିଶଗଡ ନମ୍ବର ଥିବା ଉକ୍ତ ବାଇକ୍‌ଟି କାହାର ଏବଂ କିଏ ପୋଡିଛି ତାହା ଜଣାପଡିନାହିଁ । କଣ୍ଟାବାଞ୍ଜି…
Read More...

କଣ୍ଟାବାଞ୍ଜି ଷ୍ଟେସନ ଉନ୍ନତି ପାଇଁ ୨.୬୮ କୋଟି ମଞ୍ଜୁର

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନର ଉନ୍ନତୀକରଣ ପାଇଁ ୨.୬୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି ଅର୍ଥରେ ଷ୍ଟେସନର ବହୁ ଉନ୍ନତିମୂଳକ କାର୍ଯ୍ୟ ହେବାକୁ ପ୍ରସ୍ତାବ ରହିଛି । ନୂତନ ପାର୍କିଂ ଏରିଆ, ନୂତନ ଟିକଟ କାଉଣ୍ଟର ସହିତ ଅନ୍ୟ କାର୍ଯ୍ୟ…
Read More...

ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ କଣ୍ଟାବାଞ୍ଜି ଷ୍ଟେସନଠାରେ ମିଳିତ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ପୂର୍ବ ତଟ ରେଳପଥ ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ ଆଜି କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଏକ ପୂର୍ଣ୍ଣ ମାପର ମିଳିତ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଆୟୋଜନ କରାଯାଇଛି । ଏହି ଅଭ୍ୟାସ ଅବସରରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ଦଳ (ଏନଡିଆରଏଫ), ଓଡିଶା ବିପର୍ଯ୍ୟୟ…
Read More...

ବିଧାନସଭାରେ ଗର୍ଜିଲେ ବିଧାୟକ ସାଲୁଜା : ରାଣୀପୁର ଝରିଆଲ ପ୍ରସଙ୍ଗ ଉଠାଇଲେ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବିଧାନସଭାରେ ଗର୍ଜିଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା । ରାଣୀପୁର ଝରିଆଲ ପ୍ରତି ଅବହେଳା କରାଯାଉଥିବା ପ୍ରସଙ୍ଗ ଉଠାଇଛନ୍ତି । ସୂଚନାଯୋଗ୍ୟ ଯେ, ଚଳିତ ବିଧାନସଭା ଶୀତକାଳୀନ ଅଧିବେଶନରେ ପୁଣି ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରି…
Read More...

୨ ବାଇକ୍‌ ଧକ୍କା : ୨ ଆହାତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଆଶ୍ରମପଡା ରାସ୍ତାର ବୁଲାଣିରେ ଦୁଇ ବାଇକ୍‌ ମଧ୍ୟରେ ଧକ୍କା ହେବା ଫଳରେ ବେଲପଡା ବ୍ଲକ ସୁଲେକେଲା ଗାଁର ମିଥୁନ ରଣା(୩୦) ଓ ଅନ୍ୟ ଜଣେ ଗୁରୁତର ଆହାତ ହୋଇଥିବା ଜଣାପଡିଛିି । ସୂଚନା ଅନୁସାରେ, ଗତକାଲି ମିଥୁନ ତାଙ୍କ ଶ୍ୱଶୁର ଘର ତୁରେକେଲାରୁ…
Read More...

କଂଟାବାଂଜି ସିଭିଲକୋର୍ଟରେ ୭୩ତମ ସମ୍ବିଧାନ ଦିବସ ପାଳିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସିଭିଲକୋର୍ଟ କନଫରେନ୍ସ ହଲରେ ଶନିବାର ଅପରାହ୍ନରେ ୭୩ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ତାଲୁକ ଆଇନ ସହାୟତା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ହିମାଂଶୁ ଶେଖର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏକ…
Read More...